Browsing Category

ରାଜନୀତି

ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ଜାଣନ୍ତୁ ଇସ୍ତଫା ପଛର ପୂରା କାରଣ?

କନକ ବ୍ୟୁରୋ : ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ । ରାଜଭବନରେ ରାଜ୍ୟପାଳଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ଅମରିନ୍ଦର । ପୂର୍ବରୁ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା । ସିଦ୍ଧୁଙ୍କ ସହ ବିବାଦ ଭିତରେ ଅମରିନ୍ଦର…
Read More...

ବିଜେପିକୁ ବାଏ ବାଏ କରିଥିଲେ, ଟିଏମସିରେ ଯୋଗ ଦେଲେ । ଦିଦିଙ୍କ ଦଳରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ…

କନକ ବ୍ୟୁରୋ : ଟିଏମସିରେ ଯୋଗଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ । ପୂର୍ବରୁ ମୋଦି ସରକାରରେ ମନ୍ତ୍ରୀ ଥିବା ବାବୁଲ ଆଜି ଟିଏମସିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି । ମମତାଙ୍କ ପୁତୁରା ତଥା ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କ ଉପସ୍ଥିତିରେ ତୃଣମୂଳ କଂଗ୍ରେସରେ ଯୋଗ…
Read More...

ଖୁବଶୀଘ୍ର କଂଗ୍ରେସର ହାତ ଧରିପାରନ୍ତି କହ୍ନେୟା! ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ବଢୁଛି ଚର୍ଚ୍ଚା ।

କନକ ବ୍ୟୁରୋ :କଂଗ୍ରେସର ହାତ ଧରିପାରନ୍ତି କହ୍ନେୟା । ସିପିଆଇ ନେତା ତଥା ପୂର୍ବତନ ଜେଏନୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଖୁବଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ ଏହା ଭିତରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀଙ୍କୁ କହ୍ନେୟା କୁମାର…
Read More...

କୋରାପୁଟ ଜିଲ୍ଲାରେ ଦୁର୍ବଳ ହେଉଛି କି କଂଗ୍ରେସ ? ବିଜେଡିରେ ଯୋଗ ଦେଲେ ପୂର୍ବତନ କୋଟପାଡ଼ ବିଧାୟକ ଚନ୍ଦ୍ରଶେଖର ମାଝି ।…

କନକ ବ୍ୟୁରୋ: କୋରାପୁଟକୁ କଂଗ୍ରେସର ଗଡ କୁହାଯାଏ । ଗତ ସାଧାରଣ ନିର୍ବାଚନରେ ରାଜ୍ୟର ୨୦ଟି ସଂସଦୀୟ କ୍ଷେତ୍ର ମଧ୍ୟରୁ ୧୯ଟି ଆସନରେ ହାରି ଯାଇଥିଲେ ବି କୋରାପୁଟ ଆସନରୁ ବିଜୟୀ ହୋଇଥିଲେ କଂଗ୍ରେସ ପ୍ରାର୍ଥୀ । କିନ୍ତୁ ପୌର ଓ ପଞ୍ଚାୟତ ନିର୍ବାଚନ ଆଗରୁ କଂଗ୍ରେସର ଏହି ଗଡ ଦୁର୍ବଳ ହେବାରେ…
Read More...

ଆସିଲା ବିଜେଡିର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ବିବାଦୀୟ ନେତାଙ୍କୁ ମିଳିଲାନି ସ୍ଥାନ, ବାଦ୍ ପଡିଲେ ହେଭିୱେଟ ।

କନକ ବ୍ୟୁରୋ  : ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି । ନବୀନଙ୍କ ନେତୃତ୍ୱରେ ପ୍ରଚାର ମୈଦାନକୁ ଓହ୍ଲାଇବ ବିଜେଡି । ମୋଟ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା ହୋଇଥିବା ବେଳେ ଅନେକ ନେତାଙ୍କୁ ତାଲିକାରୁ ଆଉଟ କରାଯାଇଛି । ଖାସକରି ଯେଉଁମାନେ ଗତ…
Read More...

ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ । କାଲି ହାତ ଛାଡିଥିଲେ, ଆଜି ଶଙ୍ଖ ଧରିଲେ ।

କନକ ବ୍ୟୁରୋ : ଏବେଠୁ ବଢିଲାଣି ପଞ୍ଚାୟତ ନିର୍ବାଚନ ତାତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲା ଦଳଡିଆଁ ପର୍ବ । ଆଉ ଏହି କ୍ରମରେ ଆଜି କଂଗ୍ରେସ ହାତ ଛାଡି ବିଜେଡିରେ ଶଙ୍ଖ ଫୁଙ୍କିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚନ୍ଦ୍ରଶେଖର ମାଝୀ । କୋରାପୁଟ କୋଟପାଡରୁ ପୂର୍ବରୁ ବିଧାୟକ ଥିବା…
Read More...

ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି । ଦେଖନ୍ତୁ, କିଏ କିଏ ଅଛନ୍ତି…

କନକ ବ୍ୟୁରୋ: ପିପିଲି ଉପ-ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାଙ୍କ ଘୋଷଣା କରିଛି ବିଜେପି । ମଙ୍ଗଳବାର ବିଜେପି ପକ୍ଷରୁ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଥିବାବେଳେ ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କ ସହିତ ଅନ୍ୟ…
Read More...

ଝାଡଖଣ୍ଡ ନିର୍ବାଚନରୁ ଶିଖିଲା ବିଜେପି । ସାଧାରଣ ନିର୍ବାଚନ ପୂର୍ବରୁ ବଦଳିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ: ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବରେ ବିଜୟ ରୂପାଣୀଙ୍କ ଇସ୍ତଫା ଏବେ ଦେଶର ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିଛି । କାରଣ ଗତ ମେ ମାସରୁ ଏହା ମଧ୍ୟରେ ବିଜେପି ଶାସିତ ୪ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚେହେରା ବଦଳିବାର ଦେଖିବାକୁ ମିଳିଲାଣି । ଏହାର କାରଣକୁ ଅନେକ ଝାଡଖଣ୍ଡ ନିର୍ବାଚନ…
Read More...

ମୁଖ୍ୟମନ୍ତ୍ରୀ ଚୌକିର ମ୍ୟୁଜିକ୍ ଚେୟାର । ୪ଟି ରାଜ୍ୟରେ କ୍ଷମତାର ପଟ୍ଟ ପରିବର୍ତ୍ତନ କଲା ବିଜେପି । ପଢନ୍ତୁ, ଏହା ପଛର…

କନକ ବ୍ୟୁରୋ: ୨୦୨୧ ମସିହାରେରେ ଦେଶର ୪ଟି ବିଜେପି ଶାସିତ ରାଜ୍ୟରେ ମ୍ୟୁଜିକ ଚେୟାର ପରି ବଦଳିଯାଇଛି ମୁଖ୍ୟମନ୍ତ୍ରୀଙ୍କ ଚୌକି । ଏହି ରାଜ୍ୟ ଗୁଡିକ ମଧ୍ୟରେ ରହିଛି ଆସାମ, ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ଗୁଜରାଟ । କର୍ଣ୍ଣାଟକରେ ବିଏସ ୟେଦୁରପ୍ପା, ଉତ୍ତରାଖଣ୍ଡରେ ତ୍ରିଭେନ୍ଦ୍ର ସିଂ ରାୱତ,…
Read More...

ମୁଖ୍ୟମନ୍ତ୍ରୀ ପଦରୁ କାହିଁକି ଇସ୍ତଫା ଦେଲେ ବିଜୟ ରୂପାଣୀ ? ଭାରି ପଡିଲା କି ‘ଆରଏସଏସ’ର ସର୍ଭେ । ପଢନ୍ତୁ, ପୂରା…

କନକ ବ୍ୟୁରୋ: ବିଜୟ ରୂପାଣୀଙ୍କ ଇସ୍ତଫାର ଦୁଇ ଦିନ ପୂର୍ବରୁ ବିଳମ୍ୱିତ ରାତିରେ ଗୁଜରାଟରେ ପହଁଚିଥିଲେ ବିଜେପି ଚାଣକ୍ୟ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବିଜେପି ନେତାଙ୍କ ସହିତ ବୈଠକ କଲେ ଆଉ ଏହାର ୨ ଦିନ ପରେ ହଠାତ୍ ଇସ୍ତଫା ଘୋଷଣା କରିଥିଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ…
Read More...