Browsing Category

ସ୍ପେଶାଲ୍ ରିପୋର୍ଟ

୩୫୦୦ ଟଙ୍କାରେ ମିଳିବ ଲାପଟପ । ଅଷ୍ଟମ ଶ୍ରେଣୀ ପିଲାଙ୍କୁ ନାମିଦାମୀ କମ୍ପାନୀର ଲାପଟପ ଦେଉଛନ୍ତି କେନ୍ଦ୍ର ସରକାର ,…

କନକ ବ୍ୟୁରୋ : ମାତ୍ର ୩ ହଜାର ୫ ଶହ ଟଙ୍କାରେ ଅଷ୍ଟମ ଶ୍ରେଣୀଙ୍କ ପିଲାଙ୍କୁ ମିଳୁଛି ଲାପଟପ୍ ? ଏମିତି ଖବର ପ୍ରଚାରିତ ହେବା ପରେ ଘଟଣାର ସତାସତ୍ୟକୁ ନେଇ ଜୋରସୋରରେ ଚର୍ଚ୍ଚ ଚାଲିଲା । ତେବେ କିଛି ଦିନ ହେବ ଗୋଟିଏ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କୁହାଯାଉଛି ଯେ…
Read More...

୧୦ ହଜାର ଲାଇସେନ୍ସ ଦେଉଛନ୍ତି ସରକାର । ଆପଣ ବି ଚାହିଁଲେ ସିଏନଜି ପମ୍ପର ହୋଇପାରିବେ ମାଲିକ

କନକ ବ୍ୟୁରୋ : ଆପଣ ବି ଚାହିଁଲେ ସିଏନଜି ପମ୍ପ ଖୋଲିପାରିବେ । ସରକାର ଏମିତି କିଛି ଯୋଜନା କରୁଛନ୍ତି ଯାହାଦ୍ୱାରା ଆପଣ ବି ଲାଭବାନ ହୋଇପାରିବେ । ଆଉ ଯଦି ଆପଣ ସିଏନଜି ପମ୍ପ ଖୋଲିବା କଥା ଚିନ୍ତା କରୁଥାଆନ୍ତି ତେବେ ଏହା ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଆପଣ ବି ଚାହିଁଲେ ସିଏନଜି ପମ୍ପର…
Read More...

ମୁହଁରେ ମୃଦଙ୍ଗର ସ୍ୱର…ବିନା ବାଦ୍ୟ ଯନ୍ତ୍ରରେ ବାଜୁଛି ବାଜା । ଜଣେ ଗୀତ ଗାଉଛନ୍ତି…ଆଉ ଜଣେ ପାଟି, ଛାତି…

କନକ ବ୍ୟୁରୋ : ମୁହଁରେ ମୃଦଙ୍ଗର ସ୍ୱର । ମୃଦଙ୍ଗରେ ନୁହେଁ ବରଂ ମୁହଁରେ ବାଜୁଛି ବାଜା । ହଁ ଆଜ୍ଞା ବିନା ମୃଦଙ୍ଗରେ ବିନା ତବଲାରେ ଏହି ଦୁଇ ଯୁବକ ସୁନ୍ଦର ତାଳରେ ଲୋକଙ୍କୁ କିମିଆ କରୁଛନ୍ତି । ଜଣେ ଗୀତ ଗାଉଛନ୍ତି, ଏବଂ ଆଉ ଜଣେ ତାଙ୍କ ପାଟି, ଛାତି ଆଉ ହାତର ସାହାଯ୍ୟରେ ସେ ସୁରିଲା…
Read More...

