Browsing Category

ସ୍ପେଶାଲ୍ ରିପୋର୍ଟ

ଏଣିକି ଘର ତୋଳିବା ହେବ ସହଜ… ଆପଣ ଘର କରୁଛନ୍ତି କି ? ବିନା ଇଟା, ସିମେଣ୍ଟରେ ବି ତୋଳି ପାରିବେ ବଡ ବଡ ବିଲ୍ଡିଂ…

ଆଜିକାଲି ଘରଟିଏ ତିଆରି କରିବା ସାଧାରଣ ଲୋକଙ୍କ ପାଖରେ କାଠିକର ପାଠ ହୋଇଥାଏ । ଘର ତୋଳିବା ପାଇଁ ଇଟା-ବାଲି-ରଡ୍ ଏବଂ ସିମେଣ୍ଟ କିଣିବାକୁ ପଡିଥାଏ । ମିସ୍ତ୍ରୀଙ୍କୁ ଡାକିବାକୁ ପଡିଥାଏ, ବହୁ ଟଙ୍କା ଖର୍ଚ୍ଚ କରିବା ପରେ କିଛି ମାସ କିମ୍ବା କିଛି ବର୍ଷ ମଧ୍ୟରେ ଘରଟି ତୋଳା ହୋଇଥାଏ । କିନ୍ତୁ…
Read More...

ଦିଲ୍ଲୀରୁ ମାତ୍ର ୧୨ ଶହ କିଲୋମିଟର ଦୂର । ଯେଉଁଠି ଆପଣ ପହଂଚିଲେ ଆପଣଙ୍କ ବଜେଟ୍‌ରୁ ବହୁତ କମରେ ଆପଣ ପାଇ ପାରିବେ କାଜୁ…

କନକ ବ୍ୟୁରୋ : କାଜୁ ଏକ ମହଙ୍ଗା ଖାଦ୍ୟ । ଯାହାକି ସାଧାରଣ ଲୋକଙ୍କ ବଜେଟ୍ ବାହାରେ । ହଁ କେବେ କେବେ ସାଧାରଣ ଲୋକମାନେ ଘରେ ଉତ୍ସବ ପାଳନ କଲେ କାଜୁ କିଣିଥା’ନ୍ତି । ହେଲେ ଯଦି ଆପଣଙ୍କୁ ଆଳୁ, ପିଆଜ ଦାମରେ କାଜୁ ବାଦାମ ମିଳିଯାଏ ତେବେ । ଆପଣ ଥରେ ଭାବିଲେ ଏହା କଣ ସମ୍ଭବ । ଆଳୁ ଓ ପିଆଜ…
Read More...

ବିମାନରେ ଜନ୍ମ ନେଲା ଶିଶୁପୁତ୍ର । ସାରା ଜୀବନ ଟିକେଟ୍ ଫ୍ରୀ କରିଦେଲା ଇଣ୍ଡିଗୋ । ଜାଣନ୍ତୁ, କିଏ ସେହି ଭାଗ୍ୟବାନ…

କନକ ବ୍ୟୁରୋ : ସମୟ ସନ୍ଧ୍ୟା ୬ଟା ୧୦ ମିନିଟ୍ । ଆକାଶ ଉପରେ ଆଗେଇ ଚାଲିଥିଲା ଦିଲ୍ଲୀ-ବାଙ୍ଗାଲୋର ଇଣ୍ଡିଗୋ ଫ୍ଲାଇଟ । ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିମାନର ଯାତ୍ରୀ ଅନେଇ ବସିଥାନ୍ତି । ଆଉ ଠିକ ଏତିକି ବେଳେ ଶୁଭିଥିଲା କୁଆଁ କୁଆଁ । ବିମାନ ଭିତରେ ଜନ୍ମ ନେଇଥିଲା ଶିଶୁପୁତ୍ର ।…
Read More...

