Browsing Category

ସ୍ପେଶାଲ୍ ରିପୋର୍ଟ

ବିଜୁ ସ୍ୱାସ୍ଥ୍ୟ କାର୍ଡରୁ ଟଙ୍କା ସରିଯିବା ପରେ ଶଯ୍ୟାଶାୟୀ ରାଜେଶ୍ୱର । ଭାଇକୁ ଭଲ କରିଦେବା ପାଇଁ ନେହୁରା ହେଉଛନ୍ତି…

କନକ ବ୍ୟୁରୋ: ଯେଉଁ ବିଛଣାରେ ରୋଗୀଣା ମଣିଷ, ସେହି ବିଛଣାରେ ଶଯ୍ୟାଶାୟୀ ମେସିନ୍ ଓ ସରିଯାଇଥିବା ମେଡିସିନ । ବିଜୁ ସ୍ୱାସ୍ଥ୍ୟ କାର୍ଡରେ ଅର୍ଥ ସରିଗଲା ପରେ ଜୀବନ ଯନ୍ତ୍ରଣା ମଝିରେ ଛଟପଟ ହେଉଛନ୍ତି ରୋଗୀ । ଘରର ମେରୁଦଣ୍ଡ ଶଯ୍ୟାଶାୟୀ ହେବା ପରେ ଆଖିରୁ ଲୁହ ଝରାଉଛନ୍ତି ପରିବାରବର୍ଗ ।…
Read More...

ପିଲାବେଳର ଅଭ୍ୟାସ ଦେଇଛି ପରିଚୟ । ମଣ୍ଡଳ ଆର୍ଟ ସହ ବିଭିନ୍ନ କଳାକୃତି କରି ପ୍ରଶଂସା ଓ ସମ୍ମାନ ସାଉଁଟୁଛନ୍ତି…

କନକ ବ୍ୟୁରୋ: କୌଣସି ଅଭ୍ୟାସ ଯଦି ନିଶାରେ ପାଲଟିଯାଏ ଅନେକ ସମୟରେ ତାହା ସଫଳତା ଆଡକୁ ବାଟ କଢାଏ । ଏଭଳି ଦେଖିବାକୁ ମିଳିଛି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ କଷଣଅଣ୍ଟା ବାସିନ୍ଦା ସ୍ନିଗ୍ଧା ତ୍ରିପାଠୀଙ୍କ କ୍ଷେତ୍ରରେ । ପିଲାବେଳୁ ଚିତ୍ର ଆଙ୍କବିାର ନିଶା ଆଜି ତାଙ୍କ ସ୍ଥାନୀୟ ଅଞ୍ଚଳ ସହ…
Read More...

ହମାସ ସଂଗଠନ କଣ , କେବେ ହେଇଥିଲା ସ୍ଥାପନା ?

ଏବେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ବିଷୟରେ ସମସ୍ତେ ଅବଗତ ଅଛନ୍ତି । ଗତ ଶନିବାର ଦିନ  ଜଳ, ସ୍ଥଳ ଓ ଆକାଶମାର୍ଗ ତିନି ଦିଗରୁ ଅତର୍କିତ ଭାବେ ଆକ୍ରମଣ କରି ଇସ୍ରାଏଲର ଶତାଧିକ ନିରୀହ ଜନସାଧାରଣଙ୍କୁ ହତ୍ୟା କରିଛି ଓ ଅନେକଙ୍କୁ ପଣବନ୍ଦୀ କରିରଖିଛି ହମାସ । ହମାସ…
Read More...

ବାହାଘରରେ ସପ୍ତପଦି ବା ୭ ଫେରା ନିହାତି ଜରୁରୀ, ନହେଲେ ବାହାଘର ବୈଧ ନୁହେଁ: ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ…

କନକ ବ୍ୟୁରୋ: ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ହାଇଦ୍ରାବାଦ୍ ଫ୍ୟାମିଲି କୋର୍ଟ । ଏକ ଛାଡପତ୍ର ମାମଲାର ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଛାଡ଼ପତ୍ର ନ ଦେଇ ଅଲଗା ରହୁଥିବା ସ୍ତ୍ରୀ ଅନ୍ୟତ୍ର ବିବାହ କରିଥିବା ଅଭିଯୋଗ କରି ବ୍ୟକ୍ତି ଜଣକ ମାମଲା ଦାଏର କରିଥିଲେ ଯାହାକୁ…
Read More...

IPS ପାଇଁ ପ୍ରସ୍ତୁତ ହେଉଥିଲେ ମୋନା  , ହେଡ କନଷ୍ଟେବଳଙ୍କ ଏକତରଫା ପ୍ରେମ ନେଲା ଜୀବନ

କନକ ବ୍ୟୁରୋ: ୨ ବର୍ଷ ପରେ ଖୋଲିଲା ଦିଲ୍ଲୀ ଲେଡି କନଷ୍ଟେବଳଙ୍କ ହତ୍ୟା ରହସ୍ୟ । ଏକ ତରଫା ପ୍ରେମକୁ ନେଇ ଅନେକ ହତ୍ୟା ଘଟଣା ଆପଣ ଶୁଣିଥିବେ । କିନ୍ତୁ , ୨ ବର୍ଷ ପରେ ଦିଲ୍ଲୀରେ ମହିଳା କନଷ୍ଟେବଳଙ୍କ ହତ୍ୟାର ରହସ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଘଟଣାରେ ସବୁଠୁ ଖାସ କଥା ହେଉଛି ଏଥିରେ…
Read More...

