Browsing Category

ସ୍ପେଶାଲ୍ ରିପୋର୍ଟ

ଏଣିକି ପ୍ରତିଟି ଘରେ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ । ବିଜୁଳୀ ଉପଭୋକ୍ତାଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ପାୱାର ।…

କନକ ବ୍ୟୁରୋ: ଶକ୍ତି ବିଭାଗକୁ ନେଇ କେନ୍ଦ୍ର ସରକାର ନେଇପାରନ୍ତି କଠୋର ପଦକ୍ଷେପ । ଫଳରେ ଦେଶରେ ପ୍ରଥମ ଥର ପାଇଁ ବିଜଳୀ ଉପଭୋକ୍ତାଙ୍କୁ ଏକ ପ୍ରକାରର ପାଓାର ମିଳିବାକୁ ଯାଉଛି । ତେବେ ଏନେଇ ଶକ୍ତି ମନ୍ତ୍ରାଳୟ ତରଫରୁ ଉଭୟ ଜନତା ଏବଂ ବିଭିନ୍ନ ରାଜ୍ୟର ରାଜ୍ୟ ସରକାରଙ୍କ ମତାମତ ଲୋଡାଯାଇଛି ।…
Read More...

ସମାଜସେବା ପାଇଁ କାହିଁକି ଆଗେଇ ଆସିଲେ ଓଲିଉଡ କୁଇନ୍ ? ସିନେ ପରଦାରୁ ଲୋକଙ୍କ ସମସ୍ୟା ବୁଝି ଦେଉଛନ୍ତି କି ବଡ…

କନକ ବ୍ୟୁରୋ: ବର୍ଷା-ଅନୁଭବଙ୍କ ପାରିବାରିବ ବିବାଦ ଟିକେ ଥମିଥିବା ବେଳେ ନୂଆ ଅବତାରରେ ସାମ୍ନାକୁ ଆସିଛନ୍ତି ବର୍ଷା ପ୍ରିୟଦର୍ଶିନୀ । କୋର୍ଟର କାଠଗଡାକୁ ସମ୍ପର୍କର କଳି ଯାଇଥିବା ବେଳେ କୁହାଯାଉଛି ସମାଜ ସାମ୍ନାକୁ ଆସିବାକୁ ନୂଆ ନୂଆ ଆଭିମୁଖ୍ୟ ଆପଣାଉଛନ୍ତି ଓଲିଉଡ କୁଇନ ।…
Read More...

କେତେ ସୁରକ୍ଷିତ ଆପଣଙ୍କ ହ୍ୱାଟ୍ସଆପ୍ ଚାଟ୍ । କେମିତି ଅନ୍ୟମାନଙ୍କଠାରୁ ଲୁଚେଇ ରଖିବେ ଆପଣଙ୍କ ଗୋପନୀୟ ଚାଟ । ଜାଣନ୍ତୁ…

କନକ ବ୍ୟୁରୋ: ଏବେ ହ୍ୱାଟ୍ସଆପ୍ ଚାଟକୁ ନେଇ ବଲିଉଡରେ କମ୍ପନ । ଦିନେ କି ଦୁଇ ଦିନ ନୁହେଁ ୫ ବର୍ଷର ପୁରୁଣା ଚାଟ୍ କିଭଳି ମିଳିଲା ଏନସିବିକୁ । ଡିଲିଟ୍ ପରେ ବି କିଭଳି ସଂରକ୍ଷିତ ଥିଲା ଏହି ବାର୍ତ୍ତାଳାପ । ଆଜି କାଲି ଦେଶରେ ୫୦ ପ୍ରତିଶତରୁ ଅଧିକ ଲୋକ ହ୍ୱାଟ୍ସଆପ୍ ଆପ୍ଲିକେସନ ବ୍ୟବହାର…
Read More...

