Browsing Category

ନ୍ୟୁଜ୍

ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ଘୋଷଣାକୁ କିଛି ସମୟର ଅପେକ୍ଷା। ଭାଙ୍ଗିବ ଏହି ସବୁ ରେକର୍ଡ, ପଢନ୍ତୁ …

କନକ ବ୍ୟୁରୋ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ? ଋଷି ସୁନକ ନା ଲିଜଷ୍ଟ୍ରସ ଏହାର ଘୋଷଣା ଅପରାହ୍ନ ୫ଟାରେ ହେବ । ଆଜିର ମୁକାବିଲାରେ ସୁନକ ଏବଂ ଷ୍ଟ୍ରସଙ୍କ ଭବିଷ୍ୟତର ଫଇସଲା ହେବ । ବ୍ରିଟେନର ପ୍ରଧାନମନ୍ତ୍ରୀ ନାମର ଘୋଷଣା ହେବା ସହ ସୋମବାର ଅନେକ ନୂଆ ରେକର୍ଡ ତିଆରି ହେବା ସହ କିଛି…
Read More...

ଧରାପଡିଲା ଦେଶର ସବୁଠୁ ବଡ କାର୍ ଚୋର । ୨୭ ବର୍ଷ ଭିତରେ ଚୋରି କରିଥିଲା ୫ ହଜାର କାର । ଶେଷରେ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ: ଦିଲ୍ଲୀ ପୋଲିସକୁ ବଡ ସଫଳତା । ଧରାପଡିଲା ଦେଶର ସବୁଠୁ ବଡ କାର ଚୋର୍ । ଦିଲ୍ଲୀ ପୋଲିସ ଦେଶର ସବୁଠୁ ବଡ କାର୍ ଚୋର ଅନିଲ ଚୌହାନକୁ ଗିରଫ କରିଛି । ତେବେ ଅନିଲ ୨୭ ବର୍ଷରେ ମୋଟ ୫ ହଜାର କାର୍ ଚୋରି କରିଥିବା ଅଭିଯୋଗ ରହିଛି । ଖାଲି ସେତିକି ନୁହେଁ, କାର ଚୋରି ସହିତ ହତ୍ୟା,…
Read More...

ସିବିଆଇ ଅଧିକାରୀଙ୍କୁ ଆତ୍ମହତ୍ୟା କରିବାରୁ ବାଧ୍ୟ କରାଯାଉଛି । କେନ୍ଦ୍ର ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ…

କନକ ବ୍ୟୁରୋ : ଚାପରେ ଚେପା ସିବିଆଇ, ଆତ୍ମହତ୍ୟା କରିବାରୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ଏହିଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସଂଗୀନ୍ ଅଭିଯୋଗ ଆଣିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତିନୋଟି ପ୍ରଶ୍ନବାଣ…
Read More...

ବଢିଲା ଶିବସେନା ନେତା ସଞ୍ଜୟ ରାୱତଙ୍କ ଅଡୁଆ । ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କଲେ କୋର୍ଟ ।

କନକ ବ୍ୟୁରୋ: ବଢିଲା ସଞ୍ଜୟ ରାୱତଙ୍କ ଅଡୁଆ । ୧୪ ଦିନ ପାଇଁ ବଢିଲା ନ୍ୟାୟିକ ହେପାଜତ । ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତ ଏବେ ଅର୍ଥ ହେରଫେର ମାମଲାରେ ଜେଲରେ ଅଛନ୍ତି । ସୋମବାର ଏହି ମାମଲାରେ ତାଙ୍କୁ ପିଏମଏଲଏ ବିଶେଷ ଅଦାଲତ ସାମ୍ନାରେ ହାଜର କରାଯାଇଥିଲା । ଯେଉଁଠି ବିଚାରପତି ଏମଜି…
Read More...

ଚିଲିକାରେ ଡଙ୍ଗା ବୁଡି ୨ଜଣଙ୍କ ମୃତ୍ୟୁ : ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଶେଷ ସେଲଫି

କନକ ବ୍ୟୁରୋ : ଚିଲିକାର କାଳିଜାଇ କୁଦରେ ଭୋଜି କରି ଫେରିବା ସମୟରେ ଡଙ୍ଗା ବୁଡିବା ଘଟଣାରେ ୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଆଲୋକ ବରାଳ ଗୁରୁତର ହୋଇ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ୨ ଜଣଙ୍କର ମୃତ୍ୟୁ ପରେ…
Read More...

