Browsing Category

ନ୍ୟୁଜ୍

ମାର୍କେଟ ବିଲ୍ଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ମାମଲାରେ ୨ ଅଟକ । ପୋଲିସର ଛାନଭିନ ଜାରି, ଗତ ସନ୍ଧ୍ୟାରେ ୨୫ରୁ…

କନକ ବ୍ୟୁରୋ : ମାର୍କେଟ୍ ବିଲ୍ଡିଂରେ ମୁଖାପିନ୍ଧା ଦୁବୃର୍ତଙ୍କ ଅତର୍କିତ ଆକ୍ରମଣ ମାମଲାରେ ଦୁଇ ଜଣଙ୍କୁ ଧରିଛି ପୋଲିସ୍ । ଏନେଇ ଡିସିପି ସୂଚନା ଦେଇଛନ୍ତି । ଏବଂ ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଧରାଯିବ ବୋଲି ମଧ୍ୟ ସେ କହିଛନ୍ତି । ଗତକାଲି ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂ ବାହାରେ ଥିବା ଉଠା…
Read More...

ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ, ୨୧ ଆହତ

କନକ ବ୍ୟୁରୋ : ଟ୍ରକକୁ ଧକ୍କା ଦେଇ ଜଳିଗଲା ବସ୍ । ବସ୍ରେ ଥିବା ପ୍ରାୟ ୭୦ ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଜୀବନ୍ତ ଜଳି ଯାଇଛନ୍ତି । ଏଥି ସହ ୨୧ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି । ଉତରପ୍ରଦେଶ କେନୌଜରେ ଘଟଛି ଏହି ଭୟଙ୍କର ସଡକ…
Read More...

ବିରୋଧ ପ୍ରଦର୍ଶନ ଭିତରେ ସାରା ଦେଶରେ ଲାଗୁ ହେଲା ନାଗରିକ ସଂଶୋଧନ ଆଇନ-୨୦୧୯ । ରାଜପତ୍ର ଜାରି କଲେ ଭାରତ ସରକାର

କନକ ବ୍ୟୁରୋ : ବିରୋଧ ପ୍ରଦର୍ଶନ ଭିତରେ ସାରା ଦେଶରେ ଲାଗୁ ହୋଇଛି ନାଗରିକ ସଂଶୋଧନ ଆଇନ-୨୦୧୯ । ସରକାର ଏଥିପାଇଁ ଜାରି କରିଛନ୍ତି ରାଜପତ୍ର । ଜାନୁଆରୀ ୧୦ ତାରିଖ ଅର୍ଥାତ ଗତକାଲିଠାରୁ ଏହି ଆଇନ ସାରା ଦେଶରେ ଲାଗୁ ହୋଇଛି । ତେବେ ପୂର୍ବ ଘୋଷଣା ଅନୁଯାୟୀ ଏହି ଆଇନ ପୂର୍ବୋତ୍ତର ରାଜ୍ୟ…
Read More...

ମରିଲା କଂସ, ସରିଲା ଯାତ୍ରା: ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ପାପୀ କଂସର ଜୀବନ ଯିବା ପରେ ବରଗଡ ଧନୁଯାତ୍ରାରେ ପଡିଲା…

କନକ ବ୍ୟୁରୋ: ମଞ୍ଚାରୁ ପଡି ମାମୁ ମଲା... ଏଗାର ଦିନର ରାଜୁତି ସରିଲା । ମରିଲା କଂସ, ସରିଲା ଯାତ୍ରା । ଭଗବାନ ଶ୍ରୀକୃଷ୍ଣଙ୍କ ହାତରେ ଗଲା ପାପୀ କଂସର ଜୀବନ କଂସ ବଧ ସହ ଶେଷ ହେଲା ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ୧୧ ଦିନ ଧରି କଂସଙ୍କ ରାଜୁତିରେ ପୂର୍ଣ୍ଣଛେଦ ପଡିବା ସହ ମହାରାଜଙ୍କ…
Read More...

ବିଜୟରୁ ବର୍ଷ ଆରମ୍ଭ କଲା ଟିମ୍ ଇଣ୍ଡିଆ । ୩ୟ ଟି-ଟ୍ୱେଣ୍ଟିରେ ଦମଦାର ବିଜୟ ସହ ସିରିଜ ହାତେଇଲା ଭାରତ

କନକ ବ୍ୟୁରୋ: ପୁନେରେ ସିରିଜ ପୋଛିନେଲା ଭାରତ । ୩ୟ ଟି-ଟ୍ୱେଣ୍ଟିରେ ବି ବାଜି ମାରିନେଲା ଭାରତ । ନିର୍ଣ୍ଣାୟକ ମ୍ୟାଚରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ୭୮ ରନରେ ଶ୍ରୀଲଙ୍କାକୁ ହରାଇଲା ଭାରତ । ତେବେ ପୁନେ ବିଜୟ ସହ ୨-୦ରେ ସିରିଜ ପୋଛିନେଲା ଟିମ୍ ଇଣ୍ଡିଆ । ତେବେ ବିଜୟ ସହ ନୂଆବର୍ଷ…
Read More...

