Browsing Category

ରାଜ୍ୟ

ରାଜନୀତି ମୈଦାନକୁ ଓଲ୍ଲାଇବେ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓ । ନିର୍ବାଚନ ଲଢିବେ, ବିପୁଳ ଭୋଟରେ ବିଜୟୀ…

କନକ ବ୍ୟୁରୋ : ରାଜନୀତି ମୈଦାନକୁ ଓଲ୍ଲାଇବେ ପାରିକୁଦ ରାଜା ସାହେବ ସନ୍ତୋଷ ଚନ୍ଦ୍ର ଦେଓ । ରାଜ୍ୟ ରାଜନୀତିରେ ଚିଲିକା ନିର୍ବାଚନ ମଣ୍ଡଳି ଚର୍ଚ୍ଚାରେ ରହୁଥିବା ବେଳେ ରାଜା ସନ୍ତୋଷ ଚନ୍ଦ୍ର ଦେଓ ସେହି ଚର୍ଚ୍ଚାକୁ ଆଉ ପାଦେ ଆଗକୁ ବଢାଇଛନ୍ତି । ସୁଯୋଗ ମିଳିଲେ ଚିଲିକାର ଲୋକଙ୍କ ସେବା କରିବା…
Read More...

ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ହେବ ନାମାଙ୍କନ । ୨୬ରେ ପ୍ରାର୍ଥୀ ପତ୍ର ଯାଞ୍ଚ, ୨୯ରେ ନାମାଙ୍କନ…

କନକ ବ୍ୟୁରୋ : ଦେଶରେ ଚତୁର୍ଥ ପର୍ଯ୍ୟାୟ ତଥା ଓଡିଶାର ପ୍ରଥମ ପର୍ଯ୍ୟାୟ ମତଦାନ ମେ ୧୩ ତାରିଖରେ ହେବ । ଏଥିପାଇଁ ଆଜିଠୁ ବିଜ୍ଞପ୍ତି ପ୍ରକାଶ ସହ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ । ଆସନ୍ତା ୨୫ ତାରିଖ ଯାଏଁ ନାମାଙ୍କନ ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଇଛି । ୨୬ ତାରିଖରେ ପ୍ରାର୍ଥୀପତ୍ର…
Read More...

ଆଜିଠୁ ତିନି ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ଘୋଷଣା । କିନ୍ତୁ ନିୟମିତ ଆସିବେ ଶିକ୍ଷକ ଶିକ୍ଷୟିତ୍ରୀ

କନକ ବ୍ୟୁରୋ : ଆଜିଠୁ ୩ଦିନ ବନ୍ଦ ରହିବ ରାଜ୍ୟର ସବୁ ସ୍କୁଲ । ଗ୍ରୀଷ୍ମ ପ୍ରବାହ ଓ ତାତି ବଢ଼ିବା ଯୋଗୁଁ ଏହି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ୧୮ତାରିଖରୁ ୨୦ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଗୁଡ଼ିକ ବନ୍ଦ ରଖିବାକୁ ନିର୍ଦ୍ଦେଶ…
Read More...

ଅସହ୍ୟ ତାତିରେ ଜଳୁଛି ଓଡ଼ିଶା । ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, କିଛି ଅଞ୍ଚଳରେ ପାରଦ ଛୁଇଁବ ୪୫ ଡିଗ୍ରୀ

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ ଆହୁରି କଲବଲ କରିବ ତାତି । ରାତିରେ ବି ମିଳିବ ନାହିଁ ତ୍ରାହି । ଆଜିଠୁ ଗ୍ରୀଷ୍ମ ପ୍ରବାହ ଶିଖରକୁ ଛୁଇଁବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । କିଛି ଅଞ୍ଚଳରେ ଦିନର ତାପମାତ୍ରା ୪୫ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ଆଜିଠୁ ଆସନ୍ତା ରବିବାର…
Read More...

କଟିଲା ବିଧାୟକ ସମୀର ଦାଶଙ୍କ ଟିକେଟ୍ । ଦିଲ୍ଲୀପ ନାୟକଙ୍କ ଉପରେ ଭରସା କଲା ଦଳ

କନକ ବ୍ୟୁରୋ: ସମୀର ଦାଶ, ୩-୩ ଥରର ବିଧାୟକ । ଗଣଶିକ୍ଷା ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଥିଲା । ୨୦୦୯ରୁ ୨୦୨୪ ପର୍ଯ୍ୟନ୍ତ ବିଧାନସଭାକୁ ନିର୍ବାଚିତ ହୋଇ ଆସିଥିଲେ । ହେଲେ କିଛି ଭାବିବା ଆଗରୁ ଅତର୍କିତ ଭାବେ ଟିକେଟ୍ କାଟି ଦେଇଛନ୍ତି ବିଜେଡି ସୁପ୍ରିମୋ । ୧୫ ଦିନ ପୂର୍ବରୁ ବିଜେପିରୁ…
Read More...

