Browsing Category

ନ୍ୟୁଜ୍

ଜାପାନ ଲଂଚ୍ କଲା ବିଶ୍ୱର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ୍, ଗୋଟିଏ ଥରରେ ଚାଲିବ ୧ ହଜାର କିଲୋମିଟର

କନକ ବ୍ୟୁରୋ : ବିଶ୍ୱର ପ୍ରଥମ ହାଇଡ୍ରୋଜେନ ଚାଳିତ ଟ୍ରେନ୍ ଜାପାନ ଲଂଚ କରିଛି । ଜର୍ମାନର ଲୋୟର ସୋକସୋନୀ ରାଜ୍ୟରେ ପ୍ରଥମେ ୧୪ ଟି ପୂର୍ଣ୍ଣ ହାଇଡ୍ରୋଜେନ ଚାଳିତ ଟ୍ରେନ ଲଂଚ୍ କରାଯାଇଛି । କୁହାଯାଉଛି କି ଏହି ହାଇଡ୍ରୋଜେନ ଚାଳିତ ଟ୍ରେନ ପରିବେଶରୁ କାର୍ବନ ଗ୍ୟାସ କମ କରିବାରେ ବିଶେଷ…
Read More...

ଗୋଟିଏ ବଟନ ଦବିବ, ଚୂନା ହେବ ଅଟ୍ଟାଳିକା : କାହିଁକି ମାଟିରେ ମିଶିବ ଟ୍ୱିନ୍ ଟାୱାର ?

କନକ ବ୍ୟୁରୋ : ନୋଏଡାରେ ବେଆଇନ ଭାବେ ନିର୍ମିତ ବହୁତଳ ବିଶିଷ୍ଟ ସୁପରଟେକ ଟ୍ୱିନ-ଟାୱାରକୁ ଅଗଷ୍ଟ ୨୮ ଅର୍ଥାତ ଆସନ୍ତାକାଲି ଭଙ୍ଗାଯିବ । ବିସ୍ପୋରଣ କରି ୧୨ ସେକେଣ୍ଡ ମଧ୍ୟରେ ଏହାକୁ ମାଟିରେ ମିଶାଇ ଦିଆଯିବ । ଏଥିପାଇଁ ଆସନ୍ତାକାଲି ସକାଳ ୭ଟା ସୁଦ୍ଧା ନିକଟସ୍ଥ ଘର ଖାଲି କରିବାକୁ…
Read More...

ଡ଼ମ୍ପିଂୟାର୍ଡ଼ ବିବାଦର ସମାଧାନ ପାଇଁ ଚାଲିଛି ଆଲୋଚନା : ଦାରୁଠେଙ୍ଗ ପଞ୍ଚାୟତବାସୀ ଓ ବିଏମସି କର୍ତ୍ତୃପକ୍ଷଙ୍କ ଭିତରେ…

କନକ ବ୍ୟୁରୋ : ଭୁଆଷୁଣି ଡମ୍ପିଂୟାର୍ଡ ବିବାଦର ସମାଧାନ ପାଇଁ ଆରମ୍ଭ ହୋଇଛି ଆଲୋଚନା । ଦାରୁଠେଙ୍ଗ ପଞ୍ଚାୟତବାସୀ ଓ ବିଏମସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ହୋଇଛି ଆଲୋଚନା । ଭୁବନେଶ୍ୱ୍ୱର ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଏହି ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଛି । ଦାରୁଠେଙ୍ଗ ସରପଞ୍ଚଙ୍କ ସହ…
Read More...

ଗୁଲାମନବୀଙ୍କ ସମର୍ଥନରେ ବାହାରିଲେ ମନୀଷ ତିୱାରୀ । ଜାଣନ୍ତୁ ଦଳର ପରିଚାଳନାକୁ ନେଇ କଣ କହିଲେ

କନକ ବ୍ୟୁରୋ : କଂଗ୍ରେସ କନ୍ଦଳ ଥମିବାର ନାଁ ନେଉନି । ଗତକାଲି ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୁଲାମନବୀ ଆଜାଦ ଦଳର ସମସ୍ତ ପଦ ପଦବୀରୁ ଇସ୍ତଫା ଦେଇଥିବା ବେଳେ ଆଜି ତାଙ୍କ ସମର୍ଥନରେ ବୟାନ ଦେଇଛନ୍ତି ବରିଷ୍ଠ ନେତା ମନୀଷ ତିୱାରୀ । ସେ ପ୍ରଥମେ କହିଛନ୍ତି କି ଦଳକୁ…
Read More...

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା । ମୁଖ୍ୟମନ୍ତ୍ରୀ ଦେଲେ ଅନୁମୋଦନ, ପରିଚାଳନା ନିମନ୍ତେ ସୃଷ୍ଟି ହେବ ୫୬୩ ନୂଆ ପଦବୀ ।

କନକ ବ୍ୟୁରୋ : ରାଜ୍ୟରେ ଖୋଲିବ ୩୬ ନୂଆ ଥାନା । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ଏହି ଥାନା…
Read More...

