Browsing Category

ନ୍ୟୁଜ୍

କିଛି ସମୟ ପରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର। ୱେଷ୍ଟମିନଷ୍ଟର ଆବେ ବାହାରେ ପହଞ୍ଚିଲା କଫିନ।

କନକ ବ୍ୟୁରୋ: ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ କଫିନ ରାଜକୀୟ ଅନ୍ତିମ ସଂସ୍କାର ପାଇଁ ଲଣ୍ଡର ୱେଷ୍ଟମିନଷ୍ଟର ଆବେ ବାହାରେ ପହଞ୍ଚିସାରିଛି । କିଛି ସମୟ ମଧ୍ୟରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ସମ୍ପୂର୍ଣ୍ଣ ରାଜକୀୟ ସମ୍ମାନର ସହ ତାଙ୍କର ଶେଷକୃତ୍ୟ ହେବ । ଏହି କାର୍ଯ୍ୟକ୍ରମରେ ଭାରତର…
Read More...

ବିମାନରେ ନିଶାରେ ଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ! ଆପ କହିଲା, ବଦନାମ ପାଇଁ ହେଉଛି ଉଦ୍ୟମ । 

କନକ ବ୍ୟୁରୋ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଜର୍ମାନୀରୁ ଫେରୁଥିଲେ । ଶେଷ ସମୟରେ ତାଙ୍କୁ ଫ୍ଲାଇଟ ଛାଡିବାକୁ ପଡିଥିଲା । ସାମାଜିକ ଗଣମାଧ୍ୟମରେ ଦାବି ହେଉଛି ଯେ ନିଶାରେ ଥିବା କାରଣରୁ ଫ୍ରାଙ୍କଫ୍ରଟ ବିମାନ ବନ୍ଦରରେ ତାଙ୍କୁ ଓହ୍ଲାଇ ଦିଆଯାଇଥିଲା । ସେହିଭଳି ବିରୋଧୀ ଦଳର ନେତା ମଧ୍ୟ…
Read More...

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ: ସୋନିଆ ଗାନ୍ଧୀଙ୍କୁ ଭେଟିଲେ ଶଶି ଥରୁର, ବଢିବାରେ ଲାଗିଛି ଆଲୋଚନା।

କନକ ବ୍ୟୁରୋ: କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ଦଳର ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସୋମବାର ଦଳର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ଏହି ଭେଟଘାଟର କାରଣ କଣ । ଲୋକସଭାର ସଦସ୍ୟ ଥରୁର ସୋନିଆ ଗାନ୍ଧୀଙ୍କୁ ଏହିଭଳି…
Read More...

ଆତ୍ମସମର୍ପଣ କଲେ ସପ୍ନା ଚୌଧୁରୀ। ଠକେଇ ଅଭିଯୋଗ ପରେ କୋର୍ଟରେ ଆତ୍ମସମର୍ପଣ।

କନକ ବ୍ୟୁରୋ: ହରିଆଣା ଡ୍ୟାନସର ସପ୍ନା ଚୌଧୁରୀ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ଠକେଇ ଅଭିଯୋଗରେ ସେ କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ପୂର୍ବରୁ ତାଙ୍କ ନାଁରେ ଗିରଫ ନେଇ ୱାରେଣ୍ଟ ଜାରି ହୋଇଥିଲା, ଏହାକୁ ନେଇ ଗିରଫଦାରୀର ଖଣ୍ଡା ତାଙ୍କ ମୁଣ୍ଡରେ ଝୁଲୁଥିଲା । ଉତ୍ତରପ୍ରଦେଶର ଆଶିୟାନା…
Read More...

କଟକରୁ ପୁଣି ମିଳିଲା ନକଲି ଔଷଧ: ୧୩୫୦ ଷ୍ଟ୍ରିପ ଟେଲମା-୪୦ ଜବତ

କନକ ବ୍ୟୁରୋ: କଟକରୁ ପୁଣି ନକଲି ଔଷଧ ଜବତ । ୧୩୫୦ ଷ୍ଟ୍ରିପ ଟେଲମା-୪୦ ଜବତ ହୋଇଛି । ବିହାରରୁ ଓଡିଶା ଆସୁଥିଲା ନକଲି ଔଷଧ । ଓଡିଶାକୁ ଆଣୁଥିବା ଟ୍ରାନ୍ସପୋର୍ଟ ଏଜେନ୍ସି ଉପରେ ଚଢାଉ ହୋଇଛି । ଟ୍ରାନ୍ସପୋର୍ଟ ଏଜେନ୍ସି ମ୍ୟାନେଜରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସେପଟେ ନକଲି ଔଷଧ…
Read More...

