Browsing Category

ରାଜନୀତି

ଇସ୍ତଫା ଦେଲେ ବିଜୟ, ଏବେ କିଏ ହେବ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ?

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀଙ୍କ ଇସ୍ତଫା । ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ । ଆଉ ହଠାତ୍ ବିଜୟଙ୍କ ଏଭଳି ଇସ୍ତଫା ପରେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଆସନ୍ତାବର୍ଷ ଶେଷ ଆଡକୁ ଗୁଜୁରାଟରେ…
Read More...

କାହିଁକି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ? ଗୁଜୁରାଟ ପାଇଁ କଣ ଯୋଜନା କରୁଛି ବିଜେପି?

କନକ ବ୍ୟୁରୋ : ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ ରୂପାଣୀ । ନିଜର ଦ୍ୱିତୀୟ ପାଳିର କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବିଜୟ । ତେବେ ହଠାତ୍ ବିଜୟ ରୂପାଣୀଙ୍କ ଇସ୍ତଫା ରାଜନୀତି କରିଡରରେ ଚର୍ଚ୍ଚା ସୃଷ୍ଟି କରିଛି । ଖାସକରି ଏଭଳି…
Read More...

ଗୁଜୁରାଟ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବିଜୟ ରୂପାଣୀ । କହିଲେ, ଦଳ ଯାହା ଦାୟିତ୍ୱ ଦେବ କରିବି ।

କନକ ବ୍ୟୁରୋ : ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ଦେଇଛନ୍ତି ବିଜୟ । ତେବେ ହଠାତ କାହିଁକି ଏଭଳି ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ଇସ୍ତଫା ଦେଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ଏପରିକି ଦଳ ପକ୍ଷରୁ ମଧ୍ୟ କୌଣସି ସୂଚନା ମିିଳିନାହିଁ ।…
Read More...

ଗଣେଶ ପୂଜାରେ ନାମାଙ୍କନପତ୍ର ଦାଖଲ କରିବେ ମମତା । ଶୁଭେନ୍ଦୁ କହିଲେ, ଲଢେଇ ପାଇଁ ବିଜେପି ପ୍ରସ୍ତୁତ ।

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସେପ୍ଟେମ୍ବର ୧୦ ଅଥାର୍ତ ଗଣେଶ ପୂଜାରେ ନାମାଙ୍କନପତ୍ର ଦାଖଲ କରିବେ । ଏନେଇ ସୂଚନା ଦେଇଛନ୍ତି ମମତା । ଏହାସହ ମମତା କହିଛନ୍ତି, ଭବାନୀପୁରରୁ ବିଧାୟକ ଜିତିଥିବା ସୋଭନ ଦେବ ଚଟୋପଧ୍ୟାୟ ଏବେ ଖରଦାହା ଆସନରୁ ନିର୍ବାଚନ…
Read More...

ଧର୍ମେନ୍ଦ୍ରଙ୍କୁ ବିଜେପି ଦେଲା ବଡ ଦାୟିତ୍ୱ । ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶର ପ୍ରଭାରୀ ଭାବେ କରିବେ…

କନକ ବ୍ୟୁରୋ : ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ୫ଟି ରାଜ୍ୟ ପାଇଁ ପ୍ରଭାରୀଙ୍କ ନାଁ ଘୋଷଣା କରିଛି ଦଳ  । ଆଉ ଏହି ପ୍ରଭାରୀ ତାଲିକାରେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାଁ ।  ଉତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ…
Read More...

ପିପିଲିରେ ୪୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି : ପ୍ରମିଳା 

କନକ ବ୍ୟୁରୋ : ସେପ୍ଟେମ୍ବର ୩୦ରେ ପିପିଲି ପାଇଁ ପଡିବ ଭୋଟ । ଏନେଇ ଆଜି ତାରିଖ ଘୋଷଣା ପରେ ଚଳଚଞ୍ଚଳ ହୋଇ ଉଠିଛନ୍ତି ୩ ପ୍ରମୁଖ ଦଳ । ଖାସକରି ଶାସକ ବିଜେଡି ପିପିଲି ବାଜି ଜିତିବ ବୋଲି ଦୃଢ ଆଶାବାଦୀ ରହିଛି । ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ପିପିଲିରେ ବିଜେଡି ୪୦ ହଜାରରୁ…
Read More...