ଚିହ୍ନଟ ହେଲେ ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିବା ମୁଖାପିନ୍ଧା ଦୁର୍ବୃତ୍ତ । ୨ ଜଣଙ୍କୁ ଗିରଫ କଲା ପୋଲିସ । ସିପି…

କନକ ବ୍ୟୁରୋ: ଚିହ୍ନଟ ହେଲେ ମାର୍କେଟ ବିଲ୍ଡିଂରେ ଆତଙ୍କ ରଚିଥିବା ମୁଖାପିନ୍ଧା ଦୁର୍ବୃତ୍ତ । ୧୦ ମିନିଟରେ ମାର୍କେଟ ବିଲ୍ଡିଂ ମଝିରେ କୋକୁଆ ଭୟ ଖେଳାଇ ଦେଇଥିବା ଦୁର୍ବୃତ୍ତଙ୍କୁ ଚିହ୍ନ କରିଛି ପୋଲିସ । ତେବେ ଦଳବଳ ହୋଇ ଆକ୍ରମଣ କରିଥିବା ସମସ୍ତ ଦୁର୍ବୃତ୍ତଙ୍କୁ ଚିହ୍ନଟ କରାଯାଇଥିବା ବେଳେ…
Read More...

ଗାଁ ଗାଁ ବୁଲି ଲୋକଙ୍କ ସେବା କରୁଥିଲେ, ରାଷ୍ଟ୍ରପତି ଡାକି ସମ୍ମାନିତ କଲେ । ଜାଣନ୍ତୁ ମାଓ ଉପଦ୍ରବ ଅଞ୍ଚଳର ମମତା…

କନକ ବ୍ୟୁରୋ : ଦୁର୍ଗମ ଅଞ୍ଚଳରେ ଉତମ ସ୍ୱାସ୍ଥ୍ୟ ସେବା ପହଞ୍ଚାଇ ଏବେ ଚର୍ଚ୍ଚାରେ ଅଛନ୍ତି ଏଏନଏମ ଦିଦି ମମତା ଭୋଇ । ମାଓ ଉପଦ୍ରବ ଅଂଚଳରେ ପହଂଚି ଆଖପାଖ ୧୦୦ ଖଣ୍ଡ ଗାଁର ଲୋକଙ୍କ ସ୍ୱାସ୍ଥ୍ୟ କଥା ବୁଝୁଛନ୍ତି । ତାଙ୍କରି ଉଦ୍ୟମରେ ମାସକୁ ୧୦ରୁ ୧୫ ପ୍ରସବ ହେବା ସହ କମିଛି ଶିଶୁ ମୃତ୍ୟୁ ।…
Read More...

ନିର୍ବାଚନ ବର୍ଷରେ ମାଲେମାଲ ରାଜନୈତିକ ଦଳ । ୨୦୧୮-୧୯ ଆର୍ଥିକ ବର୍ଷରେ ବଢିଲା ରାଜନୈତିକ ଦଳର ଆୟ, ଜାତୀୟ ଦଳ ଭାବେ…

କନକ ବ୍ୟୁରୋ : ଚଳିତବର୍ଷ ପୁଣି ବଢ଼ିଛି ରାଜନୈତିକ ଦଳ ଗୁଡ଼ିକର ଆୟ । ୨୦୧୮-୧୯, ନିର୍ବାଚନ ବର୍ଷ ଥିବାରୁ ପ୍ରମୁଖ ରାଜନୈତିକ ଦଳର ଆୟ ବଢ଼ିଛି । ଜାତୀୟ ଦଳରେ ବିଜେପି ସର୍ବାଧିକ ଟଙ୍କା ଦାନ ଆକାରରେ ପାଉଥିବା ବେଳେ ଆଞ୍ଚଳିକ ଦଳ ଭାବରେ ବିଜେଡି ଏହି ତାଲିକାର ଶୀର୍ଷରେ ରହିଛି । ବଡ଼ କଥା ହେଉଛି,…
Read More...

‘ଟିଣ୍ଡର୍’ ଆପରେ ଚାଟିଂ ପରେ ବଢ଼ିଲା ସଂପର୍କ : ଡେଟିଂ ପରେ ଯୁବକଙ୍କ ସହ ଶାରିରୀକ ସଂପର୍କ ରଖିଲେ ଯୁବତୀ,ହସ୍ପିଟାଲ…

କନକ ବ୍ୟୁରୋ : ପ୍ରଥମେ ଚାଟିଂ ତାପରେ ଡେଟିଂ, ଆଉ ଶାରିରୀକ ସମ୍ପର୍କ ରଖିବା ପରେ ବ୍ଲାକମେଲିଂ । ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରରୁ । ଜଣେ ଯୁବତୀ ଟିଣ୍ଡର ଆପରେ ଯୁବକଙ୍କ ସହିତ ସମ୍ପର୍କ ସ୍ଥାପନ କରିବା ପରେ ଆଗକୁ ବଢିଛି କାହାଣୀ । କାହାଣୀର ମୋଡ ସେତେବେଳେ…
Read More...

ସେସୁ ଓ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଲେ ବିରୋଧୀ । କଂଗ୍ରେସ କହିଲା, ବିଦ୍ୟୁତ କାଟିଲେ ବରଦାସ୍ତ କରିବୁନି । ଲାଇନ…

କନକ ବ୍ୟୁରୋ : ସେସୁ ଓ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ । ଲାଇନ୍ କାଟିଲେ ହେବ ଆନ୍ଦୋଳନ । ଏମିିତି କି ଲାଇନ୍ କାଟିବାକୁ ଆସୁଥିବା କର୍ମଚାରୀଙ୍କୁ ଗାଁକୁ ପଶିବାକୁ ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଛି କଂଗ୍ରେସ । ଏପଟେ ସେସୁର ବିଜୁଳି କାଟ୍ ନିଷ୍ପତିକୁ ଜିଜିଆ କର ସହ ତୁଳନା କରାଯାଇଛି ।…
Read More...