କରୋନା ବଦଳାଇ ଦେଲା ପରିଚୟ : କଟକର ପ୍ରଥମ ମହିଳା ଡେଲିଭରି ଲେଡି ହେଲେ କଣ୍ଠଶିଳ୍ପୀ ‌ଜ୍ୟୋସ୍ନା

ନିଜର ନିଶା ଆଉ ପେସା ଥିଲା ସଂଗୀତ। ଜଣେ କଣ୍ଠଶିଳ୍ପୀ ଭାବେ ନିଜର ପରିଚୟ ବି ସୃଷ୍ଟି କରିଥିଲେ। କିନ୍ତୁ କରୋନା ତାଙ୍କର ପେସା ବଦଳାଇ ଦେଲା। ଯେଉଁ ସମୟରେ ମେଲୋଡି ଓ ସଂଗୀତ କାର୍ୟ୍ୟକ୍ରମ ବର୍ଷକର ଆୟର ବ୍ୟବସ୍ଥା କରେ ସେ ସମୟରେ କରୋନା ପାଇଁ ସବୁ ବନ୍ଦ ହେଇଗଲା। ଗଣେଶ ପୂଜାରୁ ଏଯାଏ ସବୁ…
Read More...

ବଦଳିବ ଡ଼ିଜିଟାଲ୍ ଟ୍ରାଞ୍ଜାକ୍ସନ ତରିକା : ଡ଼ିସେମ୍ବରରୁ ବଦଳିବ ଡ଼ିଜିଟାଲ୍ ଟଙ୍କା ନେଣଦେଣର ତରିକା , ମିଳିବ ୨୪ ଘଣ୍ଟିଆ…

ଆଜିର ସମୟରେ ଡ଼ିଜିଟାଲର ଚାହିଦା ଜୋରସୋରରେ ବଢିବାରେ ଲାଗିଛି । ଟଙ୍କା ଟ୍ରାଞ୍ଜାକ୍ସନର ସହଜ ତରିକା ହୋଇଛି ଡ଼ିଜିଟାଲ୍ ପେମେଣ୍ଟ୍ । ଆପଣ ବି ଯଦି ଡ଼ିଜିଟାଲ୍ ନେଣଦେଣ କରୁଛନ୍ତି ତେବେ ପଢିନିଅନ୍ତୁ ଏହି ଖୁସିଖବର । ଆରବିଆଇ ରିୟଲ୍ ଟାଇମ୍ ଗ୍ରସ୍ ସେଟଲମେଣ୍ଟ୍ ଅର୍ଥାତ୍ ଆରଟିଜିଏସର ସୁବିଧାକୁ…
Read More...

କରୋନା କାଳରେ ୪୦୦ ଲୋକଙ୍କ ଶବ ସଂସ୍କାର କରିସାରିଲେଣି । କିନ୍ତୁ ଏବେ ବି ରାମନନ୍ଦଙ୍କୁ ଘୃଣା କରୁଛନ୍ତି ଲୋକ ?…

କନକ ବ୍ୟୁରୋ : କରୋନା ମହାମାରୀ ସମୟରେ ଅନେକ ଘଟଣା ଦୁର୍ଘଟଣା ସାମ୍ନାକୁ ଆସିଛି। ଏହି ସମୟରେ ଲୋକମାନଙ୍କ କାମଧନ୍ଧା ବନ୍ଦ ହୋଇ ଯାଇଥିଲା। ଅନେକ ପ୍ରବାସୀ ତଥା ସାଧାରଣଲୋକ କାମ ହରାଇବାରୁ ଗାଁକୁ ଫେରି ଆସିଥିଲେ। କରୋନା ସଂକ୍ରମଣରୁ ବଞ୍ଚିବାକୁ ହେଲେ ସାମାଜିକ ଦୂରତା ନିୟମ ପାଳନ କରିବା…
Read More...