ଟ୍ୟୁମର ଅପରେସନ ପାଇଁ ପାଖରେ ନାହିଁ ଟଙ୍କା । ପଇସା ମିଳିଲେ ହାତ ଫେରି ପାଇବେ ଯୁବତୀ । ସୋସିଆଲ ମିଡିଆରେ କାନ୍ଦି…

କନକ ବ୍ୟୁରୋ: ଏ ଗୁହାରୀ ଯନ୍ତ୍ରଣାର, ଏ ନିବେଦନ ନୀରିହ ଗରିବ ଯୁବତୀର... ହାତର କଷ୍ଟ ଯେତେବେଳେ ଅସହୟ ହେଉଛି, ସେତେବେଳେ ଆଖିରୁ ନିଗିଡି ପଡୁଛି ଅସହାୟତାର ଲୁହ । ଆଉ ଯମ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ହାତଯୋଡି ସାହାଯ୍ୟ ପାଇଁ ନେହୁରା ହେଉଛନ୍ତି ଏ ଯୁବତୀ ଜଣଙ୍କ । କାଳେ ସରକାର କିମ୍ବା…
Read More...

ମା’ ଆସିବେ ବୋଲି… ଧରଣୀରାଣୀ ଘୋଡ଼େଇ ହୋଇଛି ଧଳା ଚାଦର । ଶରତ ଋତୁର ପହିଲି ଛୁଆଁ, କବି ତୁଣ୍ଡେ କାଶତଣ୍ଡୀ…

କନକ ବ୍ୟୁରୋ: କାଶତଣ୍ଡୀ ଆବିଳତାର ଅନ୍ୟ ନାଁ, ପାର୍ବଣ ଶୀତଳର ପହିଲି ଛୁଆଁ । ସାଧବ ବୋହୁ ପରି ସ୍ୱଚ୍ଛତା ଋତୁ ଶରତକୁ ଦିଏ ସଜେଇ । ମହିଷାମର୍ଦ୍ଦିନୀ ଆସିବେ ବୋଲି ଆଗୁଆ ଆଗମନ କରି ମାନଭଞ୍ଜନ କରିଥାଏ କାଶତଣ୍ଡୀ । ନଦୀ ପଠାରୁ ରାସ୍ତାକଡ଼ ସବୁଠି ବୁଣି ହୋଇଛି ଧଳା ମୂରୁଜ ପରି ଧୋବ ଫରଫର ଏ ଫୁଲ…
Read More...

ଭାରତୀୟ ବଜାରରୁ ହଜି ଯିବ ହାର୍ଲି- ଡେଭିଡସନ ବାଇକ୍ । କେଉଁଠି କରିବେ ସର୍ଭିସ୍ ଓ ମେଣ୍ଟେନାନ୍ସ ଆସନ୍ତୁ ଦେଖିବା ଏହି…

କନକ ବ୍ୟୁରୋ : ବିଶ୍ୱର ପ୍ରସିଦ୍ଧ ବାଇକ ନିର୍ମାତା କମ୍ପାନୀ ହାର୍ଲି ଡେଭିଡସନ ଗତକାଲି ଠାରୁ ଭାରତୀୟ ବଜାରରେ ତା’ର ଉତ୍ପାଦନ ଓ ବିକ୍ରୟ ବନ୍ଦ କରିବା ପାଇଁ ଘୋଷଣା କରିଛି । କମ୍ପାନୀ ରିୱାଇର ନାମକ ପୁନଗଠନ ପ୍ରକ୍ରିୟା ଅଧିନରେ ଏଭଳି ନିଷ୍ପତ୍ତି ନେଇଛି । ଅଗଷ୍ଟ ମାସରେ ଏହି ବାଇକ ନିର୍ମାତା…
Read More...

