Browsing Category

ଖେଳ

ଏସିଆ କପ୍ ଆୟରୁ ଗୋଟିଏ ବି ଟଙ୍କା ନିଏନି ବିସିସିଆଇ । ବଡ ଖୁଲାସା କଲେ ପୂର୍ବତନ କ୍ରିକେଟର । ଜାଣନ୍ତୁ, ସେ କଣ…

କନକ ବ୍ୟୁରୋ: ଚଳିତ ବର୍ଷର ଏସିଆ କପ୍ ଆୟୋଜନକୁ ନେଇ ଲାଗି ରହିଥିବା ବିବାଦ ଏବେ ଶେଷ ହୋଇସାରିଛି । ଏସିସିର ନିଷ୍ପତ୍ତି ମୁତାବକ ଏଥର ଏସିଆ କପର କିଛି ମ୍ୟାଚ୍ ପାକିସ୍ତାନ ଏବଂ ବାକି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ତେବେ ଏଥର ଏସିଆ କପ୍ ଆୟୋଜନ ପାକିସ୍ତାନ ପାଖରେ ଥିଲା, ହେଲେ ଟିମ୍…
Read More...

ବିସିସିଆଇ ଉପରେ ବର୍ଷିଲେ ପୂର୍ବ କ୍ୟାପଟେନ୍ । କହିଲେ, ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ କଥା କହୁଛେ, ହେଲେ ଆମ…

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ହାରିବା ପରେ, ଏବେ ସମସ୍ତଙ୍କ ଟାର୍ଗେଟରେ ଟିମ୍ ଇଣ୍ଡିଆ । ଜଣକ ପରେ ଜଣେ ବରିଷ୍ଠ କ୍ରିକେଟର ଖେଳାଳିଙ୍କୁ ଟାର୍ଗେଟ କରୁଥିବାବେଳେ, ଆଉ କିଛି କ୍ରିକେଟର ଟିମ୍ ମ୍ୟାନେଜମେଣ୍ଟ ଉପରେ ବର୍ଷିଛନ୍ତି । ସେମାନଙ୍କ କହିବା କଥା, ଦଳରେ କିଛି…
Read More...

ଇଣ୍ଟରକଣ୍ଟିନେଣ୍ଟାଲ କପ୍‌ : ଭାରତ ବିଜେତା; କୋଟିଏ ଟଙ୍କାର ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କନକ ବ୍ୟୁରୋ : ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲ ଚାମ୍ପିଅନସିପରେ ବାଜି ମାରିଲା ଭାରତ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଖେଳାଯାଇଥିବା ମ୍ୟାଚରେ ଲେବାନନକୁ ୨-୦ ଗୋଲରେ ପରାସ୍ତ କରି ଚାମ୍ପିଅନ୍ ହୋଇଛି ଭାରତ । ଲିଗ୍‌ ପର୍ଯ୍ୟାୟରେ ଏହି ଦଳ ସହ ଅମୀମାଂସିତ ରଖିଥିବା ଭାରତ ରବିବାର କୌଣସି…
Read More...

ଘରୋଇ ସିଜିନ୍ ପାଇଁ ଖେଳସୂଚୀ ଜାରି କଲା ବିସିସିଆଇ । ଜୁନ୍ ୨୮ରୁ ଦିଲୀପ ଟ୍ରଫି, ଜାନୁଆରୀ ୫ରୁ ଆରମ୍ଭ ହେବ ରଣଜୀ ଟ୍ରଫି…

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ନିଜର ଆଗାମୀ ଘରୋଇ ସିଜିନ୍ ପାଇଁ ଖେଳସୂଚୀ ଜାରି କରିଛି । ଘରୋଇ ସିଜିନରେ ସବୁଠୁ ଅଧିକ ଗୁରୁତ୍ୱ ବହନ କରୁଥିବା ରଣଜୀ ଟ୍ରଫି ଜାନୁଆରୀ ୫ରୁ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ ୭୦ ଦିନ ଧରି ରଣଜୀ ଟ୍ରଫି ଖେଳାଯିବ । ଯାହାର ଫାଇନାଲ…
Read More...

୧ ହଜାର କୋଟି ଟପିଲା ବିରାଟ କୋହଲିଙ୍କ ସମ୍ପତ୍ତି, ଜାଣନ୍ତୁ କେଉଁଠୁ କେତେ ଆସୁଛି ରୋଜଗାର

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲଲି ଏବେ ବିଶ୍ୱର ଲୋକପ୍ରୀୟ ଖେଳାଳୀଙ୍କ ମଧ୍ୟରେ ଅନ୍ୟତମ । ଏହାସହ ରୋଜଗାର ମାମଲାରେ ବି ଏବେ ସମୟରେ ସେ ଅନ୍ୟ ଖେଳାଳୀଙ୍କ ତୁଳନାରେ ଆଗରେ ରହିଛନ୍ତି । ବିରାଟ କୋହଲିଙ୍କ ମୋଟ ସମ୍ପତ୍ତି ୧ହଜାର କୋଟି ପାର ହୋଇଛି । ଷ୍ଟକ…
Read More...

