Browsing Category

ନ୍ୟୁଜ୍

ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା, ଜାଣନ୍ତୁ କେଉଁ ତାରିଖରେ ଅଛି…

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର । ଫେବ୍ରୁଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ଫେବ୍ରୁଆରୀ ୨୦ରୁ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ଯାଏଁ ଚାଲିବ । ୨୦ରେ ସାହିତ୍ୟ, ୨୩ରେ ଇଂରାଜୀ…
Read More...

ପୁରୁଣା ସଂସଦ ଉପରେ ଆଜିର ଦିନରେ ହୋଇଥିଲା ଆତଙ୍କବାଦୀ ଆକ୍ରମଣ । ପୁଣି ସମାନ ଦିନରେ ନୂଆ ସଂସଦ ଭିତରେ ପଶିଲେ ୨ ଅଜଣା…

କନକ ବ୍ୟୁରୋ : ସାଂସଦରେ ଶୀତକାଳୀନ ଅଧିବେଶନ ଜାରି ରହିଛି । ଏହି କ୍ରମରେ ଲୋକସଭାରେ ବୈଠକ ଚାଲିଥିବା ବେଳେ ହଠାତ ଦୁଇଜଣ ଅଜଣା ଯୁବକ ସଂସଦ ଭିତରକୁ ପ୍ରବେଶ କରିଥିଲେ । ସେମାନେ ସଂସଦର କଡା ସୁରକ୍ଷା ବ୍ୟବସ୍ଥାକୁ ଭେଦକରି ସଂସଦ ମଧ୍ୟରେ ପ୍ରବେଶ କରିବା ସମସ୍ତଙ୍କୁ ଚକିତ କରିଛି । ଅଜଣା ଯୁବକ…
Read More...

ଶବ ସତ୍କାରକୁ ନେଇ ବିବାଦ । ମୃତ ଦାଦନ ଶ୍ରମିକଙ୍କ ଶବଦାହ କରିବାକୁ ଦୁଇ ଗାଁ ମଧ୍ୟରେ ବିବାଦ । ଶେଷରେ ନିରପେଷ ସ୍ଥାନରେ…

କନକ ବ୍ୟୁରୋ: ଟଙ୍କା, ଜମି ଅବା ଧନସମ୍ପତିକୁ ନେଇ ବିବାଦ କଥା ଆମେ ଜାଣିଛେ । କିନ୍ତୁ ଶବକୁ ନେଇ ବିବାଦ କେବେ ଦେଖିନଥିବେ । ଗଞ୍ଜାମରେ ମୃତ ଦାଦନ ଶ୍ରମିକର ଶବକୁ ନେଇ ବିବାଦ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଶବ ସତ୍କାର କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ ଉପୁଜିବା ପରେ ପୁଲିସ…
Read More...

ଭାରତକୁ ଅଟକେଇବାକୁ ଆଣିଥିଲେ ନିଜ୍ଜର ହତ୍ୟା ଅଭିଯୋଗ । ଶେଷରେ ସ୍ପଷ୍ଟୀକରଣ ଦେଲେ କାନାଡା ପ୍ରଧାନମନ୍ତ୍ରୀ

ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତକୁ ଦାୟୀ କରିବା ମାମଲାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଟ୍ରୁଡୋ କହିଛନ୍ତି ଯେ ଭାରତକୁ ରୋକିବା ପାଇଁ ନିଜ୍ଜର ହତ୍ୟାକାଣ୍ଡ ସଂପର୍କରେ ସେ ସଂସଦରେ ଅଭିଯୋଗ କରିଥିଲେ ।  ଜି -20 ସମୟରେ ମଧ୍ୟ ସେ ନିଜ୍ଜର…
Read More...

ଲୋକସଭାର ସୁରକ୍ଷାରେ ବଡ ଧରଣର ତ୍ରୁଟି । ହଠାତ୍ ଲୋକସଭାରେ ପଶିଲେ ୨ ଯୁବକ । କାବୁ କଲେ ସୁରକ୍ଷାକର୍ମୀ ।

କନକ ବ୍ୟୁରୋ: ଲୋକସଭାର ସୁରକ୍ଷା ବଡ ତ୍ରୁଟି । ଲୋକସଭାରେ ଅଚାନକ ପଶିଗଲେ ଦୁୁଇ ଜଣ ଅଜଣା ଯୁବକ । ତେବେ ବୁଧବାର ଦିନ ଲୋକସଭାର ଅଧିବେଶନ ଚାଲିଥିବାବେଳେ ହଠାତ୍ ଦୁଇ ଜଣ ଯୁବକ ଲୋକସଭା ଭିତରକୁ ପଶି ଆସିଥିଲେ । ଏହାପରେ ସେଠାରେ ଉପସ୍ଥିତ ଥିବା ସାଂସଦ ତାଙ୍କୁ କାବୁ କରିବା ସହିତ…
Read More...

