Browsing Category

ସ୍ପେଶାଲ୍ ରିପୋର୍ଟ

ଶୁଣ ସରକାର : କୁନି ଝିଅ ସିମରନ ମାଗୁଛି ସାହାଯ୍ୟ : ଖେଳକୁଦ ବୟସରେ ଶଯ୍ୟାଶାୟୀ ସିମରନ : ଚିକିତ୍ସା ପାଇଁ ଅର୍ଥ ସାଜିଛି…

କନକ ବ୍ୟୁରୋ : ଖେଳି ବୁଲି ପାଠପଢି ଜୀବନକୁ ଉପଭୋଗ କରିବା ବୟସରେ ଶଯ୍ୟାଶାୟୀ ହୋଇଛି ଜଣେ କୁନି ଝିଅ । ନଅ ବର୍ଷ ବୟସରୁ ମାରାତ୍ମକ ରୋଗର ଶୀକାର ହୋଇ ଜୀବନ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା କୁନି ଝିଅ ସିମରନ ସାହୁ । ମୁଣ୍ଡ ବ୍ୟଥାରୁ ଆରମ୍ଭ ହୋଇ ଏବେ ବ୍ରେନ ଟ୍ୟୁମର ରୋଗରେ ପୀଡିତ ସିମରନ ।…
Read More...

ପୁଣି ବଢିବ ପନିପରିବା, ଗ୍ରୋସରୀ ଓ ମାଛମାଂସର ଦର । ମହଙ୍ଗା ମାଡରୁ ମିଳିବ ନାହିଁ ନିସ୍ତାର, ଜାଣନ୍ତୁ କେତେ ଦିନ…

କନକ ବ୍ୟୁରୋ : କରୋନା ବେଳେ ଲୋକଙ୍କୁ ଉପରେ ବୋଝ ହେଉଛି ବିଭିନ୍ନ ସାମଗ୍ରୀର ମହଙ୍ଗା । କାରଣ ବିଭିନ୍ନ ସାମଗ୍ରୀର ଦର ଏପରି ଭାବରେ ବଢୁଛି ଯେ, ଚଳିବା ଲୋକଙ୍କ ଉପରେ କଷ୍ଟକର ହୋଇପଡୁଛି । କହିବାକୁ ଗଲେ ସାଧାରଣ ଲୋକଙ୍କ ପାଇଁ ଏବେ ମହଙ୍ଗା ଚିନ୍ତାର କାରଣ ପାଲଟିଛି । ତେବେ ଏହାରି ମଧ୍ୟରେ…
Read More...

ଭାରତ-ଜାପାନ ମଧ୍ୟରେ ବୁଝାମଣା : ବଢିପାରେ ଚୀନ୍ ଚିନ୍ତା

କନକ ବ୍ୟୁରୋ : ଭାରତ ଓ ଚୀନ୍ ମଧ୍ୟରେ ହୋଇଛି ବୁଝାମଣା । ଏହି ବୁଝାମଣା ପରେ ଏବେ ଚିନ୍ତାରେ ପଡିପାରେ ଚୀନ୍ । ତେବେ ଏହି ବୁଝାମଣା ପରେ ଏବେ ଚୀନ୍ ସୀମାରେ ଆଉ ବାରମ୍ବାର ଉତ୍ତେଜନା ସୃଷ୍ଟି କରିବ ନାହିଁ ବୋଲି କୁହାଯାଉଛି । ଏହା ଦ୍ୱାରା ସାବାଡ୍ ହେବ ଚୀନ୍ । ଭାରତର ରକ୍ଷା ସଚିବ ଅଜୟ…
Read More...

ମାଗଣାରେ ପାଠ ପଢିବେ ଗରିବ ଛାତ୍ରଛାତ୍ରୀ : ଅଧାରୁ ଆଉ କାହାର ବନ୍ଦ ହେବ ନାହିଁ ପାଠପଢା , ଛାତ୍ରବୃତ୍ତି ଯୋଜନା ଆରମ୍ଭ…

କନକ ବ୍ୟୁରୋ : ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପଣ କରିଛନ୍ତି ଅଭିନେତା ସୋନୁ ସୁଦ । କରୋନା କାଳରେ ଶତାଧିକ ଲୋକଙ୍କୁ ସାହାଯ୍ୟ କରୁଥିବା ନେଇ ମଧ୍ୟ ପ୍ରତିଦିନ ଖବର ପ୍ରକାଶ ପାଉଛି । ତେବେ ସେବାକୁ ଜୀବନର ଉଦ୍ଦେଶ୍ୟ ରଖି କାମ କରୁଛନ୍ତି ସୋନୁ । ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ…
Read More...

ମାତ୍ର ୭ ଟଙ୍କା ଖର୍ଚ୍ଚ କଲେ ୧୦୦ କିମି ଯିବ ବାଇକ୍ । ଗାଡି ଚଳାଇବାକୁ ଦରକାର ନାହିଁ କୌଣସି ଲାଇସେନ୍ସ, ବିନା…

କନକ ବ୍ୟୁରୋ : ବାଇକ କିଣିବାକୁ ବା ଷ୍ଟାଇଲିସ ବାଇକରେ ବୁଲିବାକୁ ସମସ୍ତଙ୍କୁ ବେଶ ଭଲ ଲାଗେ । କିନ୍ତୁ ଆଜିର ବଜାରର ମୂଲ୍ୟ ପାଇଁ ଅନେକ ଲୋକ ବାଇକ କିଣିପାରୁନାହାନ୍ତି । କହିବାକୁ ଗଲେ ମନରେ ଅନେକ ଇଚ୍ଛା ଥିଲେ ବି ନିଜ ମନପସନ୍ଦର ବାଇକ କିଣିପାରୁନାହାନ୍ତି ଯୁବବର୍ଗ । କିନ୍ତୁ ବର୍ତମାନ…
Read More...