ବୁଲି ବୁଲି ଭିକ ମାଗିଲେ, ଭିକ୍ଷା ଟଙ୍କାରେ ମନ୍ଦିର ଗଢିଲେ । ଏବେ ପ୍ରତିଷ୍ଠା ପାଇଁ ଅର୍ଥ ସାଜିଛି ବାଧକ । ୯୯ ବର୍ଷିୟା…

କନକ ବ୍ୟୁରୋ : ଏ ଭିକ ଭୋକ ପାଇଁ ନୁହେଁ ଭଗବାନଙ୍କ ପାଇଁ । ବୟସ ୯୯ ପୂରି ୧୦୦ ଛୁଇଁବାକୁ ବସିଲାଣି ହେଲେ ଭବ ସଂସାରୁ ତରିଯିବା ପୂର୍ବରୁ ଭିକ୍ଷାବୃତ୍ତି କରି ତିଆରି କରିଛନ୍ତି ଭଗବାନଙ୍କ ପାଇଁ ମନ୍ଦିର । ଗୋଟେ ନୁହେଁ ବରଂ ଭିକ ମାଗି ମାଗି ୩ଟି ମନ୍ଦିର ତିଆରି କରିଛନ୍ତି ପଦ୍ମା ମା' । ଆଉ…
Read More...

ବମ୍ବେରେ ଚୋରୀ ବଢିବାରୁ ଆସିଲା ଆଇଡିଆ

ସ୍ଵାଧୀନତାର ୫୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଗୋଡ୍ରେଜ କମ୍ପାନୀର  କାହାଣୀ ବହୁତ ରୋଚକର । ଏକ ଛୋଟିଆ ଗୋଦାମରୁ ତାଙ୍କର ବ୍ୟବସାୟ ଯାତ୍ରା ଆରମ୍ଭ କରିଥିଲେ ଗୋଡ୍ରେଜ କମ୍ପାନୀର ପ୍ରତିଷ୍ଠାତା ଆରଦେଶୀର ଗୋଡ୍ରେଜ ।  ଇଂଲଣ୍ଡରୁ ଆମଦାନୀ ହୋଇଥିବା ତୁଳନାରେ ଆରଦେଶୀର ଗୋଡ୍ରେଜ ଭଲ ତାଲା…
Read More...

ଦେଶର କୋଟିପତି ବାରିକ ରମେଶ ବାବୁ । ପରିବାର ପାଇଁ କେବେ ପେପର ବାଣ୍ଟିଲେ , କେବେ କ୍ଷୀର ବିକିଲେ ଆଜି ୪୦୦ ଲଗଜରି କାରର…

କନକ ବ୍ୟୁରୋ: ବ୍ୟକ୍ତିର ଆରମ୍ଭ ଯେଉଁଠୁ ହେଉନା କାହିଁକି କିନ୍ତୁ ନିଜ ଉପରେ ଗଭୀର ବିଶ୍ୱାସ ଥିଲେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଅସମ୍ଭବ ନୁହେଁ । କିଛି ଏଭଳି କାହାଣୀ ବେଙ୍ଗାଲୁରୁର କୋଟିପତି ବାରିକ ଭାବେ ଜଣାଣୁଣା ରମେଶ ବାବୁଙ୍କର, ଯାହାଙ୍କ ଜୀବନ ସଂଘର୍ଷ ପ୍ରତି ବ୍ୟକ୍ତି ପାଇଁ ଏକ…
Read More...

ଶାହାରୁଖଙ୍କ ପ୍ରିୟ ହୋଇଗଲେ ଓଡିଆ ପୁଅ । ଯୱାନ ପୋଷ୍ଟର ପେଣ୍ଟିଙ୍ଗ କରି ପପୁଲାର ହୋଇଗଲେ ରାହୁଳ

କନକ ବ୍ୟୁରୋ: ଇଏ ହେଉଛନ୍ତି ନବରଙ୍ଗପୁର ପାପଡାହାଣ୍ଡି ମାଟିର ପୁଅ ରାହୁଲ ପାତ୍ରଙ୍କ କଥା । ଚିତ୍ର ଆଙ୍କିବାର ନିଶା ଆଜି ତାଙ୍କୁ ପୁରା ଦେଶରେ କରିଦେଇଛି ପପୁଲାର । ଶାହାରୁଖ ଖାନଙ୍କ ଅଭୀନିତ ଜୱାନ ଫିଲ୍ମର ୧୦ ମିଟର ଉଚ୍ଚ ପୋଷ୍ଟର ଆଙ୍କି ଖୋଦ୍ ଶାଖାରୁଖଙ୍କ ଅତି ପ୍ରିୟ ବନିଯାଇଛନ୍ତି ।…
Read More...

ବିଛଣାରେ ଦିବ୍ୟାଙ୍ଗ ପୁଅ, ସ୍ୱାମୀ ଆରପାରିକୁ ଯିବା ପରେ ମିଳୁନି ବିଧବା ଭତ୍ତା, ଦାନା ଗଣ୍ଡେ ପାଇଁ ସଂଘର୍ଷ କରୁଛନ୍ତି…

କନକ ବ୍ୟୁରୋ: ଖଟିଆ ଉପରେ ଖେଳିପାରୁନଥିବା ରୋଗୀଣା ପୁଅ, କୋଳରେ ମୁଣ୍ଡକୁ ରଖି ଆଉଁସି ଦେଇ କାନ୍ଦି ପକାଉଛି ମା’ । ପାଦକୁ ଘସିମୋଡ଼ି ଦେଇ ଭାଇ ମୁହଁରେ ହସ ଫେରାଇ ଆଣିବାକୁ ଚେଷ୍ଟା କରୁଛି ହତଭାଗୀ ଭଉଣୀ । କେଜାଣି ହସିଲା ସଂସାର ଉପରେ କାହାର ନଜର ଲାଗିଲା!! ସ୍ୱାମୀ ଆର ପାରିକୁ ଚାଲିଗଲା ପରେ…
Read More...