ସମ୍ବଲପୁର, ରେଢାଖୋଲ ଆସନରେ ବଦଳିଲେ ବିଜେଡି ପ୍ରାର୍ଥୀ । ରୋହିତ ଗଲେ ସମ୍ବଲପୁର, ପ୍ରସନ୍ନ ଆସିଲେ ରେଢାଖୋଲ ।

କନକ ବ୍ୟୁରୋ: ପ୍ରସନ୍ନ ଆଚାର୍ଯ୍ୟଙ୍କ ସମ୍ବଲପୁରରୁ ଲଢିବାକୁ ଇଚ୍ଛୁକ ନଥିବା ନେଇ ଯେଉଁ ଆକଳନ କରାଯାଉଥିଲା, ଶେଷରେ ତାହା ସତ ହୋଇଛି । ବଦଳିଛନ୍ତି ସମ୍ବଲପୁରର ଓ ରେଢାଖୋଲରେ ବିଜେଡି ପ୍ରାର୍ଥୀ । ରୋହିତ ପୂଜାରୀଙ୍କୁ ସମ୍ବଲପୁର ପଠାଯାଇଥିବାବେଳେ, ରେଢାଖୋଲରୁ ପ୍ରାର୍ଥୀ ହେବେ ପ୍ରସନ୍ନ…
Read More...

୯ ଜଣିଆ ପ୍ରାର୍ଥୀ ତାଲିକାରେ ୬ ମହିଳାଙ୍କୁ ସୁଯୋଗ । କଟିଲା ୨ ବିଧାୟକଙ୍କ ଟିକେଟ୍ । ଦୁଇଟି ଆସନରେ ବଦଳିଲେ ପ୍ରାର୍ଥୀ…

କନକ ବ୍ୟୁରୋ: ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଯଦିଓ ୯ଟି ଆସନର ପ୍ରାର୍ଥୀଙ୍କ ଭିତରେ ସୀମିତ । ତଥାପି ଅଭିଜ୍ଞ-ଯୁବ-ମହିଳା ପ୍ର୍ରାର୍ଥୀଙ୍କୁ ନେଇ ଏକ ସନ୍ତୁଳିତ ତାଲିକା ପ୍ରକାଶ କରିଛି ବିଜୁ ଜନତା ଦଳ । ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଅଭିଜ୍ଞ ପ୍ରସନ୍ନ…
Read More...

ଏଥର ମଧ୍ୟ ପଶ୍ଚିମ ଓଡ଼ିଶାରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ । ହିଞ୍ଜିଳି ସହ କଣ୍ଟାବାଞ୍ଜି ବିଧାନସଭା ଆସନରେ ପ୍ରାର୍ଥୀ ହେଲେ…

କନକ ବ୍ୟୁରୋ: ସମସ୍ତଙ୍କୁ ଚମକେଇ ଦେଇଛି ବିଜେଡିର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ସାମ୍ନାକୁ ଆସିଲା ବିଜେଡି ସୁପ୍ରିମୋଙ୍କ ପଶ୍ଚିମ ପ୍ଲାନ । ୨୦୧୯ ଭଳି ୨୪ରେ ମଧ୍ୟ ପଶ୍ଚିମ ଓଡିଶାରୁ ନିର୍ବାଚନ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ପାରମ୍ପରିକ ଆସନ ହିଞ୍ଜିଳି ସହ…
Read More...

ବିଜେଡିର ବିଧାୟକ ପ୍ରାର୍ଥୀ ଘୋଷଣା: ୨ ଆସନରେ ପ୍ରାର୍ଥୀ ଅଦଳବଦଳ କଲେ ନବୀନ ।

କନକ ବ୍ୟୁରୋ: ପ୍ରକାଶ ପାଇଛି ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା । ଏଥିରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀତ୍ୱ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ବିଶେଷ କରି ସମ୍ବଲପୁର ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ପୂର୍ବରୁ ପ୍ରାର୍ଥୀ କରିଥିବାବେଳେ ଏନେଇ…
Read More...

କିଛିଦିନର ଆଶ୍ୱସ୍ତି ପରେ ଅସହ୍ୟ ହେଲା ତାତି । ରାଜ୍ୟର ୨୯ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ

କନକ ବ୍ୟୁରୋ : ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ରାଜ୍ୟର ୨୯ ଟି ସହରର ତାପମାତ୍ରା ମଙ୍ଗଳବାର ଦିନ ୪୦ ଡିଗ୍ରୀ ପାର କରିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଦିନ ୮ଟା ପରେ ସାରା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଏହି କ୍ରମରେ ମଙ୍ଗଳବାର ଦିନ ବାରିପଦା…
Read More...