ବାଇକ୍ ଚାଳକଙ୍କ ପାଇଁ ବଡ଼ ଖବର । ନୂଆ ଗାଇଡଲାଇନ୍ ଜାରି କଲେ କେନ୍ଦ୍ର ସରକାର । ନିୟମ ନମାନିଲେ ନିଆଯିବ କଡା…

କନକ ବ୍ୟୁରୋ : ବାଇକ ଚାଳକଙ୍କ ପାଇଁ ବଡ ଖବର । ଦୁର୍ଘଟଣାକୁ ରୋକିବା ପାଇଁ କେନ୍ଦ୍ର ସରକାର ଅନେକ ନୂଆ ନିୟମ ଆଣିଛନ୍ତି , ଯାହାଦ୍ୱାରା ଦୁର୍ଘଟଣା କମିବ ବୋଲି ସରକାର ଆଶା ରଖିଛନ୍ତି । ଯଦି ଆପଣ ସରକାରଙ୍କର ଏହି ନିୟମକୁ କାର୍ଯ୍ୟକାରୀ କରିପାରୁନାହାନ୍ତି ତେବେ ନିଶ୍ଚିତ ଭାବରେ ଜୋରିମାନା…
Read More...

ଦୁର୍ଗମ ଅଞ୍ଚଳର ଦ୍ରୋଣାଚାର୍ଯ୍ୟ : ଗାଁକୁ ଗାଁ ବୁଲି ପିଲାଙ୍କୁ ପଢାଉଛନ୍ତି ପାଠ, ଗୀତ ଗାଇ ରୋଚକ ଢଙ୍ଗରେ ଦେଉଛନ୍ତି…

କନକ ବ୍ୟୁରୋ : କଥାରେ ଅଛି ଇଚ୍ଛା ଥିଲେ ସବୁ କାମ ସମ୍ଭବ । ଏଭଳି କଥାକୁ ସଫଳ କରି ଦେଖାଇଛନ୍ତି ଛତିଶଗଡ କୋରିୟା ଜିଲ୍ଲାର ଜଣେ ଶିକ୍ଷକ । କରୋନା କଟକଣା ଯୋଗୁଁ ବହୁ ମାସ ଧରି ଶିକ୍ଷାରୁ ବଞ୍ଚିତ ଥିବା ଦୁର୍ଗମ ଅଞ୍ଚଳ ପିଲାଙ୍କୁ ଦେଉଛନ୍ତି ଶିକ୍ଷା, ତାହା ପୁଣି ଆକର୍ଷଣୀୟ ଢଙ୍ଗରେ । ନିଜ…
Read More...

ଜେନେରାଲ କୋଚରେ ଲାଗିବ ଏସି !! ବିନା ଏସି କୋଚରେ ଟ୍ରାକରେ ଗଡିବ ନାହିଁ ଆଉ କୌଣସି ଟ୍ରେନ । କମ ଟଙ୍କାରେ ଉତ୍ତମ ସେବା…

କନକ ବ୍ୟୁରୋ : ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ଯାତ୍ରୀଙ୍କ ପାଇଁ ଭାରତୀୟ ରେଳ ଆଣୁଛି ସ୍ୱତନ୍ତ୍ର ସୁବିଧା । ଏଣିକି କମ୍୍ ଖର୍ଚରେ ଟ୍ରେନର ଏସି କୋଚରେ ଯାତ୍ରା କରିପାରିବେ ସାଧାରଣ ଯାତ୍ରୀ । ଖୁବଶୀଘ୍ର ନୂଆ ଯୋଜନା କାର୍ଯ୍ୟକାରୀ କରିବ ବୋଲି ଜଣାଯାଇଛି । ଏପରି ଯୋଜନା କାର୍ଯ୍ୟକାରୀ…
Read More...

ହୋଣ୍ଡା କାର କିଣନ୍ତୁ, ୨.୨୫ ଲକ୍ଷ ପର୍ଯ୍ୟନ୍ତ ରିହାତି ପାଆନ୍ତୁ । ଜାଣନ୍ତୁ କେତେ ଦିନ ଓ କେଉଁ କାର ଉପରେ କେତେ…

କନକ ବ୍ୟୁରୋ : ହୋଣ୍ଡା କାର କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଏହା ନିହାତି ଭାବରେ ଖୁସି ଖବର । କାରଣ ଚଳିତ ମାସରେ ହୋଣ୍ଡା ଦେଉଛି ବମ୍ପର ଅଫର । କାର୍ କିଣିଲେ ଆପଣ ପାଇପାରିବେ ଅଢେଇ ଲକ୍ଷ ଟଙ୍କାର ରିହାତି । ତେବେ ଏପରି ଦମଦାର ଅଫର କେବଳ ସେପ୍ଟେମ୍ବର ମାସରେ ଦିଆଯିବ ବୋଲି…
Read More...