ଗଙ୍ଗା ନଦୀରେ ଅଘଟଣ : ୫୫ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଡଙ୍ଗା; ୧୨ରୁ ଅଧିକ ଯାତ୍ରୀ ନିଖୋଜ

କନକ ବ୍ୟୁରୋ : ଗଙ୍ଗା ନଦୀରେ ଅଘଟଣ । ପ୍ରାୟ ୫୫ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡିବାରୁ ଅଘଟଣ ଘଟିଛି । ୧୨ରୁ ଅଧିକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ବିହାରର ରାଜଧାନୀ ପାଟନାର ନିକଟବର୍ତ୍ତୀ ଦାନପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଦାଉଦପୁରର…
Read More...

ଆସନ୍ତା ୭ତାରିଖରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା : ପରବର୍ତ୍ତୀ ୪୮ ଘଣ୍ଟାରେ ନେଇପାରେ ଲଘୁଚାପ ରୂପ; ୯ ତାରିଖ ଯାଏଁ…

କନକ ବ୍ୟୁରୋ : ଆସନ୍ତା ୭ ତାରିଖ ସୁଦ୍ଧା ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ହୋଇପାରେ ଘୂର୍ଣ୍ଣିବଳୟ । ଏହାର ପରବରତ୍ତୀ ୪୮ ଘଣ୍ଟାରେ ନେଇପାରେ ଲଘୁଚାପ ରୂପ । ଏନେଇ ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହାର…
Read More...

ଆସ୍ଥା ଭୋଟରେ ପାସ୍ ହେଲେ ହେମନ୍ତ ସୋରେନ୍ । ୮୧ରୁ ୪୮ ବିଧାୟକ ଦେଲେ ସମର୍ଥନ । ବିରୋଧୀ ବିଜେପି କଲା ବିଧାନସଭା…

କନକ ବ୍ୟୁରୋ: ଝାଡଖଣ୍ଡ ବିଧାନସଭାରେ ଆସ୍ଥା ଭୋଟ୍ ଜିତିଲେ ହେମନ୍ତ ସୋରେନ୍ । ଆଜି ବିଧାନସଭାର ବିଶେଷ ଅଧିବେଶନରେ ସୋରେନ୍ ସରକାର ବିଶ୍ୱାସ ମତ ଜିତି ନେଇଛି । ମୋଟ ୮୧ଟି ଭୋଟରୁ ହେମନ୍ତ ସୋରେନ୍ ସରକାରକୁ ୪୮ ଜଣ ବିଧାୟକ ସମର୍ଥନ ଦେଇଛନ୍ତି । ତେବେ ଭୋଟିଂ ସମୟରେ ବିରୋଧୀ ଦଳ ଏହାକୁ…
Read More...

ପିପିଲି ବ୍ରାହ୍ମଣ ସାହିରେ ପିମ୍ପୁଡ଼ି ଘଉଡ଼ାଇବା ପାଇଁ ପ୍ରଶାସନର ଉଦ୍ୟମ : ଗାଁରେ ମେଡ଼ିକାଲ ଟିମ୍ ପହଞ୍ଚି ସ୍ପ୍ରେ କରିବା…

କନକ ବ୍ୟୁରୋ : ପିପିଲି ଚନ୍ଦ୍ରଦେଇପୁର ବ୍ରାହ୍ମଣ ସାହିରେ ପିମ୍ପୁଡ଼ି ଘଉଡ଼ାଇବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ । ଗାଁରେ ମେଡ଼ିକାଲ ଟିମ୍ ପହଞ୍ଚି ପିମ୍ପୁଡ଼ି ମାରିବା କାମ ଆରମ୍ଭ କରିଛନ୍ତି । ବିଡ଼ିଓ, ପେଷ୍ଟ କଣ୍ଟ୍ରୋଲର, ଓୟୁଏଟି ଟିମ୍ ପହଞ୍ଚି ଏହାର ଅନୁଧ୍ୟାନ କରିଛନ୍ତି ।…
Read More...

ଗୁରୁଦିବସରେ ଶିକ୍ଷକଙ୍କୁ ସମ୍ମାନ : ଓଡିଶାର ଇଶ୍ୱର ଚନ୍ଦ୍ର ନାୟକଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କନକ ବ୍ୟୁରୋ : ଗୁରୁଦିବସରେ ଶିକ୍ଷକଙ୍କୁ ସମ୍ମାନ । ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ମନୋନୀତ ଶିକ୍ଷକମାନଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି । ଦେଶର ୪୬ ଜଣ ଶିକ୍ଷକ ପୁରଷ୍କାର ପାଇଥିବାବେଳେ ଏମାନଙ୍କ ମଧ୍ୟରେ ଓଡିଶାର ପୁରୀ ଜିଲ୍ଲାର ଇଶ୍ୱର ଚନ୍ଦ୍ର ନାୟକ ସମ୍ମାନିତ ହୋଇଛନ୍ତି ।…
Read More...