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଛାଡପତ୍ର ମାମଲା ବିଚାରଧୀନ ସମୟରେ ଦ୍ୱିତୀୟ ବିବାହ ଅମାନ୍ୟ ନୁହେଁ : ଜାଣନ୍ତୁ…

କନକ ବ୍ୟୁରୋ : ଛାଡପତ୍ର ମାମଲା ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ହାଇକୋର୍ଟ । ଛାଡପତ୍ର ନିର୍ଣ୍ଣୟ ବିରୋଧରେ ହୋଇଥିବା ଅପିଲ ସମୟରେ ଯଦି କୌଣସି ହିନ୍ଦୁ ପୁରୁଷ କିମ୍ବା ମହିଳା ପୁଣି ବିବାହ କରନ୍ତି ତେବେ ତାହା ବେଆଇନ ହେବ କିନ୍ତୁ ଅଦାଲତଙ୍କ ଅବମାନନା ବୋଲି କୁହାଯିବ ନାହିଁ । ଏପରି ରାୟ…
Read More...

ବ୍ୟକ୍ତିଗତ ଗାଡି ଚାଳନା ବେଳେ ଆବଶ୍ୟକ ନାହିଁ ମାସ୍କ ? ନିଜସ୍ୱ ଗାଡିରେ ଯିବା ବେଳେ ମାସ୍କ ପିନ୍ଧିନଥିଲେ ପୋଲିସ…

କନକ ବ୍ୟୁରୋ : କରୋନା ଭଲି ମହାମାରୀଠାରୁ ଦୂରେଇ ରହିବାକୁ ସାମାଜିକ ଦୂରତା ସହ ମାସ୍କ ପିନ୍ଧି ଯାଆସ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଘର ବାହାରକୁ ଗୋଡ କାଢିଲା ମାତ୍ରେ ମୁହଁରେ ମାସ୍କ ଲଗାଇ ବାହାରିବା ପାଇଁ ସରକାର କହିଛନ୍ତି । ଯଦି କୌଣସି ବ୍ୟକ୍ତି ସରକାରଙ୍କ ଦ୍ୱାରା…
Read More...

ଦୂର ହେବ ଭବିଷ୍ୟତ ଚିନ୍ତା । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ପେନସନ୍ ଯୋଜନାରେ ମିଳିବ ବଡ଼ ଫାଇଦା, ପଢ଼ନ୍ତୁ ଏବଂ ଦେଖନ୍ତୁ…

କନକ ବ୍ୟୁରୋ: ସାଧାରଣତଃ ଗରିବ ପରିବାରର ଲୋକେ ତାଙ୍କର ଭବିଷ୍ୟତକୁ ନେଇ ସବୁବେଳେ ଚିନ୍ତାରେ ରହିଥାନ୍ତି । ଦିନ ମଜୁରି କରି ଯାହା ଟଙ୍କା ଆଣନ୍ତି ତାହା ପରିବାର ପ୍ରତିପୋଷଣରେ ଖର୍ଚ୍ଚ ହୋଇଯାଏ । ଭବିଷ୍ୟତ ପାଇଁ ଟଙ୍କା ସମୟ କରି ରଖିବା ସମ୍ଭବ ହୋଇପାରେନି । ତେବେ ଏଭଳି ପରିସ୍ଥିତିରେ ପିଏ…
Read More...

କୁନି ବୈଜ୍ଞାନିକ ଶୁଭମ । ତିଆରି କଲେ ୪.୧ ସେଂଟିମିଟର ସବୁଠୁ ଛୋଟ ଭାକ୍ୟୁମ କ୍ଲିନର

କନକ ବ୍ୟୁରୋ : ଚାନ୍ଦବାଲିର କୁନି ବୈଜ୍ଞାନିକ । କୁନି ହାତରେ ତିଆରି କଲେ ମାଇକ୍ରା ଭାକ୍ୟୁମ କ୍ଲିନର । ଏହି ଭାକ୍ୟୁମ କ୍ଲିନର ବଡ଼ବଡ଼ ଲ୍ୟାବ୍ରେ ବୈଜ୍ଞାନିକଙ୍କୁ ସୁରକ୍ଷା ଯୋଗାଇବା ଦେବା ଲକ୍ଷ ଉଦ୍ଭାବନ କରିଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ର ଶୁଭମ । ଚାନ୍ଦବାଲି ବ୍ଳକ ଖେରଙ୍ଗ ପଂଚାୟତ…
Read More...