Browsing Category

ନ୍ୟୁଜ୍

ଚାଷୀଙ୍କୁ ଋଣ ଛାଡ, ମାଗଣା ବିଜୁଳି ଓ ୫୦୦ ଟଙ୍କାରେ ଗ୍ୟାସ । ଗୁଜରାଟ ନିର୍ବାଚନ ପାଇଁ ରାହୁଲ ଗାନ୍ଧୀଙ୍କ ବଡ ଘୋଷଣା ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ବଡ ଘୋଷଣା । ଗୁଜରାଟ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବଡ ଘୋଷଣା କରିଛନ୍ତି । ଅହମ୍ମଦାବାଦ ସହରରେ ହେଉଥିବା ପରିବର୍ତ୍ତନ ରାଲିରେ ଯୋଗ ଦେଇ ରାହୁଲ କହିଛନ୍ତି, ଯଦି ଗୁଜରାଟରେ କଂଗ୍ରେସର ସରକାର ଆସେ ତେବେ ତୁରନ୍ତ…
Read More...

ଦେଶର ସେହି ଶିକ୍ଷକଙ୍କ କାହାଣୀ, ସାକ୍ଷରତା ବୃଦ୍ଧି ପାଇଁ ଏମାନେ ବଦଳାଇ ଦେଇଥିଲେ ଶିକ୍ଷାଦାନ ଶୈଳୀ। 

କନକ ବ୍ୟୁରୋ: ଡା. ସର୍ବପଲ୍ଲୀ ରାଧାକୃଷ୍ଣନ କହୁଥିଲେ, ଶିକ୍ଷକ ସେ ହୋଇଥାଏ ଯିଏ ଜୀବନରେ ଜ୍ଞାନ ଓ ବିଜ୍ଞାନର ଭିତ୍ତିପ୍ରସ୍ତର ରଖିଥାଏ । ଦେଶରେ କିଛି ଏଭଳି ଶିକ୍ଷକ ମଧ୍ୟ ରହିଛନ୍ତି ଯେଉଁମାନେ ଏହି ପରମ୍ପରାକୁ ଆଗକୁ ବଢାଇଛନ୍ତି । ତେବେ ସେମାନଙ୍କ ଶିକ୍ଷାଦାନର ଶୈଳୀ ଟିକେ ଭିନ୍ନ ରହିଥିଲା…
Read More...

ଆସନ୍ତା ୭ରୁ କଂଗ୍ରେସର ‘ଭାରତ ଯୋଡୋ’ ଅଭିଯାନ । ୫ ମାସ ଧରି ଚାଲିବ ବିଶାଳ ଜନସମ୍ପର୍କ ପଦଯାତ୍ରା ।

କନକ ବ୍ୟୁରୋ: ଆସନ୍ତା ୭ ତାରିଖରୁ କଂଗ୍ରେସ ‘ଭାରତ ଯୋଡ଼ୋ’ ଅଭିଯାନ ଆରମ୍ଭ କରିବ । କନ୍ୟାକୁମାରୀରୁ ରାହୁଲ ଗାନ୍ଧୀ ଏହି ଅଭିଯାନ ଆରମ୍ଭ କରିବେ । ଏହା ଏକ ବଡ଼ ଜନସଂପର୍କ ପଦଯାତ୍ରା ବୋଲି ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏଆଇସିସି ମୁଖପାତ୍ର ଅଂଶୁଲ ଅଭିଜିତ । ସବୁଠାରୁ…
Read More...

କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର । ହାତ ଗୋଡ ହଲାଉଛନ୍ତି । ସ୍ତ୍ରୀଙ୍କ ସହ କଥା ହେବାକୁ…

କନକ ବ୍ୟୁରୋ: ଲୋକପ୍ରିୟ କମେଡିଆନ୍ ରାଜୁ ଶ୍ରୀବାସ୍ତବ ଏବେ ବି ହସ୍ପିଟାଲରେ ଅଛନ୍ତି । ତାଙ୍କ ଫ୍ୟାନ୍ସମାନେ ଲଗାତାର ତାଙ୍କର ଆରୋଗ୍ୟ କାମନା କରୁଛନ୍ତି । ଏହାରି ଭିତରେ ରାଜୁଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆସିଛି ବଡ ଅପଡେଟ୍ । ରାଜୁ ଶ୍ରୀବାସ୍ତବଙ୍କ ମୁଖ୍ୟ ପରାମର୍ଶଦାତା ଅଜିତ…
Read More...

ବ୍ରିଟେନରେ ନୂଆ ପ୍ରଧାନମନ୍ତ୍ରୀ ଘୋଷଣାକୁ କିଛି ସମୟର ଅପେକ୍ଷା। ଭାଙ୍ଗିବ ଏହି ସବୁ ରେକର୍ଡ, ପଢନ୍ତୁ …

କନକ ବ୍ୟୁରୋ: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ କିଏ ହେବ? ଋଷି ସୁନକ ନା ଲିଜଷ୍ଟ୍ରସ ଏହାର ଘୋଷଣା ଅପରାହ୍ନ ୫ଟାରେ ହେବ । ଆଜିର ମୁକାବିଲାରେ ସୁନକ ଏବଂ ଷ୍ଟ୍ରସଙ୍କ ଭବିଷ୍ୟତର ଫଇସଲା ହେବ । ବ୍ରିଟେନର ପ୍ରଧାନମନ୍ତ୍ରୀ ନାମର ଘୋଷଣା ହେବା ସହ ସୋମବାର ଅନେକ ନୂଆ ରେକର୍ଡ ତିଆରି ହେବା ସହ କିଛି…
Read More...