ନିତୀଶ କୁମାର ୨ ଥର ନିର୍ବାଚନ ହାରିବା ପରେ ରାଜନୀତି ଛାଡି ଠିକାଦାରୀ କରିବାକୁ ସ୍ଥିର କରିଥିଲେ । ନିଜେ କହିଥିଲେ କି…

କନକ ବ୍ୟୁରେ :  ଏବେ ଦେଶର ରାଜନୈତୀକ ଟ୍ରେଣ୍ଡ ବଦଳିଛି । ଆଗରୁ ଲୋକେ ରାଜନୀତିରେ ଭାଗ୍ୟ ପରୀକ୍ଷା କରି ବିଫଳ ହେବା ପରେ ସନ୍ୟାସ ନେଉଥିଲେ । ହେଲେ ଏବେ ସନ୍ୟାସରେ ବିଫଳ ହେବା ପରେ ରାଜନୀତିରେ ଭାଗ୍ୟ ପରୀକ୍ଷା କରୁଛନ୍ତି । ଆମେ ଏ କଥା ଏଇଥି ପାଇଁ କହୁଛୁ ଯେ ଏବେ ବିହାରରରେ ବିଧାନସଭା…
Read More...

କରୋନା ଭଲ କରିପାରେ ଗଞ୍ଜେଇ ? ଗୁରୁତର ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର ହୋଇପାରେ ଗଞ୍ଜେଇ ଚିକିତ୍ସା । ନୂଆ ଅଧ୍ୟୟନରେ…

କନକ ବ୍ୟୁରୋ: କରୋନାରେ ଗୁରୁତର ରୋଗୀଙ୍କୁ ଗଞ୍ଜେଇ ଦ୍ୱାରା ଚିକିତ୍ସା କରାଯାଇପାରେ । ଗୁରୁତର ଥିବା ଆକ୍ରାନ୍ତଙ୍କୁ ସୁସ୍ଥ କରିବାକୁ ଗଞ୍ଜେଇର ସାହାଯ୍ୟ ନିଆଯାଇପାରେ । ଏକ ନୂତନ ଅଧ୍ୟୟନରେ ଏହା ଦାବି କରାଯାଇଛି। ଆମେରିକାର ସାଉଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକମାନେ ମୂଷାମାନଙ୍କ ଉପରେ…
Read More...

ସାର୍ଟଫୋନରୁୁ ଜଣାପଡିବ କରୋନା । ଏଣିକି ଘରେ ବସି ମୋବାଇଲ୍ ମାଧ୍ୟମରେ ଜାଣିପାରିବେ ଆପଣ କରୋନା ସଂକ୍ରମିତ କି? ହେଲେ…

କନକ ବ୍ୟୁରୋ: ମହାମାରୀ କରୋନା ଭୂତାଣୁ ସହ ସାରା ବିଶ୍ୱ ମୁକାବିଲା କରୁଥିବା ବେଳେ ଭୂତାଣୁର ଭ୍ୟାକସିନକୁ ସମସ୍ତେ ଚାହିଁ ରହିଛନ୍ତି । ଆଉ ଏହି ବଡ ଲଢେଇ ଭିତରେ ପ୍ରତିଦିନ ଟେଷ୍ଟିଂକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ତେବେ ଟେଷ୍ଟିଂକୁ ନେଇ ଆଜି ଆମେ ଆପଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବୁ ।…
Read More...

ଯବାନ ଜିଅଁନ୍ତି ଏମିତି…ତମେ ଯବାନ ନା ଭଗବାନ ? ଅସହ୍ୟ ଥଣ୍ଡାରେ ପାଦକୁ ପଥର କରି ସାଜିଛ ଭାରତ ମାତାର ସୁରକ୍ଷା…

କନକ ବ୍ୟୁରୋ : ଆପଣ ଭାବୁଥିବେ ଏ ପାଦ କେଉଁ ବୃଦ୍ଧ ଲୋକଟିଏର ହୋଇଥିବ କିମ୍ବା କୌଣସି ରୋଗୀ ବ୍ୟକ୍ତିଟିଏଙ୍କର ହୋଇଥିବ । କିନ୍ତୁ ଏ ପାଦ ହେଉଛି ସୀମାରେ ଖରା ବର୍ଷାକୁ ଖାତିର ନକରି ଆମ ସମସ୍ତଙ୍କର ସୁରକ୍ଷା ପାଇଁ ଜାଗ୍ରତ ପ୍ରହରୀ ସାଜିଥିବା ଭାରତୀୟ ସେନାର ଜଣେ ବୀର ଯବାନଙ୍କର । ଶୀତ…
Read More...