Browsing Category

ନ୍ୟୁଜ୍

ଲକ୍ଷ୍ନୌ ଲେବାନା ହୋଟେଲରେ ଭୟାବହ ଅଗ୍ନିକାଣ୍ଡ : ୩ ଘଣ୍ଟା ହେବ ଜାରି ରହିଛି ରେସ୍କ୍ୟୁ ଅପରେସନ୍; ଏବେବି ଫସିଛନ୍ତି…

କନକ ବ୍ୟୁରୋ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଥିବା ଲେବାନା ହୋଟେଲରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ହଜରତଗଞ୍ଜ ଅଞ୍ଚଳରେ ଥିବା ଏହି ହୋଟେଲରେ ଆଜି ସକାଳ ୬ ଟା ୩୦ରେ ଅଗ୍ନିକାଣ୍ଡ ଘଟିଛି । ହୋଟେଲରେ ନିଆଁ ଲାଗିବା ସମୟରେ ଅନେକ ଲୋକ ହୋଟେଲରେ ଉପସ୍ଥିତି ଥିଲେ । ହୋଟେଲ ମଧ୍ୟରୁ…
Read More...

ପାରାଦୀପରେ ନିଖୋଜ ଥିବା ଦୁଷ୍କର୍ମ ପୀଡିତା ଠାବ : ମାଉସୀ ଘରେ ଥିବା ନେଇ ପୀଡିତାଙ୍କ ବାପା ସୂଚନା

କନକ ବ୍ୟୁରୋ : ପାରାଦୀପରେ ନିଖୋଜ ଥିବା ଦୁଷ୍କର୍ମ ପୀଡ଼ିତାଙ୍କ ମିଳିଲା ପତା । ଝିଅର ସୂଚନା ମିଳିଥିବା ନେଇ ଆଦର୍ଶ ଥାନା ଆଇଆଇସିଙ୍କୁ ଫୋନ୍ କରି ଜଣାଇଛନ୍ତି ପୀଡ଼ିତାଙ୍କ ବାପା । ନିଜ ମାଉସୀଙ୍କ ଘରେ ଥିବା ନେଇ ସୂଚନା ଦେଇଛନ୍ତି । ଅପହରଣ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ପରେ ଘଟଣାରେ…
Read More...

ଗଣେଶ ବିସର୍ଜନ : ପ୍ରଥମ ଥର ବାଜିଲା ମହାରାଷ୍ଟ୍ର ନାଗପୁରର ଢ଼ୋଲ ବାଜା; ରାସ୍ତାରେ ଢ଼ୋଲ ପିଟିଲେ ଡାକ୍ତର, ଇଞ୍ଜିନିୟର

କନକ ବ୍ୟୁରୋ : ମହାରାଷ୍ଟ୍ରର ଢୋଲ ବାଜା ବଜାଇଲେ ଡାକ୍ତର , ଇଞ୍ଜିନିୟର ଓ ଛାତ୍ରଛାତ୍ରୀ । ଗଣେଶ ବିସର୍ଜନ ସମୟୟରେ ଏଭଳି ଚିତ୍ର ଭାଇଚାରାର ସହର କଟକରୁ ଆସିଛି । ମାଛୁଆବଜାର ନ୍ୟୁ ଜୁନିଅର ଷ୍ଟାର କ୍ଲବ ପକ୍ଷରୁ ଗଣେଶ ବିସର୍ଜନରେ ମହାରାଷ୍ଟ୍ରର ପାରମ୍ପାରିକ ବାଜା ର ଆୟୋଜନ ହେଇଥିଲା ।…
Read More...

ସଡ଼କ ଦୁର୍ଘଟଣା ନେଉଛି ଜୀବନ । ଏନସିଆରବିର ରିପୋର୍ଟ, ଦେଶରେ ଘଂଟାକରେ ୧୮ଜଣଙ୍କ ମୃତ୍ୟୁ

କନକ ବ୍ୟୁରୋ : ସଡ଼କ ଦୁର୍ଘଟଣାରେ ଦେଶରେ ଘଂଟାକୁ ଯାଉଛି ୧୮ ଜୀବନ । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବି ରିପୋର୍ଟରୁ ଏପରି ତଥ୍ୟ ଜଣାପଡ଼ିଛି । ୨୦୨୧ରେ ଦେଶରେ ୪ ଲକ୍ଷ ୩ ହଜାର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ମୋଟ୍ ୧ ଲକ୍ଷ ୫୫ ହଜାରରୁ ଅଧିକ ଜୀବନ ଯାଇଛି । ଅର୍ଥାତ୍ ଦିନକୁ ଯାଉଛି…
Read More...

ଆଜିଠୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି : ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ କେନ୍ଦ୍ର

କନକ ବ୍ୟୁରୋ : ଆଜିଠୁ ରାଜ୍ୟରେ ବଢିବ ବର୍ଷାର ବିସ୍ତୃତି । କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା । ୪ରୁ ୫ ଦିନ ପର୍ଯ୍ୟନ୍ତ ଲାଗି ରହିବ ଏପରି ସ୍ଥିତି । ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର,…
Read More...

