Browsing Category

ନ୍ୟୁଜ୍

କଡ଼ ଲେଉଟାଇବା ପରେ ଭୟ ବଢ଼ାଉଛି କରୋନାର ନୂଆ ଭାରିଆଂଟ: ୨୪ ଘଂଟାରେ କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲା କରୋନା ଭାଇରସର ନୂଆ ଭାରିଆଂଟ ଜେଏନ୍ ଡଟ୍ ୱାନ୍ । କରୋନାର ଏହି ନୂଆ ଭାରିଆଂଟରେ ଏପର୍ଯ୍ୟନ୍ତ ୨୧ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ ଗତ ୨୪ ଘଂଟା ଭିତରେ ୩୫୮ ନୂଆ ମାମଲା ସାମ୍ନାକୁ ଆସିଛି, ଯାହା ପୁଣିଥରେ କରୋନା କଡ଼ ଲେଉଟାଉଥିବା କୁହାଯାଉଛି ।…
Read More...

ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ: ୩ ଯବାନ ସହିଦ

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ରଜୌରୀରେ ବଡ଼ଧରଣର ଆତଙ୍କୀ ଆକ୍ରମଣ । ଆତଙ୍କୀ ଆକ୍ରମଣରେ ୩ ଯବାନ ସହିଦ ହୋଇଛନ୍ତି । ସୂଚନା ଅନୁସାରେ, ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ । ଅପରାହ୍ଣ ପ୍ରାୟ ସାଢ଼େ ୩ଟା ବେଳେ ରଜୌରୀ-ଥାନାମଣ୍ଡି-ସୁରନକୋଟ ରାସ୍ତାରେ ଥିବା…
Read More...

କିଡନୀ ଦେବାକୁ କହି ଠକେଇ: ୧୨ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ, ଥାନାରେ ଅଟକ ଦମ୍ପତି

କନକ ବ୍ୟୁରୋ: କଟକରେ କିଡନୀ ଦେବାକୁ କହି ଦମ୍ପତିଙ୍କ ଠକେଇ ଅଭିଯୋଗ । ମାମଲାରେ ସ୍ୱା-ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ଅଭିଯୋଗ ଅନୁସାରେ, କିଡନୀ ଦେବାକୁ କହି ଏହି ଦମ୍ପତି ସାଢେ ୧୨ ଲକ୍ଷ ଟଙ୍କା ଠକିନେଇଥିଲେ । ଏବେ ଘଟଣାର ସତ୍ୟତା ଖୋଜୁଛି ପୁଲିସ । ଅନ୍ୟମାନଙ୍କ…
Read More...

କାଶ୍ମିରୀ ସନ୍ଦିଗ୍ଧ ସଂପର୍କରେ ସାଂଘାତିକ ସତ: ଧୀରେ ଧୀରେ ଖୋଲୁଛି ଗୁମର

କନକ ବ୍ୟୁରୋ: ଭୁବନେଶ୍ୱରରେ ସନ୍ଦିଗ୍ଧ ଆତଙ୍କୀ ସୟଦ ଇଶାନ୍ ବୁଖାରୀଙ୍କୁ ତୃତୀୟ ଦିନରେ ଜେରା ଚାଲିଛି । ଜେରାବେଳେ ଆସୁଛି ସଂଘାତିକ ସତ । କେବଳ ଯୁବତୀ ନୁହେଁ, ଯୁବକମାନଙ୍କୁ ବି ଚୂନ ଲଗାଇଛନ୍ତି ଏହି ସନ୍ଦିଗ୍ଧ ଆତଙ୍କବାଦୀ । ଚାକିରୀ କରାଇ ଦେବାକୁ କହି ଲୁଟିଥିଲେ ଟଙ୍କା । ବଡ଼ ବଡ଼…
Read More...

ଦୁର୍ଘଟଣା ଏଡାଇବାକୁ ନୂଆ ଫର୍ମୂଲା: ଚାଳକଙ୍କ ପାଇଁ ମାଗଣା ଚା’ ଓ ବିଶ୍ରାମ ବ୍ୟବସ୍ଥା

କନକ ବ୍ୟୁରୋ: ଡ୍ରାଇଭରଙ୍କୁ ଚା ପିଆଇବେ ସରକାର । ଏନ୍ଏଚ୍ରେ ରାତିରେ ମିଳିବ ମାଗଣା ଚା’ । ଭାରୀଯାନ ଚଳାଉଥିବା ଡ୍ରାଇଭରମାନଙ୍କୁ ମାଗଣାରେ ଚା’ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଏନ୍ଏଚ୍ରେ ଥିବା ଢ଼ାବାକୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳକୁ ନିର୍ଦ୍ଦେଶ…
Read More...