ଧରାପଡିଲା ଦେଶର ସବୁଠୁ ବଡ କାର୍ ଚୋର । ୨୭ ବର୍ଷ ଭିତରେ ଚୋରି କରିଥିଲା ୫ ହଜାର କାର । ଶେଷରେ ବାନ୍ଧିଲା ପୋଲିସ ।

କନକ ବ୍ୟୁରୋ: ଦିଲ୍ଲୀ ପୋଲିସକୁ ବଡ ସଫଳତା । ଧରାପଡିଲା ଦେଶର ସବୁଠୁ ବଡ କାର ଚୋର୍ । ଦିଲ୍ଲୀ ପୋଲିସ ଦେଶର ସବୁଠୁ ବଡ କାର୍ ଚୋର ଅନିଲ ଚୌହାନକୁ ଗିରଫ କରିଛି । ତେବେ ଅନିଲ ୨୭ ବର୍ଷରେ ମୋଟ ୫ ହଜାର କାର୍ ଚୋରି କରିଥିବା ଅଭିଯୋଗ ରହିଛି । ଖାଲି ସେତିକି ନୁହେଁ, କାର ଚୋରି ସହିତ ହତ୍ୟା,…
Read More...

ସିବିଆଇ ଅଧିକାରୀଙ୍କୁ ଆତ୍ମହତ୍ୟା କରିବାରୁ ବାଧ୍ୟ କରାଯାଉଛି । କେନ୍ଦ୍ର ସରକାରଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଲେ…

କନକ ବ୍ୟୁରୋ : ଚାପରେ ଚେପା ସିବିଆଇ, ଆତ୍ମହତ୍ୟା କରିବାରୁ ବାଧ୍ୟ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ବିରୋଧରେ କିଛି ଏହିଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସଂଗୀନ୍ ଅଭିଯୋଗ ଆଣିବା ସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତିନୋଟି ପ୍ରଶ୍ନବାଣ…
Read More...

ବଢିଲା ଶିବସେନା ନେତା ସଞ୍ଜୟ ରାୱତଙ୍କ ଅଡୁଆ । ନ୍ୟାୟିକ ହେପାଜତକୁ ୧୪ ଦିନ ବୃଦ୍ଧି କଲେ କୋର୍ଟ ।

କନକ ବ୍ୟୁରୋ: ବଢିଲା ସଞ୍ଜୟ ରାୱତଙ୍କ ଅଡୁଆ । ୧୪ ଦିନ ପାଇଁ ବଢିଲା ନ୍ୟାୟିକ ହେପାଜତ । ଶିବସେନା ନେତା ତଥା ସାଂସଦ ସଞ୍ଜୟ ରାୱତ ଏବେ ଅର୍ଥ ହେରଫେର ମାମଲାରେ ଜେଲରେ ଅଛନ୍ତି । ସୋମବାର ଏହି ମାମଲାରେ ତାଙ୍କୁ ପିଏମଏଲଏ ବିଶେଷ ଅଦାଲତ ସାମ୍ନାରେ ହାଜର କରାଯାଇଥିଲା । ଯେଉଁଠି ବିଚାରପତି ଏମଜି…
Read More...

ଚିଲିକାରେ ଡଙ୍ଗା ବୁଡି ୨ଜଣଙ୍କ ମୃତ୍ୟୁ : ସାମ୍ନାକୁ ଆସିଲା ମୃତ୍ୟୁ ପୂର୍ବର ଶେଷ ସେଲଫି

କନକ ବ୍ୟୁରୋ : ଚିଲିକାର କାଳିଜାଇ କୁଦରେ ଭୋଜି କରି ଫେରିବା ସମୟରେ ଡଙ୍ଗା ବୁଡିବା ଘଟଣାରେ ୨ ଜଣଙ୍କର ମୃତ୍ୟୁ ହେଇଥିବା ବେଳେ ଜଣେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଆହତ ଆଲୋକ ବରାଳ ଗୁରୁତର ହୋଇ ପୁରୀ ସଦର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ୨ ଜଣଙ୍କର ମୃତ୍ୟୁ ପରେ…
Read More...

ଗଙ୍ଗା ନଦୀରେ ଅଘଟଣ : ୫୫ ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଓଲଟିଲା ଡଙ୍ଗା; ୧୨ରୁ ଅଧିକ ଯାତ୍ରୀ ନିଖୋଜ

କନକ ବ୍ୟୁରୋ : ଗଙ୍ଗା ନଦୀରେ ଅଘଟଣ । ପ୍ରାୟ ୫୫ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଓଲଟି ପଡିବାରୁ ଅଘଟଣ ଘଟିଛି । ୧୨ରୁ ଅଧିକ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି । ବିହାରର ରାଜଧାନୀ ପାଟନାର ନିକଟବର୍ତ୍ତୀ ଦାନପୁର ଅଞ୍ଚଳରେ ଘଟିଛି ଏହି ଅଘଟଣ । ଡଙ୍ଗାରେ ଥିବା ସମସ୍ତ ଯାତ୍ରୀ ଦାଉଦପୁରର…
Read More...