ପୁଣି ଉଦାରତା ଦେଖାଇଲେ ସୋନୁ : କ୍ୟାନସର ପୀଡିତାଙ୍କ ପାଇଁ ନବୀନଙ୍କୁ କଲେ ଅନୁରୋଧ

କନକ ବ୍ୟୁରୋ : ଅସହାୟଙ୍କୁ ପୁଣି ସହଯୋଗର ହାତ ବଢାଇଲେ ବଲିଉଡ୍ ଅଭିନେତା ସୋନୁ ସୁଦ । ତାଙ୍କର ଏଭଳି କାମ ପାଇଁ ସେ ବାରମ୍ବାର ଚର୍ଚାର ବିଷୟ ପାଲଟିଛନ୍ତି । ଏଥର ସେ ଜଣେ ଓଡିଆ ଝିଅର କ୍ୟାନ୍ସର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଅନୁରୋଧ କରିବା ସହ…
Read More...

ମୋବାଇଲରେ ଅଧିକ ଗେମ ଖେଳୁଛନ୍ତି କି ? ସାବଧାନ ! ବିଗିଡିପାରେ ଆପଣଙ୍କ ମାନସିକ ସନ୍ତୁଳନ, ଜାଣନ୍ତୁ କଣ ହୋଇପାରେ…

କନକ ବ୍ୟୁରୋ : ଅତ୍ୟଧିକ ଗେମ ଖେଳିଳେ ହୋଇପାରେ ମାନସିକ ରୋଗ । ଏମିତି କିଛି ଚାଂଚଲ୍ୟକର ତଥ୍ୟ ଦେଇଛନ୍ତି ମାନସିକ ବିଶେଷଜ୍ଞ । କାରଣ ଆଜିକାଲି ସମୟରେ ମୋବାଇଲରେ ଗେମ ଖେଳିବାକୁ ଅନେକ ଲୋକ ପସନ୍ଦ କରନ୍ତି । ତେବେ କହିବାକୁ ଗଲେ ଗେମ ନଖେଳିଲେ ନିଦ ଆସୁନଥିବା କଥା ବି ସାମ୍ନାକୁ ଆସିଛି ।…
Read More...

କରୋନା ପାଇଁ ଆସିଛି ୨ ପଲିସି । କରୋନା କବଚ ପଲିସି ଓ କରୋନା ରକ୍ଷକ ପଲିସିକୁ ଆପଣ କିଣିବେ କେମିତି?

କନକ ବ୍ୟୁରୋ : କୋଭିଡ୍-୧୯ ଜନିତ ଖର୍ଚ ପାଇଁ ବୀମା କ୍ଷେତ୍ରର ନିୟାମକ ସଂସ୍ଥା ଆଇଆର୍ଡିଏଆଇ ବୀମା ପଲିସି ଆଣିବା ଲାଗି ବୀମା କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ କରୋନା ପାଇଁ ଦୁଇ ପ୍ରକାର ପଲିସି ରହିଛି, ଗୋଟିଏ ହେଲା କରୋନା କବଚ ପଲିସି, କରୋନା ରକ୍ଷକ ପଲିସି । କରୋନା…
Read More...

ଏକାଧିକ ପାନକାର୍ଡ ରଖିଛନ୍ତି କି ? ଆପଣଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ, ତେବେ ଏକାଧିକ ପାନକାର୍ଡ ଥିଲେ ଆପଣ…

କନକ ବ୍ୟୁରୋ : ଧ୍ୟାନ ଦିଅନ୍ତୁ ପାନକାର୍ଡ ହିତାଧିକାରୀ । ସାମାନ୍ୟ ଅସାବଧାନ କାରଣରୁ ଆପଣଙ୍କୁ ହୋଇପାରେ ଜେଲ ଓ ଆପଣଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ । କାରଣ ପାନକାର୍ଡ ସମ୍ପର୍କରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ଯେ, ଛୋଟ ଭୁଲ ପାଇଁ ଆପଣ ଅସୁବିଧାରେ ପଡିପାରନ୍ତି । ଯଦି…
Read More...

ଏଣିକି ରାସ୍ତାରେ ଗଡିବ ନାହିଁ ଆଉ ପୁରୁଣା ଗାଡି । କବାଡିଆ ବାଲା ନେବା ଆପଣଙ୍କ ଗାଡି, ଖୁବଶୀଘ୍ର ନୂଆ ନୀତି ଆଣିବାକୁ…

କନକ ବ୍ୟୁରୋ : ଧ୍ୟାନ ଦିଅନ୍ତୁ ଗାଡି ଚାଳକ । ଆପଣଙ୍କ ପୁରୁଣା ଗାଡି ଯାଇପାରେ କବାଡିଆ ପାଖକୁ । ହୁଏତ ଆପଣଙ୍କୁ ଏହା ବିଶ୍ୱାସ ହେଉନଥିବ କିନ୍ତୁ ଏହା ପୂରା ସତ୍ୟ ଘଟଣା । କେନ୍ଦ୍ର ସରକାର ଏପରି ନୀତି ଆଣିବାକୁ ଯାଉଛନ୍ତି ଯେ, ଆପଣଙ୍କ ଗାଡି ରାସ୍ତାରେ ନଚାଲି ସିଧା କବାଡିଆ ବାଲା ପାଖକୁ ଯିବ…
Read More...