Browsing Category

ନ୍ୟୁଜ୍

ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ : ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ୱାର୍ଣ୍ଣିଂ…

କନକ ବ୍ୟୁରୋ : ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟର ପ୍ରଭାବ । ଏହାର ପ୍ରଭାବରେ ଲାଗି ରହିଛି ବର୍ଷା । ଆଜି ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏଥିପାଇଁ ଏହି ୪…
Read More...

ଦିନ ମଜୁରିଆରୁ ସଫଳ ବାଇଗଣ ଚାଷୀ: ୬ ଏକର ଜମିରେ ବାଇଗଣ ଚାଷ କରି ଲୋକଙ୍କୁ ଯୋଗାଉଛନ୍ତି ଆହାର

କନକ ବ୍ୟୁରୋ: ଦିନ ମଜୁରିଆରୁ ସଫଳ ବାଇଗଣ ଚାଷୀ । ଛଅ ଏକର ଜମିରେ ବାଇଗଣ ଚାଷ କରି ନିଜେ ରୋଜଗାର କରିବା ସହ ଅନ୍ୟମାନଙ୍କୁ ଯୋଗାଉଛନ୍ତି ଆହର । ରାୟଗଡ଼ା ରାମନାଗୁଡ଼ା ବ୍ଲକ ଖାମ୍ବାଗୁଡ଼ା ଗାଁର ଯୁବ ଚାଷୀ ଟୁବୁଲୁ କର୍କରିଆଙ୍କ ଏହି ଚାଷ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି । ବର୍ତମାନ…
Read More...

ମୁଢି ବ୍ୟବସାୟରୁ ଭଲ ରୋଜଗାର: ମୁଢି ଭଜା ମେସିନ୍ ବସାଇ ମାସକୁ ୨୫ରୁ ୩୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଶିକ୍ଷିତ ଯୁବକ

କନକ ବ୍ୟୁରୋ: ମୁଢି ଦେଉଛି ରୋଜଗାର । ଚାଉଳରୁ ମୁଢି ପ୍ରସ୍ତୁତ କରି ରୋଜଗାରକ୍ଷମ ହୋଇଛନ୍ତି ବାଲେଶ୍ୱର ବସ୍ତା ଅଂଚଳର ଶିକ୍ଷିତ ଯୁବକ ରଣଜିତ୍ ବେହେରା । ପାଠପଢା ସରିବା ପରେ ଚାକିରୀରୁ ବିଫଳ ହୋଇ ବାହାର ରାଜ୍ୟରେ ଦାଦାନ ଖଟୁଥିଲେ । ହେଲେ ପରିବାର ଲୋକଙ୍କ ଦେଖାଣୁଣା କରିବା ପାଇଁ ଗାଁକୁ…
Read More...

କଣ୍ଟାବାଞ୍ଝିରେ ଦାଦନ ଦୁଃଖ। କନକ ନ୍ୟୁଜ ଆଗରେ କହିଲେ ଦୁଃଖ କାହାଣୀ। 

କନକ ବ୍ୟୁରୋ: ଦାଦନ ଶ୍ରମିକ କହୁଛି ଦାଦନ ଖଟିଯିବାର କାହାଣୀ । ପ୍ରତ୍ୟେକ ବର୍ଷ ପେଟପାଟଣା ପାଇଁ କଂଟାବାଞ୍ଝି ଅଞ୍ଚଳରୁ ହଜାର ହଜାର ଲୋକ ରାଜ୍ୟ ବାହାରକୁ ଯାଇଥାନ୍ତି । ରାଜ୍ୟ ବାହାରକୁ ଯିବା ପରେ ପେଟ ପାଇଁ ସେଠାରେ କସରତ ଚାଲେ, ଠିକାଦାରର ଜୁଲମ ସହିବାକୁ ପଡେ । ନୂଆଖାଇ ପୂର୍ବରୁ ଏଥିପାଇଁ…
Read More...

ଆତ୍ମନିର୍ଭର କରିଛି ପିଜୁଳି ଚାଷ: ଉତ୍ପାଦିତ ହେଉଥିବା ପିଜୁଳି ରାଜ୍ୟର ବିଭିନ୍ନ ସ୍ଥାନକୁ କରୁଛନ୍ତି ରପ୍ତାନୀ

କନକ ବ୍ୟୁରୋ: ଯାଜପୁର ମାଟିରେ ଥାଇଲାଣ୍ଡ ପିଜୁଳି । ବିଂଝାରପୁର ବ୍ଲକ କଲ୍ୟାଣପୁର ଗାଁର ଶୈଳେନ୍ଦ୍ର ରାଉତ ଏବେ ଜଣେ ସପଂଳ ପିଜୁଳି ଚାଷୀ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦେଶୀ ପିଜୁଳି ନୁହେଁ ବିଦେଶୀ ଥାଇଲାଣ୍ଡ ପିଜୁଳି ଚାଷ କରି ବେଶ ଦି ପଇସା ରୋଜଗାର…
Read More...