ପାରାଦୀପରେ ଚାଞ୍ଚଲ୍ୟ : ଅପହରଣ ସହ ଦୁଷ୍କର୍ମ କରାଯାଇଥିବା ଆଶା କର୍ମୀଙ୍କ ମିଳୁନି ପତା; ଥାନାରେ ଅଭିଯୋଗ କଲେ…

କନକ ବ୍ୟୁରୋ : ପାରାଦୀପରେ ଚାଞ୍ଚଲ୍ୟ । ଅପହରଣ ସହ ଦୁଷ୍କର୍ମ କରାଯାଇଥିବା ଆଶାକର୍ମୀଙ୍କ ପତା ମିଳୁନି । ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ଜେଲରେ ଟିଆଇ ପରେଡ କାର୍ଯ୍ୟକ୍ରମ ଥିଲା । ଏହା ପୂର୍ବରୁ ସେ କେଉଁଆଡ଼େ ଚାଲିଯାଇଥିବା କୁହାଯାଉଛି । ପୀଡ଼ିତାଙ୍କୁ ଅପହରଣ…
Read More...

ଆଜି ଗୁରୁ ଦିବସ, ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ : ଦେଶର ଶ୍ରେଷ୍ଠ ୪୬ ଜଣ ଶିକ୍ଷକଙ୍କୁ ପୁରସ୍କୃତ କରିବେ…

କନକ ବ୍ୟୁରୋ : ଆଜି ସେପ୍ଟେମ୍ବର ୫ ତାରିଖ । ଭାରତର ପୂର୍ବତନ ରାଷ୍ଟ୍ରପତିଙ୍କର ଆଜି ଜନ୍ମଦିନ । ଏହି ଦିନକୁ ଭାରତରେ ଗୁରୁଦିବସ ରୂପେ ପାଳନ କରାଯାଉଛି । ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ କେତେ ଯେ ପରିବ୍ୟାପ୍ତ ତାହାର ଆକଳନ କରିବା ବେଶ କଷ୍ଟ । ବାପା ମାଆଙ୍କୁ ଜୀବନର ପ୍ରଥମ ଗୁରୁ ବୋଲି…
Read More...

ଜନନୀ ଯନ୍ତ୍ରଣାର ଦାରୁଣ ଚିତ୍ର : ରାସ୍ତା ନଥିବାରୁ ୫ କିଲୋମିଟର ଭାରାରେ ବୁହା ହୋଇ ମେଡିକାଲ ଗଲେ ପ୍ରସୂତୀ

କନକ ବ୍ୟୁରୋ : ୫ କିଲୋମିଟର ଭାରାରେ ବୁହା ହୋଇ ମେଡିକାଲ ଗଲେ ପ୍ରସୂତୀ । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ପାଇକଯୋଡି ଗାଁରେ । ଗର୍ଭଯନ୍ତ୍ରଣା ହେବାରୁ ମେଡିକାଲକୁ ନେବାକୁ ପରାମର୍ଶ ଦେଇଥିଲେ ଆଶା କର୍ମୀ । ହେଲେ ଗାଁକୁ ଆମ୍ବୁଲାନ୍ସ ଆସିବା ପାଇଁ ରାସ୍ତା ନଥିବାରୁ ପରିବାର…
Read More...

ସ୍ୱାମୀ ସାଜିଲା ସଇତାନ : କଳହରୁ ସ୍ତ୍ରୀକୁ ହତ୍ୟାକରି ପାଇଖାନା ଟାଙ୍କିରେ ଲୁଚାଇଥିଲା; ୪ ମାସ ପରେ ଗଳିତ ମୃତଦେହ…

କନକ ବ୍ୟୁରୋ : ପାରିବାରିକ କଳହକୁ ନେଇ ପିଶାଚ ପାଲଟିଗଲା ସ୍ୱାମୀ । କୋରାପୁୁଟ ଲକ୍ଷ୍ମୀପୁର ବ୍ଲକର କାକିରିଗୁମ୍ମା ଗାଁରୁ ଆସିଛି ଏକ ବିଭତ୍ସ ହତ୍ୟାକାଣ୍ଡର ଖବର । ପାରିବାରିକ କଳହରୁ ସ୍ତ୍ରୀକୁ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବା ପାଇଁ ପାଇଖାନା ଟାଙ୍କିରେ ମୃତଦେହକୁ ଲୁଚାଇ ଦେଇଥିଲା…
Read More...

ଆଜି ଝାଡଖଣ୍ଡରେ ସୋରେନ୍ ସରକାରଙ୍କ ଆସ୍ଥା ପରୀକ୍ଷା : ଡକାଯାଇଛି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

କନକ ବ୍ୟୁରୋ : ଆଜି ସୋରେନ୍ ସରକାରର ଆସ୍ଥା ଭୋଟ୍ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭାଗ୍ୟ ଲଟକି ରହିଥିବା ବେଳେ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ସରକାର ଆଜି ଆସ୍ଥା ଭୋଟ୍ ଲୋଡିବେ । ଏଥିପାଇଁ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି । ବିଜେପିକୁ ବ୍ୟାକଫୁଟକୁ ରଖିବା ପାଇଁ ଏପରି…
Read More...