Browsing Category

ନ୍ୟୁଜ୍

ଘଟଗାଁ ବାଲିଯୋଡି ଦୁର୍ଘଟଣା ମାମଲା । ଏନଏଚଏଆଇକୁ ଦାୟୀ କରି ଥାନାରେ ଏତଲା ଦେଲା ପରିବହନ ବିଭାଗ

କନକ ବ୍ୟୁରୋ: ଘଟଗାଁ ବାଲିଯୋଡି ଦୁର୍ଘଟଣା ମାମଲା । ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଓ ଅବହେଳା ପାଇଁ ଏନଏଚଏଆଇ ବିରୋଧରେ ଥାନାରେ ଏତଲା ଦେଲା ପରିବହନ ବିଭାଗ । ଘଟଗାଁ ଥାନାରେ ପରିବହନ ବିଭାଗ ପକ୍ଷରୁ ଏତଲା ଦଆଯାଇଛି । ଘଟଗାଁ ତାରିଣୀ ଦର୍ଶନ ପାଇଁ ଯାଉଥିବା ବେଳେ ଗତକାଲି ଟ୍ରାଭେଲର…
Read More...

ଛତିଶଗଡରେ ଓଡିଆ ପ୍ରାର୍ଥୀ । ରାୟପୁର ଉତ୍ତରରୁ ବିଜେପି ପ୍ରାର୍ଥୀ ହେଇଛନ୍ତି ପୁରେନ୍ଦ୍ର ମିଶ୍ର । କହିଲେ, ପୂର୍ଣ୍ଣ…

କନକ ବ୍ୟୁରୋ: ଛତିଶଗଡ଼ରେ ଓଡ଼ିଆ ପ୍ରାର୍ଥୀ । ପ୍ରଥମ ଥର କରି ଜଣେ ଓଡ଼ିଆଙ୍କୁ ଛତିଶଗଡ଼ରେ ପ୍ରାର୍ଥୀ କରିଛି ବିଜେପି । ପୂରା ଛତିଶଗଡ଼ରେ ୩୫ ଲକ୍ଷ ଓଡ଼ିଆ ରହିଥିବା ବେଳେ କେବଳ ରାୟପୁରରେ ୪ ଲକ୍ଷରୁ ଅଧିକ ଓଡ଼ିଆ ରହିଛନ୍ତି । ଛତିଶଗଡ଼ ରାୟପୁରରେ ଜଣାଶୁଣା ଓଡ଼ିଆ ଚେହେରା ତଥା ଛତିଶଗଡ଼ର ସର୍ବ ଓଡ଼ିଆ…
Read More...

ଦିଦିଙ୍କ ଅମାନବୀୟ କାଣ୍ଡ । ବିରୁଡି କାମୁଡିଲା ବୋଲି, ଚେଙ୍କ ଦେଲ ସ୍କୁଲ ଦିଦି ।

କନକ ବ୍ୟୁରୋ: ଦିଦିଙ୍କ ଅମାନବୀୟ କାଣ୍ଡ । ବିରୁଡ଼ି କାମୁଡ଼ିଲା ବୋଲି ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଛୁରୀ ତତାଇ ଚେଙ୍କ ଦେଲେ ଦିଦି । ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅସରଳା ପଞ୍ଚାୟତର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ଗତକାଲି ଚତୁର୍ଥ ଶ୍ରେଣୀର ଛାତ୍ରୀ…
Read More...

ରାଜଧାନୀରେ ମସାଜ ନାଁରେ ଚାଲିଥିଲା ସେକ୍ସ ରାକେଟ । ସାଧା ପୋଷାକରେ ଚଢ଼ାଉ କରି ପର୍ଦ୍ଦାଫାସ କଲା ପୋଲିସ

କନକ ବ୍ୟୁରୋ: ମସାଜ ନାଁରେ ଚାଲୁଥିଲା ସେକ୍ସ ରାକେଟ୍ । ଆର୍ୟୁବେଦିକ ଓ ଫିଜିଓଥେରାପି ନାଁରେ କିଭଳି ଦେହ ବ୍ୟବସାୟ ଚାଲିଥିଲା ତାର ଗୁମର ଖୋଲିଛି ପୁଲିସ । ହଜାର ଟଙ୍କାରୁ ୧୩ ହଜାର ଟଙ୍କା ପର୍ଯ୍ୟନ୍ତ ମିଳୁଥିଲା ମସାଜ । ସାଧାରଣ ଦେହ ମସାଜଠୁ ଆରମ୍ଭ କରି ହାପି ଏଣ୍ଡିଂ ପର୍ଯ୍ୟନ୍ତ ସବୁ…
Read More...