ନିର୍ବାଚନ ପୂର୍ବରୁ ସରକାରଙ୍କ ମେଗା ପ୍ଲାନ୍: ବିକାଶର ବାର୍ତ୍ତା ବଖାଣିବେ ସରକାର

କନକ ବ୍ୟୁରୋ: ଗାଁ ଗାଁରେ ବିକାଶର କାହାଣୀ କହିବେ ରାଜ୍ୟ ସରକାର । ଏଥିପାଇଁ ଲୋକଙ୍କୁ ବଂଟାଯିବ ଲିଫଲେଟ୍ । ପଂଚାୟତିରାଜ ପକ୍ଷରୁ ଏଥିପାଇଁ ମେଗା ପ୍ଲାନ ପ୍ରସ୍ତୁତ ହୋଇଛି । ପ୍ରତ୍ୟେକ ପଂଚାୟତରେ ୩୦୦ରୁ ୫୦୦ ଲିଫଲେଟ ବଂଟନ କରାଯିବ । ଏଥିପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଗାଁ…
Read More...

ବିବାହ ବିଚ୍ଛେଦକୁ ସବୁଜ ସଂକେତ: ବର୍ଷାଙ୍କଠୁ ଅଲଗା ହେବେ ଅନୁଭବ?

କନକ ବ୍ୟୁରୋ: ସାଂସଦ ଅନୁଭବ ମହାନ୍ତି-ବର୍ଷାଙ୍କ ମଧ୍ୟରେ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି ହାଇକୋର୍ଟ । ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ପରିବାର ଅଦାଲତଙ୍କ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି । ଅନୁଭବଙ୍କ ପକ୍ଷରୁ କୋର୍ଟରେ ଶୁଣାଣି ସମୟରେ…
Read More...

ହଇଜା ନେଲା ଆଉ ଜଣଙ୍କ ଜୀବନ: ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି!

କନକ ବ୍ୟୁରୋ: ସ୍ମାର୍ଟସିଟି ରାଉରକେଲାରେ ଆତଙ୍କ ସୃଷ୍ଟି କରିଛି କଲେରା । ଶହ ଶହ ଲୋକ କଲେରାରେ ଆକ୍ରାନ୍ତ ହେବା, ସଂକ୍ରମିତଙ୍କ ଜୀବନ ଯିବା ପରେ ସହରବାସୀଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପ୍ରଶାସନର ବିଭିନ୍ନ ପ୍ରକାର ପଦକ୍ଷେପ ସତ୍ୱେ ବି ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିପାରି…
Read More...

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ: ପ୍ରଥମେ ଜଗନ୍ନାଥଙ୍କୁ କରାଗଲା ନିମନ୍ତ୍ରଣ

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ଜଗନ୍ନାଥଙ୍କ ପାଖକୁ ଯାଇଛି ନିମନ୍ତ୍ରଣ ପତ୍ର । ପ୍ରଥମ ନିମନ୍ତ୍ରଣ ପତ୍ର ମହାପ୍ରଭୁଙ୍କ ଶ୍ରୀଚରଣରେ ଅର୍ପଣ କରାଯାଇଛି । ନିମନ୍ତ୍ରଣ ପତ୍ରରେ ଓଲାଗି ହୋଇଥିବା ବାନା ଓ ମହାପ୍ରସାଦ ରହିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ…
Read More...

ଦେଶରେ ଉପରମୁହାଁ ହେଉଛି କରୋନା: ସତର୍କ କଲେ ସରକାର, ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ମାସ୍କ…

କନକ ବ୍ୟୁରୋ: ପୁଣି ଉପରମୁହାଁ ହେଲାଣି କରୋନା । କେବଳ କେରଳରେ ୮୮ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବୟସ୍କ ଓ ବିଭିନ୍ନ ରୋଗରେ ପୀଡିତ ବ୍ୟକ୍ତି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । କରୋନାର ନୂଆ ଭାରିଆଂଟ ଜେଏନ ଡଟ୍ ୱାନ ବ୍ୟାପୁଥିଲେ ବି…
Read More...