Browsing Category

ରାଜ୍ୟ

ବିଜେପି ଓ କଂଗ୍ରେସର ବିଧାନସଭା ତାଲିକାରେ ବାପା, ପୁଅ, ଝିଅଙ୍କୁ ଟିକେଟ୍ । ପଢନ୍ତୁ, କେଉଁ ପରିବାରର କାହାକୁ ମିଳିଲା…

କନକ ବ୍ୟୁରୋ: ରାଜନୀତିରେ ପରିବାରବାଦ । କଂଗ୍ରେସରେ ବାପାଙ୍କ ସହ ପୁଅ ଝିଅଙ୍କୁ ମିଳିଛି ଟିକେଟ୍ । ନବରଙ୍ଗପୁର ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ଭୁଜବଳ ମାଝୀଙ୍କ ଝିଅ ଲିପିକା ମାଝୀଙ୍କୁ ଡାବୁଗାଁ ବିଧାନସଭା ଆସନରେ ପ୍ରାର୍ଥୀ କରିଛି ଦଳ । ସେପଟେ ଭକ୍ତ ଦାସଙ୍କୁ ନର୍ଲା ଓ ପୁଅ ସାଗର…
Read More...

ପୁରୀରେ ମୁହାଁମୁହିଁ ହେବେ ସୁନୀଲ ମହାନ୍ତି ଓ ଜୟନ୍ତ ଷଡଙ୍ଗୀ । ଦିଗପହଣ୍ଡିରେ ବିପ୍ଳବଙ୍କୁ ଟକ୍କର ଦେବେ ସିଦ୍ଧାନ୍ତ ।…

କନକ ବ୍ୟୁରୋ: ଚଳିତ ନିର୍ବାଚନ, ପୂର୍ବ ନିର୍ବାଚନଠାରୁ ଟିକେ ନିଆରା ହେବାକୁ ଯାଉଛି । ଏଥର ଏକାଧିକ ବିଧାନସଭା ଆସନରେ ହେଭିୱେଟଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି କୁହାଯାଉଛି । ଯାହା ପ୍ରଚାର ମଇଦାନକୁ ସରଗରମ କରିବ । ବିଧାନସଭା ପାଇଁ ହେବ ବଡ ଲଢ଼େଇ ମଇଦାନରେ ମୁହାଁମୁହିଁ ହେବେ…
Read More...

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ । ୮ ଲୋକସଭା ଓ ୪୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ।

କନକ ବ୍ୟୁରୋ: କଂଗ୍ରେସ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୮ ଲୋକସଭା ଓ ୪୭ ବିଧାନସଭା ଆସନ ପାଇଁ ଯୋଦ୍ଧାଙ୍କ ନାମ ଘୋଷଣା କରିଥିବା ଦଳ ୨ଟି ସ୍ଥାନରେ ଜେଏମଏମ୍ ଓ ସିପିଏମ୍ ପ୍ରାର୍ଥୀଙ୍କ ପାଇଁ ବାଟ ଛାଡିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନୂଆପଡ଼ାରୁ ବିଧାନସଭା…
Read More...

ଆସିଲା ବିଜେପିର ବିଧାନସଭା ଟିକେଟ୍ । ୧୧୨ ପ୍ରାର୍ଥୀଙ୍କ ନାଁ ଘୋଷଣା । ୪୯ ନୂଆ ଚେହେରାଙ୍କୁ ସୁଯୋଗ, ୬୨ ପ୍ରାର୍ଥୀଙ୍କୁ…

କନକ ବ୍ୟୁରୋ: ବିଜେପି ଓ କଂଗ୍ରେସ ଟିକେଟରେ ବିଧାନସଭାରୁ ନିର୍ବାଚନ ଲଢ଼ିବା ପାଇଁ ଅପେକ୍ଷା କରିଥିବା ଆଶାୟୀଙ୍କ ମଧ୍ୟରୁ ଆଜି କିଛି ନେତାଙ୍କ ଅପେକ୍ଷାର ଶେଷ ହୋଇଛି । ବିଜେପି ଗୋଟିଏ ପର୍ଯ୍ୟାୟରେ ୧୧୨ ବିଧାନସଭା ଆସନ ପାଇଁ ଘୋଷଣା କରି ସମସ୍ତଙ୍କୁ ଚମକାଇ ଦେଇଛି । ସେହିପରି କଂଗ୍ରେସ ୮ଟି…
Read More...

ଶେଷ ହେଲା ଯୋଦ୍ଧା ଘୋଷଣା, ପ୍ରସ୍ତୁତ ହେଲେଣି ୩ ଦଳ । ଏଥର ଲଢେଇ ହେବ ଜୋରଦାର

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ଏବେ ଚାଲିଛି ପ୍ରାର୍ଥୀ ଘୋଷଣା । ରାଜ୍ୟର ସମସ୍ତ ଲୋକସଭା ସିଟ୍ ପାଇଁ ବିଜେପି ଆଗୁଆ ପ୍ରାର୍ଥୀ ଘୋଷଣା କରି ଦେଇଥିବାବେଳେ, ବିଜେଡି ମଧ୍ୟ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ଅନ୍ୟପଟେ ମଙ୍ଗଳବାର ରାଜ୍ୟର ୮ଟି ଲୋକସଭା ଆସନ ପାଇଁ…
Read More...