ବାୟୁସେନାରୁ ଅବସର ନେବ ମିଗ-୨୧, ଏହି ସ୍ୱାର୍ଡନରେ ସାମିଲ ଥିଲେ କ୍ୟାପଟେନ ଅଭିନନ୍ଦନ ।

କନକ ବ୍ୟୁରୋ: ଭାରତୀୟ ବାୟୁସେନାରେ ସାମିଲ ମିଗ-୨୧ ଅନେକ ସମୟ ଧରି ସେବା ଯୋଗାଇଆସୁଛି । ଏହି ବିମାନ ଉଡନ୍ତା କଫିନ ଭାବେ ବେଶ ପରିଚିତ । ଏହା କହିବା ପଛରେ ମଧ୍ୟ ଅନେକ କାରଣ ରହିଛି । ଅନେକ ଥର ଏହା ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଅନେକ ଯବାନ ମଧ୍ୟ ଜୀବନ ହରାଇଛନ୍ତି । ଭାରତୀୟ ବାସୁସେନା…
Read More...

ସାମ୍ନାକୁ ଆସିଲା ରତ୍ନଭଣ୍ଡାରର ଦୁର୍ବଳ କାନ୍ଥର ଖବର: ଜୋର ଧରିଲା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ

କନକ ବ୍ୟୁରୋ: ରତ୍ନଭଣ୍ଡାର କାନ୍ଥ ଦୁର୍ବଳ ହୋଇପଡିଥିବା ନେଇ ଏଏସଆଇର ଚିଠି କନକ ନ୍ୟୁଜ ହାତରେ ଲାଗିଛି । ୮ଅଗଷ୍ଟ ୨୦୨୨ରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ଏଏସଆଇର ଭୁବନେଶ୍ୱର କାର୍ଯ୍ୟାଳୟ । ଆପଣଙ୍କ ଟିଭି ସ୍କ୍ରିନରେ ଏଏସଆଇ ଚିଠିର ଏକ୍ସକ୍ଲୁସିଭ୍ ଚିତ୍ର । ଏଥିରେ ଲେଖାଯାଇଛି,…
Read More...

ଲକ୍ଷେ ଟଙ୍କିଆ ଚାକିରି ଛାଡି ସ୍ୱାମୀ ଘର ସମ୍ଭାଳିଲେ । ସ୍ତ୍ରୀଙ୍କ ଇଚ୍ଛା ପୂରଣ ପାଇଁ ହୋଇଗଲେ ‘ହାଉସ୍ ହଜବ୍ୟାଣ୍ଡ’

କନକ ବ୍ୟୁରୋ: ମଧ୍ୟବିତ୍ତ ପରିବାର ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷିତ ପରିବାରରେ ପୁରୁଷ, ମହିଳାଙ୍କ ଭିତରେ ପାର୍ଥକ୍ୟ ମପା ଯାଉଥିବାବେଳେ ‘ପୁରୁଷ ମହିଳା ସମାନ’ ବୋଲି ଯାହା ଖାଲି କଥାରେ ରହିଯାଇଛି । ହେଲେ ଏହାକୁ ଅକ୍ଷରେ ଅକ୍ଷରେ ସତ କରିଦେଖାଇଛନ୍ତି ହରିୟାଣା ରୋହତକର ବ୍ୟକ୍ତି ସୁମିତ…
Read More...

ଟ୍ରକ ମାଲିକଙ୍କ ବିକ୍ଷୋଭ : ଭଡା ବୃଦ୍ଧି ଦାବିରେ ଦ୍ୱିତୀୟ ଦିନରେ ଆନ୍ଦୋଳନ

କନକ ବ୍ୟୁରୋ : ଭଡ଼ା ବୃଦ୍ଧି ଦାବିରେ ଟ୍ରକ ମାଲିକଙ୍କ ଚକା ଜାମ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି । କୋଇଲା ପରିବହନରେ ଭଡ଼ା ବୃଦ୍ଧି ଦାବି କରି ଟ୍ରକ ମାଲିକଙ୍କ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ଝାରସୁଗୁଡ଼ା, ସମ୍ବଲପୁର, ଛତିଶଗଡ଼କୁ ଏମସିଏଲର କୋଇଲା ପରିବହନ ହୋଇଥାଏ । ଏହାର ଭଡ଼ା ଟନ…
Read More...

ପାର୍ବଣ ଋତୁରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ : ବନ୍ଧୁକ ମୁନରେ ବଟି ଆଦାୟ ଅଭିଯୋଗ; ଯୁବକ ଅଟକ

କନକ ବ୍ୟୁରୋ : ପାର୍ବଣ ଋତୁରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ । ବନ୍ଧୁକ ମୁନରେ କରୁଛନ୍ତି ବଟି ଆଦାୟ । ଦିନ ଦ୍ୱିପ୍ରହରରେ ହାତରେ ଖୁଲମଖୁଲା ଭାବେ ମାଉଜର ଧରି ଖୋର୍ଦ୍ଧାରେ ବୁଲୁଛନ୍ତି ଯୁବକ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି । ଦାଦାବଟି ଓ ଚାନ୍ଦା ଆଦୟ ପାଇଁ ଏହି ଗ୍ୟାଙ୍ଗ ସକ୍ରିୟ ଥିବା…
Read More...