ମଦ ବ୍ୟବସାୟୀ ଧୀରଜ ସାହୁଙ୍କ ଘରେ ପଶିଲା ଆୟକର ବିଭାଗ । କୋଟି କୋଟି ନଗଦ ଟଙ୍କା ଜବତ ପରେ ସୁନା ଖୋଜୁଛନ୍ତି ଆୟକର…

କନକ ବ୍ୟୁରୋ: ପୁଳା ପୁଳା ଟଙ୍କା ମିଳିବା ପରେ ଏବେ କଳାଧନର କୁବେର ଧୀରଜ ସାହୁଙ୍କ ଘରେ ସୁନା ଖୋଜିବ ଆୟକର ବିଭାଗ । ରାଜ୍ୟସଭା ସାଂସଦ ଧୀରଜ ସାହୁଙ୍କ ଝାଡଖଣ୍ଡ ଲୋହରଦଗା ଘରେ ପହଞ୍ଚିଛି ଆୟକର ବିଭାଗର ୧୨ ଜଣିଆ ଟିମ । ବଡ଼ କଥା ହେଉଛି ଏହି ଟିମ୍ ସାଙ୍ଗରେ ଆଣିଛି ଜିଓ ସର୍ଭିିଲାନ୍ସ ସିଷ୍ଟମ ।…
Read More...

ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର? ଏଯାଏଁ ଜଣାପଡ଼ିନି କିଏ ଫିଙ୍ଗିଦେଇଥିଲା ଶିଶୁକନ୍ୟା?

କନକ ବ୍ୟୁରୋ: ବୋରୱେଲ ପଡ଼ିଥିବା କୁନି ଶିଶୁ କାହାର? ଏହି ଘଟଣାରେ ଖୋଳତାଡ଼ ଆରମ୍ଭ କରିଛି ସମ୍ବଲପୁର ପୋଲିସ । ଶିଶୁ କନ୍ୟାଟିକୁ କେହି ମହିଳା ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ୭ ଘଣ୍ଟାର ଅପରେସନ ପରେ ଉଦ୍ଧାର ହୋଇଛି ଶିଶୁକନ୍ୟା । ଏବେ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛି ନବଜାତ…
Read More...

ଦେଶର ସବୁଠୁ ବଡ ଆଇଟି ରେଡରେ ଓଡିଆ ପୁଅ । ଚଢାଉରେ ସାମିଲ ଅଛନ୍ତି ହୃଦୟ କୁମାର ଦାସ ।

କନକ ବ୍ୟୁରୋ: ଦେଶର ସବୁଠାରୁ ବଡ ଆଇଟି ରେଡରେ ରହିଛନ୍ତି ଓଡିଆ ପୁଅ । ମଦ ବ୍ୟବସାୟୀ ଧୀରଜ ସାହୁଙ୍କ କଳା ସାମ୍ରାଜ୍ୟରୁ ଜବତ ହୋଇଥିବା କୋଟି କୋଟି ଟଙ୍କାର ଚଢାଉରେ ସାମିଲ ହୋଇଛନ୍ତି ଓଡିଆ ଅଫିସର ହୃଦୟ କୁମାର ଦାସ । ୨୪ଟି ଟିମ୍ ବିଭିନ୍ନ ସ୍ଥାନରେ ରେଡ କରି ପୁଳାପୁଳା ଟଙ୍କା ଜବତ କରିଛନ୍ତି…
Read More...

ଯୁଦ୍ଧବିରାମ ସପକ୍ଷରେ ଭାରତର ଭୋଟ , ଜାତିସଂଘରେ ହମାସ-ଇସ୍ରାଏଲ ଯୁଦ୍ଧ ଉପରେ ଭୋଟିଂ

ଗାଜାରେ ହାମାସ ବିରୁଦ୍ଧରେ ଯୁଦ୍ଧ ବନ୍ଦ କରିବାକୁ ମିଳିତ ଜାତିସଂଘ (ଜାତିସଂଘ) ରେ ମଙ୍ଗଳବାର ଦିନ ଅସ୍ତ୍ରବିରତି ପ୍ରସ୍ତାବ ପାରିତ ହୋଇଛି । ଭାରତ ସମେତ ୧୫୩ ଦେଶ ଏହାକୁ ସମର୍ଥନ କରିଥିଲେ । ଗାଜାରେ ପରିସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି ଏବଂ ଜାତିସଂଘ ଗତ କିଛି ଦିନ ହେବ…
Read More...

ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ । ପୋଷ୍ଟ ଅଫିସରୁ ଟଙ୍କା ଉଠାଇପାରୁନାହାଁନ୍ତି ଉପଭୋକ୍ତା ।

କନକ ବ୍ୟୁରୋ: ଦେଶବ୍ୟାପୀ ଗ୍ରାମୀଣ ଡାକ ସେବକଙ୍କ ଆନ୍ଦୋଳନ ଯୋଗୁଁ ବାଧାପ୍ରାପ୍ତ ହୋଇଛି ଡାକସେବା । ପୋଷ୍ଟ ଅଫିସରୁ ମଧ୍ୟ ଟଙ୍କା ଉଠାଇପାରୁନାହାନ୍ତି ଉପଭୋକ୍ତା । ଏପରିକି ଚିଠି ନେଣ ଦେଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । କେନ୍ଦ୍ର ସରକାରଙ୍କ ଗ୍ରାମୀଣ ଡାକ ସେବକଙ୍କ ପ୍ରତି ବୈମାତୃକ…
Read More...