କ୍ୱାର୍ଟର୍ସରୁ ମିଳିଲା ମହିଳା ଏସଆଇଙ୍କ ଝୁଲନ୍ତା ମୃତଦେହ : ଘଟଣାସ୍ଥଳରେ ପହଞ୍ଚି ପୋଲିସର ତଦନ୍ତ ଆରମ୍ଭ

କନକ ବ୍ୟୁରୋ : ଜି.ଉଦୟଗିରି ଆଦର୍ଶ ଥାନା ଏସଆଇଙ୍କ ମୃତଦେହ ଉଦ୍ଧାର । ଝୁଲନ୍ତା ଅବସ୍ଥାରେ ମହିଳା ଏସଆଇଙ୍କ ମୃତଦେହ ମିଳିଛି । ମୃତ ମହିଳା ଏଏସଆଇଙ୍କ ନାଁ ସ୍ୱାଗତିକା ବେହେରା । ସ୍ୱାଗତିକା ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସୂଚନା । ଆଇଆଇସି, ଏସଡିପିଓ ଏବଂ ଅନ୍ୟ ସମସ୍ତ ପୋଲିସ…
Read More...

ବନ୍ୟା ଆସିବାର ସପ୍ତାହ ନପୁରୁଣୁ ସୁଖିଲା ପଡ଼ିଲା ମହାନଦୀ । ଦେଖାଗଲା ବିସ୍ତିର୍ଣ୍ଣ ବାଲୁକା ଶଯ୍ୟା

କନକ ବ୍ୟୁରୋ : ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ମହାନଦୀର ତଳ ମୁଣ୍ଡରେ ବନ୍ୟା ଆସିଥିଲା । ମୁଣ୍ଡଳି ଠାରେ ୧୨ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହୋଇଥିଲା । ଜଳସ୍ତର ବଢ଼ିବା ସହ ଗାଁ ଗଣ୍ଡାରେ ନଦୀ ପାଣି ପଶିଯାଇଥିଲା । ହେଲେ ଏବେ ପାଗରେ ପରିବର୍ତନ ହେବା ସହ ମହନଦୀର ସ୍ଥିତି ମଧ୍ୟ ବଦଳିଯାଇଛି ।…
Read More...

ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ : ଜାଣନ୍ତୁ କ’ଣ ରହିଛି ପୂରା ମାମଲା?

କନକ ବ୍ୟୁରୋ : ୨୦୧୯ ଡିସେମ୍ବର ୨୯ରେ ହେମନ୍ତ ସୋରେନ୍ ମୁଖ୍ୟମନ୍ତ୍ରୀ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ଆଉ ୧୬ ମାସ ଥିଲା । ହେମନ୍ତ ସୋରେନଙ୍କୁ ରାଞ୍ଚି ଜିଲ୍ଲାର ଅନଗଡା ବ୍ଲକରେ ଶୂନ ଦଶମିକ ୮୮ ଏକରର ଜାଗା ଖନନ ପାଇଁ ପଟ୍ଟା ମିଳିଥିଲା । ଦସ୍ତାବିଜ୍ ଅନୁସାରେ ୨୮ ମେ ୨୦୨୧ରେ ଏଥିପାଇଁ ସେ…
Read More...

ସୋନାଲି ଫୋଗଟଙ୍କ ମୃତ୍ୟୁ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ । କ୍ଲବ ମାଲିକ ଗିରଫ, ଶୌଚାଳୟରୁ ଜବତ ହେଲା ଡ୍ରଗ୍ସ ।

କନକ ବ୍ୟୁରୋ : ବିଜେପି ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ । ସୋନାଲି ଫୋଗଟଙ୍କୁ ଯେଉଁ କ୍ଲବରେ ଜୋରଜବରଦସ୍ତ ଡ୍ରଗ୍ସ ଦିଆଯାଇଥିଲା ତାହାର ମାଲିକଙ୍କୁ ଗିରଫ କରିଛି ଗୋଆ ପୋଲିସ । ଏପରିକି ପୋଲିସ କ୍ଲବର ଶୌଚାଳୟରୁ ଡ୍ରଗ୍ସ ମଧ୍ୟ ଜବତ କରିଛି । ଏହି ମାମଲାରେ ଏବେ…
Read More...

ଆଜି ଅଟଳ ବ୍ରିଜ୍ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଜାଣନ୍ତୁ ଏହାର ବିଶେଷତ୍ୱ ।

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗୁଜରାଟ ଗସ୍ତରେ ଯାଇ ସାବରମତୀ ରିଭରଫ୍ରଣ୍ଟ ନିକଟରେ ଏଲିସ୍ ବ୍ରିଜ୍ ଏବଂ ସର୍ଦ୍ଦାର ବ୍ରିଜ୍ ମଧ୍ୟରେ ଆଇକନିକ୍ ଅଟଳ ବ୍ରିଜ୍ (ଫୁଟ୍ ଓଭର ବ୍ରିଜ୍ )କୁ ଉଦଘାଟନ କରିବେ। ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ମୋଟ ୭୪.୨୯ ଲକ୍ଷ କୋଟି…
Read More...