ପନିର ଓ ଛେନା ବ୍ୟବସାୟରୁ ଲକ୍ଷପତି: ବାର୍ଷିକ ୧୦ଲକ୍ଷରୁ ଅଧିକ ରୋଜଗାର କରି ଯୁବପିଢିଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା

କନକ ବ୍ୟୁରୋ: ଛେନା ବ୍ୟବସାୟରୁ ଲକ୍ଷପତି । ବିଶେଷକରି ନିଆଳି ଅଂଚଳର ଛେନାଓ କ୍ଷୀରର ପ୍ରସିଦ୍ଧି ସାରା ଓଡ଼ିଶାରେ ରହିଛି । ଆଉ ଏହାକୁ ବ୍ୟବସାୟ ରୂପେ ଗ୍ରହଣ କରି ଭଲ ରୋଜଗାର କରୁଛନ୍ତି ନିଆଳି ବାରବୋଡିଆ ଗାଁର ଅଶୋକ ବେହେରା । ପରିଶ୍ରମ ଓ ବୁଦ୍ଧି ବଳରେ ନିଜେ ରୋଜଗାର କରିବା ସହ ସ୍ଥାନୀୟ…
Read More...

ପ୍ରାଇଭେଟ ଚାକିରୀ କରି ମିଳିଲାନି ଆତ୍ମସନ୍ତୋଷ: ପନିପରିବା ଓ କୁକୁଡ଼ା ଅଣ୍ଡା ଉତ୍ପାଦନ କରି କରୁଛନ୍ତି ଭଲ ରୋଜଗାର

କନକ ବ୍ୟୁରୋ: ମକା, କଦଳୀ ଓ ବିଭିନ୍ନ ପ୍ରକାର ଚାଷରେ ସୃଷ୍ଟି ହୋଇଛି ସବୁଜିମା ପରିବେଶ । ଆଉ ଏହାର ଯତ୍ନ ନେବା ପାଇଁ ନିୟୋଜିତ ହୋଇଛନ୍ତି ୧୦ରୁ ୧୫ ଜଣ କର୍ମଚାରୀ । କିଏ କଦଳୀ ଗଛରୁ ଶୁଖିଲା ପତ୍ର ବାହାର କରୁଛନ୍ତି ତ ପୁଣି କିଏ ପାକଳ ହୋଇଥିବା କଦଳୀ କାନ୍ଦି ହାଣି ଅମଳ କରୁଛନ୍ତି । ଯାଜପୁର…
Read More...

ଚିତାକୁ ନେଇ ତେଜୁଛି ରାଜନୀତି। ମୋଦୀଙ୍କୁ କଂଗ୍ରେସର ଟାର୍ଗେଟ। 

କନକ ବ୍ୟୁରୋ: ଦୀର୍ଘ ସାତ ଦଶନ୍ଧି ପରେ ଦେଶକୁ ଆସିଛନ୍ତି ଚିତା । ନାମ୍ବିଆରୁ ଆସିଥିବା ୮ ଚିତାଙ୍କୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଅଭୟାରଣ୍ୟରେ ଛାଡିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ବିଜେପି ଏହାର ପୁରା ଶ୍ରେୟ ନେବାକୁ ଚେଷ୍ଟା ଚଳାଇଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି…
Read More...

ମାଓ ବିରୋଧୀ ଭିଡିଓ କଲେ, ଗୁଳି ଖାଇଲେ। ମାଓବାଦୀଙ୍କ ଟାର୍ଗେଟରେ ଯୁବକ!

କନକ ବ୍ୟୁରୋ: ୟୁଟ୍ୟୁବରେ ନକ୍ସଲ ବିରୋଧୀ ଭିଡିଓ କରିଛନ୍ତି ଛତିଶଗଡ ଭୂତବେଡା ନିବାସୀ ହିନ୍ଦୁ ମାର୍କମ । ଗତ ୧୫ ତାରିଖରେ ବିଚ ରାସ୍ତାରେ ତାଙ୍କ ଉପରକୁ ଗୁଳିମାଡ ହୋଇଥିଲା । ମାର୍କମଙ୍କ ନାଁରେ ଅଭିଯୋଗ ହେଲା, ସେ ପୁଲିସ ଇନଫର୍ମର ଥିଲେ । ନବରଙ୍ଗପୁର ଏସପି ଓ ଛତିଶଗଡର ଗାରିଆବନ୍ଧ…
Read More...

ଉନ୍ମୋଚନ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି: ଦେଖନ୍ତୁ, ନୂଆ ଜର୍ସିରେ ଭାରତୀୟ ଖେଳାଳିଙ୍କୁ

କନକ ବ୍ୟୁରୋ: ଟି-୨୦ ବିଶ୍ୱକପ ପୂର୍ବରୁ ଉନ୍ମୋଚନ ହେଲା ଟିମ ଇଣ୍ଡିଆର ନୂଆ ଜର୍ସି । ନୂଆ ଜର୍ସିରେ ନଜର ଆସିଲେ ଭାରତୀୟ ମହିଳା ଓ ପୁରୁଷ ଦଳ । ଜର୍ସି ଉନ୍ମୋଚନ ହେବା ପରେ ଟ୍ୱିଟ କରି ସୂଚନା ଦେଇଛି ବିସିସିଆଇ । ଏଥର ବିଶ୍ୱକପରେ ଏହି ଜର୍ସି ପିନ୍ଧି ମୈଦାନକୁ ଓହ୍ଲାଇବ ଭାରତୀୟ ଦଳ । ଏହି…
Read More...