ୟୁଟୁବ ଲଞ୍ଚ କରିବ ସର୍ଟ ଭିଡିଓ ଆପ୍ : ଟିକଟକ୍ ଭଳି କରିପାରିବେ ଭିଡିଓ

କନକ ବ୍ୟୁରୋ : ପ୍ରଥମରୁ ଭାରତରେ ଅନେକ ଲୋକ ଟିକଟକକୁ ବହୁତ ପସନ୍ଦ କରିଥିଲେ । ହେଲେ ଏଭଳି ଏକ ସମୟ ଆସିଲା ଯେ ଶେଷରେ ଟିକଟକୁ ଅନେକ ଲୋକ ନିନ୍ଦା ମଧ୍ୟ କରିଥିଲେ । କିନ୍ତୁ ଟିକଟକ ଭାରତରେ ବେଶ ଲୋକପ୍ରିୟ ରହିଥିଲା । ଏହା ବ୍ୟାନ ହେବା ପରେ ଅନେକ କମ୍ପାନୀ ନିଜ ସର୍ଟ ଭିଡିଓ ଆପ ଲଞ୍ଚ…
Read More...

ଜିଓ ଆଣିଲା ବମ୍ପର ଅଫର । ମାତ୍ର ୩ ଟଙ୍କା ୫୦ ପଇସାରେ ମିଳିବ ୧ ଜିବି ଡାଟା, ଜାଣନ୍ତୁ କେତେ ଟଙ୍କାରେ ମିଳିବ କେତେ…

କନକ ବ୍ୟୁରୋ : ଜିଓ ସିମ୍ ବ୍ୟବହାର କରୁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଜିଓ ଆଣୁଛି ଧମାକାଦାର ବମ୍ପର ଅଫର । ମାତ୍ର ୩ଟଙ୍କା ୫୦ ପଇସାରେ ଆପଣ ପାଇପାରିବେ ୧ ଜିବି ଡାଟା । ଜିଓର ଧମାକାଦାର ଅଫର ମାତ୍ର ୩ ଟଙ୍କା ୫୦ ରେ ଦେଉଛି ୧ ଜିବି ଡାଟା ଶାସ୍ତା ଅଫର ଦେଉଛି,…
Read More...

ପାଣି ପାଇଁ ପାହାଡ ପାରି ହୋଇ ଯିବାକୁ ପଡୁଥିଲା । ଜଳସଙ୍କଟ ଦୂର କରିବା ପାଇଁ ୭୦ ବର୍ଷ ବୟସରେ ପାହାଡ କାଟି ୧୦ କିମି…

କନକ ବ୍ୟୁରୋ : ସହର ଠାରୁ ଅନେକ ଦୂର ପାହାଡ ପର୍ବତ ଶିଖର ଟପିଲେ ପଡିବ ଏକ ଛୋଟିଆ ଗାଁ । ଅଳ୍ପ ଲୋକଙ୍କୁ ନେଇ ଏଠାରେ ଗଢି ଉଠିଛି ଜନବସତି । ଚାଷ-ବାସ ଏବଂ ଗୋ ପାଳନ କରି ଏଠାକାର ଲୋକେ ତାଙ୍କ ପରିବାରର ପେଟ ପୋଷିଥାନ୍ତି । କିନ୍ତୁ ଏଠାରେ ଲୋକଙ୍କ ପାଇଁ ବଡ ସମସ୍ୟା ପାଲଟିଛି ଜଳ ସଂକଟ । ଦୂର…
Read More...