Browsing Category

ନ୍ୟୁଜ୍

ଓଡ଼ିଶାରେ ହାଡ଼ଭଙ୍ଗା ଜାଡ଼ : ୧୦ଡିଗ୍ରୀ ତଳେ ୯ଟି ସହରର ତାପମାତ୍ରା, ସୋନପୁରରେ ସର୍ବନିମ୍ନ ୪ ଡିଗ୍ରୀ

କନକ ବ୍ୟୁରୋ : ଜାଡରେ ଥରୁଛି ଓଡିଶା । ରାଜ୍ୟରେ ପ୍ରବଳ ହୋଇଛି ଶୀତ ଲହରୀ । ଆଂଚଳିକ ପାଣିପାଗ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ରାଜ୍ୟର ୯ଟି ସହରରେ ତାପମାତ୍ରା ୯ ଡିଗ୍ରୀ ତଳେ ରହିଛି । ସୋନପୁର ସହରେ ସର୍ବନିମ୍ନ ୪ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝର-…
Read More...

ଥଣ୍ଡାରେ ରାଜଧାନୀ ଦିଲ୍ଲୀର ରେକର୍ଡ଼ : ଆଜି ସକାଳେ ସର୍ବନିମ୍ନ ତାପମାତ୍ରା ୧.୭ ଡିଗ୍ରୀ ସେଲସିଅସ୍

କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀ ସମେତ ପୁରା ଉତ୍ତର ଭାରତ ଥଣ୍ଡାରେ ଥରୁଛି । ଦିଲ୍ଲୀରେ ଶୀତର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି । କୋହଲା ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବାହାରକୁ ବାହାରିବା ମୁସ୍କିଲ ହୋଇପଡ଼ିଛି । ଶନିବାର ସକାଳେ ଦିଲ୍ଲୀର ତାପମାତ୍ରା ୧.୭ ଡିଗ୍ରୀ…
Read More...

ନୂଆବର୍ଷର ନୂଆ ତାଲିକା…୨୦୨୦ରେ ପ୍ରାୟ ୬୭ ଦିନ ବ୍ୟାଙ୍କ ବନ୍ଦ…ଜାଣି ରଖନ୍ତୁ କେଉଁ କେଉଁ ଦିନ ଛୁଟି ରହିବ…

କନକ ବ୍ୟୁରୋ: ୨୦୨୦ ମସିହାରେ ଦେଶରେ ପ୍ରାୟ ୬୭ ଦିନ ବ୍ୟାଙ୍କ ବନ୍ଦ ରହିବ। ବିଭିନ୍ନ ପର୍ବ ପର୍ବାଣୀ ଜନିତ ଛୁଟି ସମେତ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରବିବାରକୁ ମିଶାଇ ବ୍ୟାଙ୍କ କର୍ମଚାରୀମାନେ ଦୁଇମାସରୁ ଅଧିକ ଛୁଟି ପାଇବେ ବୋଲି ଜଣାଯାଇଛି। କର୍ମଚାରୀମାନେ ଅଗଷ୍ଟ ମାସରେ ସର୍ବାଧିକ…
Read More...

ସ୍କୁଲ ଭିତରେ ଶିକ୍ଷକଙ୍କ ଜୁଲମ୍ । ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ତାଲା ପକାଇ ଶିକ୍ଷକ ଗାଏବ । ଖାଇବା ନଦେଇ ତାଲା ମାରି…

କନକ ବ୍ୟୁରୋ: ସ୍କୁଲ ଭିତରେ ଛାତ୍ରଛାତ୍ରୀ ଆଉ ବାହାରେ ପଡିଛି ତାଲା । ପିଲାଙ୍କ ଖାଇବାକୁ ନଦେଇ ତାଲା ପକାଇ ପଳାଇଲେ ଶିକ୍ଷକମାନେ । ଭୋକରେ ଆଉଟୁପାଉଟୁ ହୋଇ ଆକୁଳ ଚିକ୍ରାର କରୁଛନ୍ତି କୁନି କୁନି ଛାତ୍ରଛାତ୍ରୀ । ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ମହୁଲପାଳ ଠାରେ ଥିବା ରାମକୃଷ୍ଣ ଆଦର୍ଶ…
Read More...

ଜାନୁଆରି ୪ରୁ ଶିଶିର ସରସ: ଭାଗ ନେବେ ଓଡ଼ିଶା ସମେତ ୨୫ ରାଜ୍ୟର ଷ୍ଟଲ; ଦର ଉପରେ ରହିବ କର୍ତ୍ତୃପକ୍ଷଙ୍କ ନଜର

କନକ ବ୍ୟୁରୋ: ଆସନ୍ତା ଜାନୁଆରି ୪ତାରିଖରୁ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଶିଶିର ସରସ ମେଳା ଅନୁଷ୍ଠିତ ହେବ। ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀଙ୍କୁ ନିଜ ସାମଗ୍ରୀର ବିକ୍ରିବଟା ପାଇଁ ଏହି ମେଳା ଏକ ଭଲ ମାଧ୍ୟମ। ଏଥିରେ ଦେଶର ୨୫ ରାଜ୍ୟ ଅଂଶଗ୍ରହଣ କରୁଥିବା ବେଳେ ଓଡ଼ିଶାର ସମସ୍ତ…
Read More...