ନୂଆପଡାରୁ ପିସିସି ସଭାପତି କଂଗ୍ରେସ ପ୍ରାର୍ଥୀ । ଶରତ ପଟ୍ଟନାୟକଙ୍କୁ ସିପାହୀ କଲା କଂଗ୍ରେସ ।

କନକ ବ୍ୟୁରୋ: ଘୋଷଣା ହେଲା କଂଗ୍ରେସର ପ୍ରାର୍ଥୀ ତାଲିକା । ବହୁ ଚର୍ଚ୍ଚା ଆଲୋଚନା ପରେ ଶେଷରେ କଂଗ୍ରେସ ଘୋଷଣା କରିଛି ତାର ଲୋକସଭା ଏବଂ ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା । ଲୋକସଭା ପାଇଁ ୮ଟି ଆସନ ଏବଂ ବିଧାନସଭା ପାଇଁ ୪୯ଟି ଆସନରୁ ୪୭ ଆସନରେ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ବାକି ୨…
Read More...

ଦେବଗଡର ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ । ମହୁଲ ସଂଗ୍ରହ ପାଇଁ ଆସି ନିଆଁ ଲାଗାଉଛନ୍ତି ଲୋକେ, ଚୁପ ବସିଛି ବନବିଭାଗ

କନକ ବ୍ୟୁରୋ : ଦେବଗଡ ଜିଲ୍ଲାର ବିଭିନ୍ନ ଜଙ୍ଗଲ ଜଳୁଛି । ମହୁଲ ସଂଗ୍ରହ ପାଇଁ ଆସି ବିଲରେ ନିଆଁ ଲଗାଇ ଦେଉଛନ୍ତି ଲୋକେ । ଯାହା ପରବର୍ତୀ ସମୟରେ ଜଙ୍ଗଲରେ ଅଗ୍ନିକାଣ୍ଡ ସୃଷ୍ଟି କରୁଛି । ଗ୍ରୀଷ୍ମ ପ୍ରବାହ ବେଳେ ଏହି ସମସ୍ୟା ବନ ବିଭାଗର ନିଦ ହଜାଇ ଦେଇଛି । ଦିନ ଦ୍ୱିପହରରେ ରାସ୍ତା କଡ…
Read More...

ଚାଷ କାମରେ ବାଧକ ସାଜୁଛି ରେଳ ଧାରଣା । ସମସ୍ୟାର ସମାଧାନ ନହେଲେ ଭୋଟ ବର୍ଜନ ପାଇଁ ନିଷ୍ପତି ନେଇଛନ୍ତି ଗ୍ରାମବାସୀ

କନକ ବ୍ୟୁରୋ : ରେଳ ଧାରଣା ପାଇଁ ଚାଷକାମରୁ ମୁହଁ ମୋଡିବାକୁ ଆରମ୍ଭ କଲେଣି ଗ୍ରାମବାସୀ । ବାରମ୍ବାର ରାଜନେତା ଓ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କୁ ମିଳିନି ସମାଧାନର ବାଟ । ଶେଷରେ ଭୋଟ୍ ବର୍ଜନ ପାଇଁ ନିଷ୍ପତି ନେଇଛନ୍ତି ରେମୁଣା ବ୍ଲକ୍ ବରୁଣସିଂ ପଂଚାୟତ ଉତରଛକ ଗାଁରେ ।…
Read More...

ସାମ୍ନାକୁ ଆସିଲା ଜଘନ୍ୟ ହତ୍ୟାକାଣ୍ଡ ପଛର ସତ : ପ୍ରେମିକ ସହ ହାତ ମିଳାଇ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ

କନକ ବ୍ୟୁରୋ : ଗଜପତି ଗୁରାଣ୍ଡି ଥାନା ତୋଟାଗୁମୁଡ଼ା ଗାଁର ଯାତ୍ରୀ ବିଶ୍ରାମାଗାର ନିକଟରୁ ଯୁବକଙ୍କ ମୃତଦେହ ମିଳିବା ଘଟଣା । ସାମ୍ନାକୁ ଆସିଲା ଜଘନ୍ୟ ହତ୍ୟାକାଣ୍ଡ ପଛର ସତ । ପ୍ରେମିକ ସହ ହାତ ମିଳାଇ ସ୍ୱାମୀକୁ ହତ୍ୟା କରିଛି ସ୍ତ୍ରୀ ଜୟଲକ୍ଷ୍ମୀ । ସ୍କୃ ଡ୍ରାଇଭରରେ ଲିଙ୍ଗରାଜଙ୍କୁ ଅତି…
Read More...

ଜଗନ୍ନାଥଙ୍କ ଦର୍ଶନ କଲେ କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଓହ୍ଲାଇଲେ…

କନକ ବ୍ୟୁରୋ : ପୁରୀରେ ବିଜେପି କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ନାଁ ଘୋଷଣା ହେବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ମଧ୍ୟ ବୈଜୟନ୍ତଙ୍କ ସହ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିଷ ନେଇଛନ୍ତି ।…
Read More...