ପିପିଲି ଉପ-ନିର୍ବାଚନ : ସେପ୍ଟେମ୍ବର ୨୦ରୁ ପ୍ରଚାର ଆରମ୍ଭ, ଶୋଭାଯାତ୍ରା ଓ ରାଲିକୁ ନା ।

କନକ ବ୍ୟୁରୋ : ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପ-ନିର୍ବାଚନ ପାଇଁ ପଡିବ ଭୋଟ । ତେବେ କରୋନା କାଳରେ ନିର୍ବାଚନ ହେଉଥିବାରୁ ଅନେକ କଟକଣା ଜାରି କରିଛନ୍ତି ନିର୍ବାଚନ କମିଶନ । ସେପ୍ଟେମ୍ବର ୨୦ ତାରିଖରୁ ନିର୍ବାଚନ ପ୍ରଚାର ପାଇଁ ଅନୁମତି ମିଳିଥିବା ବେଳେ ଆଜିଠାରୁ ଆଚରଣବିଧି ଲାଗୁ…
Read More...

କାହିଁକି ପର୍ଯ୍ୟବେକ୍ଷକ ଦାୟିତ୍ୱରୁ ହଟିଲେ ସଞ୍ଜୟ ? ନୂଆ ତାଲିକାରେ ନାହିଁ ଦାସବର୍ମାଙ୍କ ନାଁ… ଦିନେ ପାୱାର…

କନକ ବ୍ୟୁରୋ: ସଂଜୟ ଦାସ ବର୍ମା,... ଏକଦା ବିଜେଡି ପାୱାର କରିଡରରେ ଥିଲେ ଜଣେ ପାୱାରଫୁଲ ନେତା ତଥା ଦଳର କ୍ରାଇସିସ ମ୍ୟାନେଜର । ବିଜେଡି ସଂଗଠନରେ ତାଙ୍କର ଥିବା ପ୍ରଭାବ ଆଉ ପତିଆରା । ନିର୍ବାଚନ ମୈଦାନରେ ବିରୋଧୀଙ୍କୁ ମାତ ଦେବାଠାରୁ ଆରମ୍ଭ କରି ବିଜେଡି ସଂଗଠନକୁ ତୃଣମୂଳସ୍ତରରେ ମଜବୁତ…
Read More...

୧୯୭୦ ମସିହାରୁ ପଲିଟିକାଲ୍ କ୍ୟାରିଅର ଆରମ୍ଭ କରିଥିଲେ ମମତା । ଏବେ ତୃତୀୟ ଥର ପାଇଁ ବସିବେ ମୁଖ୍ୟମନ୍ତ୍ରୀ ଆସନରେ!

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ରାଜନୈତିକ ଗୋଟି ଚାଳନା କରି ପୁଣି ଶାସନ କ୍ଷମତା ଅକ୍ତିଆର କରିବାକୁ ଯାଉଛନ୍ତି ତୃଣମୂଳ ନେତ୍ରୀ ମମତା ବାନାର୍ଜୀ । ଆଉ ତୃତୀୟ ଥର ପାଇଁ ବସିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ଆସନରେ । ଚଳିତଥରର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିଜୟ ଏକପ୍ରକାର…
Read More...

ଆସାମରେ ଲଢେଇ ଜୋରଦାର । ମ୍ୟାଜିକ ନମ୍ବର ପାଇଁ ହେବ ମହାଲଢେଇ, ଜାଣନ୍ତୁ ପ୍ରାଥମିକ ଟ୍ରେଣ୍ଡରେ କିଏ କେତେ ଆସନରେ ଆଗୁଆ…

କନକ ବ୍ୟୁରୋ : ଆସାମରେ କିଏ ଆଗରେ, କିଏ ପଛରେ? ଇଭିଏମ ଖୋଲିବା ସହ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ୧୨୬ ଆସନରୁ ୩୩ ଆସନରେ ବିଜେପି ଆଗରେ ରହିଥିବା ବେଳେ କଂଗ୍ରେସ ମାତ୍ର ୨୨ଟି ଆସନରେ ଆଗୁଆ ରହିଛି । ତେବେ ଏହା ପ୍ରାରମ୍ଭିକ ଟ୍ରେଣ୍ଡ ହୋଇଥିବାରୁ ଆଗକୁ ଫଳାଫଳ…
Read More...