ସାବାଡ୍ ହେବେ ପଥର ମାଫିଆ ! ସବୁ ଚୋରା ରାସ୍ତା ବନ୍ଦ, ଗୋଟିଏ ରାସ୍ତାରେ ହେବ ପଥର ପରିବହନ

କନକ ବ୍ୟୁରୋ: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧୀନସ୍ଥ ଚର୍ଚ୍ଚିତ ଡଙ୍କାରୀ ପାହାଡ଼ ଓ ରାହାଡ଼ପୁର ପାହାଡ଼ରୁ କଳାପଥର ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ନେଇଛି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ସବୁ ଚୋରା ରାସ୍ତା ବନ୍ଦ କରିଦେଇଥିବାବେଳେ ଗୋଟିଏ ରାସ୍ତାରେ ପରିବହନ ପାଇଁ ସ୍ଥିର କରିଛନ୍ତି।…
Read More...

ନୂଆବର୍ଷ ପାଇଁ କମିସନରେଟ ପୋଲିସର ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ମଦ୍ୟପାନ କରି ଗାଡି ଚଳାଉଥିଲେ ଜବତ ହେବ ଗାଡି,…

କନକ ବ୍ୟୁରୋ : ଆଗକୁ ଆସୁଛି ନୂଆବର୍ଷ ୨୦୨୦ । ନୂଆବର୍ଷ ସେଲିବ୍ରେସନ ପାଇଁ ସ୍ମାର୍ଟସିଟିରେ ଆରମ୍ଭ ହୋଇଛି ପ୍ରସ୍ତୁତି । ବଡ ବଡ ହୋଟେଲରୁ ଆରମ୍ଭ କରି ଇଭେଣ୍ଟ ସଂସ୍ଥା ଏବେଠୁ ଜିରୋନାଇଟ ସେଲିବ୍ରେସନ ପାଇଁ ଆରମ୍ଭ କଲେଣି ପ୍ରସ୍ତୁତି । ଆଉ ଏସବୁ ଭିତରେ ନୂଆବର୍ଷରେ ଯେପରି କୌଣସି ସମସ୍ୟା…
Read More...

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର: ଆଜିଠୁ ସବୁ ଦିନ ଚାଲିବ ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ

କନକ ବ୍ୟୁରୋ: ରେଳ ଯାତ୍ରୀଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଆଜିଠାରୁ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ ସପ୍ତାହର ସବୁଦିନ ଚଳାଚଳ କରିବ। ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨୦୧୧ ନଭେମ୍ବରଠାରୁ ରାଜ୍ୟରାଣୀ…
Read More...

ସହର ପାଲଟିଯିବ ନଗର, ଦ୍ୱାପର ଯୁଗକୁ ଫେରିଯିବ କଳିଯୁଗର କାହାଣୀ…ଦୀର୍ଘ ୧୧ ଦିନ ଚାଲିବ ମହାରାଜ କଂସଙ୍କ ରାଜୁତି;…

କନକ ବ୍ୟୁରୋ: ସହର ପାଲଟିଯିବ ନଗର । ଦ୍ୱାପର ଯୁଗକୁ ଫେରିଯିବ କଳିଯୁଗର କାହାଣୀ । ଦୀର୍ଘ ୧୧ ଦିନ ଚାଲିବ ମହାରାଜ କଂସଙ୍କ ରାଜୁତି । ଆଉ ମାତ୍ର ଦିନ କେଇଟା ପରେ ବରଗଡ଼ ସହରରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା । ଦୁନିଆର ସବୁଠୁ ବଡ଼ ମୁକ୍ତମଂଚ ପାଇଁ ଏବେ ଜୋରସୋରରେ ଚାଲିଛି…
Read More...

ଥରୁଛି ଭାରତ । ଉତ୍ତର ଭାରତରେ ସାଂଘାତିକ ସ୍ଥିତି, ଓଡିଶା ପାଇଁ ଜାରି ହେଲା ଅରେଞ୍ଜ ୱାର୍ଣ୍ଣିଂ ।

କନକ ବ୍ୟୁରୋ : ପ୍ରଚଣ୍ଡ ଶୀତରେ ଥରୁଛି ସାରା ଭାରତ। ପୂର୍ବରୁ ଉତ୍ତର ହେଉ, ଅଥବା ପଶ୍ଚିମରୁ ଉତ୍ତର ପୂର୍ବ ଭାରତ; ସବୁଠି ସ୍ଥିତି ସାଂଘାତିକ ହେଲାଣି। ଅନକେ ସ୍ଥାନରେ ପଦାକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ଆଉ କେତେକ ସ୍ଥାନରେ ଜାଡ଼ରେ ଲୋକଙ୍କ ଜୀବନ ଚାଲିଯାଇଥିବା ଖବର ମଧ୍ୟ ସାମ୍ନାକୁ…
Read More...