୧୯୯ ଶତକ, ୨୭୩ ଅର୍ଦ୍ଧଶତକ, ୬୧ ହଜାରରୁ ଅଧିକ ରନ୍ । ଆଜି ପର୍ଯ୍ୟନ୍ତି କେହି ବି ଭାଙ୍ଗିପାରିନାହାଁନ୍ତି ଏହି…

କନକ ବ୍ୟୁରୋ: ଆପଣ ସମସ୍ତେ ସଚିନ ତେନ୍ଦୁଲକରଙ୍କୁ ନିଶ୍ଚୟ ଜାଣିଥିବେ, ୩୦ ହଜାରରୁ ଅଧିକ ରନ୍ ଏବଂ କ୍ରିକେଟ୍ ଇତିହାସରେ ଶହେ ଶତକ ମାରିବାର ରେକର୍ଡ ଏବେ ବି ତାଙ୍କ ନାଁରେ ରହିଛି । ହେଲେ ଆଜି ଆମେ ଏମିତି ଜଣେ କ୍ରିକେଟରଙ୍କ କଥା କହିବୁ, ଯିଏ ଏକାକି ମାରିଛନ୍ତି ୧୯୯ ଶତକ ଏବଂ ସଂଗ୍ରହ…
Read More...

ଦିନିକିଆ ବିଶ୍ୱକପ ଖେଳିବାକୁ ଭାରତ ଆସିବନି କି ପାକିସ୍ତାନ ? ପିସିବି ଅଧ୍ୟକ୍ଷଙ୍କ ବୟାନ ବଢାଇଲା ଦ୍ୱନ୍ଦ୍ୱ ।

କନକ ବ୍ୟୁରୋ : ଏସିଆ କପକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡିଛି । ପାକିସ୍ତାନର ହାଇବ୍ରିଡ ମଡେଲକୁ ସମସ୍ତେ ସହମତି ଦେବା ପରେ ଏସିଆ କପ୍ ଆୟୋଜନ ହେବା ନିଶ୍ଚିତ ହୋଇଛି । ତେବେ ଏସିଆ କପ ପାଇଁ ବୋର୍ଡ ସଦସ୍ୟଙ୍କ ମଧ୍ୟରେ ସହମତି ହୋଇଯିବା ପରେ ଏବେ ଦିନିକିଆ ବିଶ୍ୱକପ…
Read More...

ଜୁଲାଇ ମାସରେ ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଗସ୍ତ । ରୋହିତଙ୍କୁ ମିଳିପାରେ ବିଶ୍ରାମ । ଟେଷ୍ଟ, ଦିନିକିଆ ଏବଂ ଟି-୨୦ରେ…

କନକ ବ୍ୟୁରୋ: ଆସନ୍ତା ଜୁଲାଇ ମାସରେ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ସିରିଜ୍ ଖେଳିବ ଟିମ୍ ଇଣ୍ଡିଆ । ଆସନ୍ତା ଜୁନ୍ ୨୭ ତାରିଖରେ ଏଥିପାଇଁ ଦଳ ଘୋଷଣା ହେବ । ତେବେ ମିଳିଥିବା ସୂଚନା ମୁତାବକ, ଏହି ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତୀୟ ଦଳରେ ହୋଇପାରେ କିଛିଟା ବଡ…
Read More...

୨୦୨୩ ଇଣ୍ଟର କଣ୍ଟିନେଣ୍ଟାଲ କପ : ଭାରତ ଓ ଲେବାନନ ବିପକ୍ଷ ମ୍ୟାଚ୍ ଡ୍ର

କନକ ବ୍ୟୁରୋ : ୨୦୨୩ ଇଣ୍ଟର କଣ୍ଟିନେଣ୍ଟାଲ କପରେ ଭାରତ ଓ ଲେବାନନ ବିପକ୍ଷ ମ୍ୟାଚ୍ ଡ୍ର ହୋଇଯାଇଛି । ଉଭୟ ଦଳ ମଧ୍ୟରେ ଆରମ୍ଭ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା । ମ୍ୟାଚର ସମ୍ପୂର୍ଣ୍ଣ ସମୟ ମଧ୍ୟରେ କୌଣସି ଦଳ କାହାକୁ ଗୋଲ ଦେବାକୁ ସକ୍ଷମ ହୋଇନଥିଲେ । ଏହି ମ୍ୟାଚର କୌଣସି ଫଳାଫଳ ବାହାରି…
Read More...

ବିଶ୍ୱସ୍ତରୀୟ କ୍ରୀଡା କମ୍ପ୍ଲେକ୍ସ ‘କ୍ଲବ ଅମ୍ବର’ ଉଦଘାଟିତ 

କନକ ବ୍ୟୁରୋ : ‘ଜେଡ୍ ୱାନ୍’ ପରିସରରେ ବିଶ୍ୱସ୍ତରୀୟ କ୍ରୀଡ଼ା କମ୍ପ୍ଲେକ୍ସ ‘କ୍ଲବ ଅମ୍ବର’ ଉଦଘାଟିତ ହୋଇଛି । ଏହି ଅତ୍ୟାଧୁନିକ କ୍ରୀଡ଼ା ପରିସରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ବିଶିଷ୍ଟ ଟେନିସ୍ ଖେଳାଳି ତଥା ଅଲିମ୍ପିଆନ୍ ଲିଆଣ୍ଡର ପେସ୍ । ୨ ଏକର ପରିମିତ ଅଞ୍ଚଳରେ ନିର୍ମିତ…
Read More...