ପିଟିଆଇର ଅଧ୍ୟକ୍ଷ ପଦରୁ ହଟିଲେ ଇମ୍ରାନ ଖାନ । ବିନା ବିରୋଧରେ ପିଟିଆଇର ଅଧ୍ୟକ୍ଷ ହେଲେ ବାରିଷ୍ଟର ଗୋହର ଅଲ୍ଲୀ ଖାନ

କନକ ବ୍ୟୁରୋ : ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ବଡ ରାଜନୈତିକ ଅଦଳବଦଳ ଦେଖିବାକୁ ମିଳିଛି । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ରାଜନୈତିକ ଦଳର ଅଧ୍ୟକ୍ଷ ଇମ୍ରାନ ଖାନ ଏବେ ଦଳର ଅଧ୍ୟକ୍ଷ ପଦରୁ ହଟିଛନ୍ତି । ତାଙ୍କ ସ୍ଥାନରେ ବାରିଷ୍ଟର ଗୋହର ଅଲ୍ଲୀ ଖାନ ପିଟିଆଇର…
Read More...

‘COP28ରେ ଗୁଡ୍ ଫ୍ରେଣ୍ଡସ’ : ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ପିଏମ ମୋଦୀଙ୍କ ସହ ସେଲଫି ସେୟାର କରି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସେଲଫି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଆସନ୍ତୁ ଜାଣିବା କେଉଁଠାରେ ଦେଖା ହୋଇଥିଲା ? ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଏଥର ବିଶ୍ୱ ଜଳବାୟୁ ସମ୍ମିଳନୀ COP28 ଅନୁଷ୍ଠିତ ହେଉଛି ।  ଏହି ଶିଖର…
Read More...

ଦିଲ୍ଲୀ ଅବକାରୀ ନୀତି ମାମଲା । ସଂଜୟ ସିଂଙ୍କ ବିରୋଧରେ ରାୱଜ ଏଭିନ୍ୟୁ କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ଇଡି, ଜାଣନ୍ତୁ…

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ସାଂସଦ ସଂଜୟ ସିଂ ଏବେ ଜେଲରେ ଅଛନ୍ତି । ଆଜି ଇଡି ତରଫରୁ ଏହି ମାମଲାରେ ସଂଜୟ ସିଂଙ୍କ ବିରୋଧରେ ଦିଲ୍ଲୀର ରାୱଜ ଏଭିନ୍ୟୁ କୋର୍ଟରେ ୬୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ସଂଜୟ ସିଂ…
Read More...

ଫଳାଫଳ ଘୋଷଣା ପୂର୍ବରୁ ବିଜେପି ସାଂସଦ ଦେଲେ ସଂକେତ । କହିଲେ, ଟୋଙ୍କରୁ ବିଜୟୀ ହୋଇପାରନ୍ତି ସଚିନ ପାଇଲଟ ।

କନକ ବ୍ୟୁରୋ : ଆସନ୍ତାକାଲି ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । କିନ୍ତୁ ଫଳାଫଳ ଆସିବା ପୂର୍ବରୁ ପରାଜୟ ସ୍ୱୀକାର କରିଛନ୍ତି ବିଜେପି ସାଂସଦ ସୁଖବୀର ଜୋନପୁରିଆ । ଚଳିତ ବିଧାନସଭା ନିର୍ବାଚନରେ ଟୋଙ୍କ ଆସନରୁ କଂଗ୍ରେସ ପ୍ରାର୍ଥୀ ସଚିନ ମୈଦାନକୁ ଓହ୍ଳାଇଥିଲେ । କିନ୍ତୁ…
Read More...

ସମ୍ଭାବ୍ୟ ବାତ୍ୟାକୁ ନେଇ ସତର୍କତା ଜାରି । ଘଣ୍ଟା ପ୍ରତି ୧୦୦ କିଲୋମିଟରରେ ବେଗରେ ବହିବ ପବନ । ୨୪ଘଣ୍ଟାରେ ନେବ…

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ପୁଡୁଚେରୀ ଉପକୂଳବର୍ତି ଅଂଚଳ ପାଇଁ ବାତ୍ୟା ସତର୍କତା ଜାରି କଲା ପାଣିପାଗ ବିଭାଗ । ଉପକୂଳବର୍ତି ଜିଲ୍ଲାଗୁଡିକ ପାଇଁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତ ଧିରେ ଧିରେ ଉତର ପଶ୍ଚିମ ଦିଗରେ ଗତିକରୁଛି । ୪…
Read More...

ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ । ବାରିପଦା ଜ୍ୟୋତିପୁର ମାଝିସାହିରେ ଅଘଟଣ । ଗାଧୋଇବାକୁ ଯାଇଥିବା ବେଳେ ଖସିଗଲା…

କନକ ବ୍ୟୁରୋ: ପୋଖରୀରେ ବୁଡ଼ି ଭାଇ ଭଉଣୀଙ୍କ ମୃତ୍ୟୁ । ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ମାଝିସାହି ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମୃତକ ମାନେ ହେଲେ ୬ ବର୍ଷର ଝିଅ ମାଲ୍ଲ ମାଝୀ ଏବଂ ୨ ବର୍ଷର ପୁଅ କାର୍ତ୍ତିକ ମାଝୀ । ଘରପାଖ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼…
Read More...