Browsing Category

ନ୍ୟୁଜ୍

କମ୍ପୁଛି ମୁକ୍ତାକାଶ ରଙ୍ଗମଞ୍ଚ: ଗୋପପୁରରେ ଚାଲିଛି ଶ୍ରୀକୃଷ୍ଣଙ୍କ ଲୀଳା, କାଳୀୟ ଦଳନ ସହ ଯାମଳା ଅର୍ଜୁନଙ୍କ ମାନଭଞ୍ଜନ

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା ଆଜି ଷଷ୍ଠ ଦିନରେ ପହଂଚିଛି । ଯେତିକି ଦିନ ଗଡୁଛି ମୁକ୍ତାକାଶ ରଂଗମଂଚକୁ ନେଇ ଲୋକଙ୍କ ଉତ୍ସାହ ଦୁଇ ଗୁଣିତ ହେଉଛି । ଏହାରି ଭିତରେ ଗୋପପୁରରେ କୃଷ୍ଣ କାଳୀୟ ଦଳନ, ଯାମଳା ଅର୍ଜୁନ ମାନଭଂଜନ କରିଛନ୍ତି । ସେପଟେ ଦିଗବିଜୟରେ ବାହାରିଥିବା…
Read More...

ଦଲାଲ ହାତରେ ବନ୍ଧା ପଡିଛି ଭାଗ୍ୟ: ଚିନ୍ତାରେ କଳାହାଣ୍ଡି ଗୋଲମୁଣ୍ଡାର କପା ଚାଷୀ

କନକ ବ୍ୟୁରୋ: ଦଲାଲ ହାତରେ ପଡିଛି ଭାଗ୍ୟ । କପା ଚାଷୀଙ୍କ ଚିନ୍ତା ବି ସରୁନି । କଳାହାଣ୍ଡୀ ଗୋଲମୁଣ୍ଡାରେ ପ୍ରଚୁର ପରିମାଣ କପା ଚାଷ ହୋଇଛି । ଅମଳ ବି ପ୍ରଚୁର ପରିମାଣର ହୋଇଛି । ଧାନ ଫସଲରେ କ୍ଷତି ହେଉଥିବା ଯୋଗୁ ଚାଷୀ ମାନେ କପା ଚାଷ କରୁଛନ୍ତି । ହେଲେ କପା ସବୁ କମ୍ ଦରରେ ବିକ୍ରି…
Read More...

ନୂଆବର୍ଷରେ ବିଭିନ୍ନ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ: ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ରରେ ଗଡ଼ିଲା ସୂର୍ଯ୍ୟରଥ

କନକ ବ୍ୟୁରୋ: ଶୀତ ଦିନରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ । ଅନ୍ୟ ସ୍ଥାନ ଭଳି ମାଲକାନଗିରି ମାଥିଲିଠାରୁ କିଛି ଦୂରରେ ଥିବା ଗାଙ୍ଗରାଜଗୁମ୍ମାରେ ଲାଗିଛି ଭିଡ । ଏଠାରେ ଥିବା ପ୍ରାକୃତିକ ମନୋର ଦୃଶ୍ୟ ପର୍ଯ୍ୟଟକଙ୍କୁୁ ବେଶ ଆକର୍ଷିତ କରୁଛି । ଏହି ପାର୍କରେ ପୂର୍ବଥର…
Read More...

ବିଶ୍ୱକପ୍ ପାଇଁ ବିସିସିଆଇର ବଡ ନିଷ୍ପତ୍ତି । ଜାଣନ୍ତୁ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆକୁ କେମିତି ପ୍ରସ୍ତୁତ କରିବ…

କନକ ବ୍ୟୁରୋ : ଚଳିତବର୍ଷ ଭାରତରେ ହେବ ଦିନିକିଆ ବିଶ୍ୱକପ । ତେବେ ଏହି ବିଶ୍ୱକପ ଭାରତରେ ହେଉଥିବାରୁ କ୍ରିକେଟପ୍ରେମୀ ବେଶ ଉତ୍ସାହିତ ଅଛନ୍ତି । କାରଣ ୨୦୧୧ରେ ଭାରତରେ ହୋଇଥିବା ଦିନିକିଆ ବିଶ୍ୱକପରେ ଚାମ୍ପିୟନ ହୋଇଥିଲା ଟିମ୍ ଇଣ୍ଡିଆ । ତେବେ ପୁଣିଥରେ ଇତିହାସର ପୁନରାବୃତ୍ତି କରିବାକୁ…
Read More...

ନୂଆ ବର୍ଷରେ ବିଭତ୍ସ ହତ୍ୟା: ପିଅନଙ୍କ ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ

କନକ ବ୍ୟୁରୋ: ନୂଆ ବର୍ଷରେ ବିଭତ୍ସ ହତ୍ୟା । ପିଅନଙ୍କ ଟାଙ୍ଗିଆ ଚୋଟରେ ଗୁରୁଜିଙ୍କ ମୃତ୍ୟୁ । ମାଲକାନଗିରି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଏଭଳି ହତ୍ୟାକାଣ୍ଡ ଘଟିଛି । ପିଅନ ନରେଶ କ୍ଷେତ୍ରୀୟଙ୍କ ଟାଙ୍ଗିଆ ଚୋଟରେ ଗୁରୁଜିଙ୍କ ମୃତ୍ୟୁ ହୋଇଛି । ଅଭିଯୁକ୍ତ ନରେଶଙ୍କୁ ପୁଲିସ ଗିରଫ କରି…
Read More...

ନେତାଙ୍କ ନୂଆବର୍ଷ ପାଳନ: ବିଜେପି ନେତା ବିଜୟ ମହାପାତ୍ର କହିଲେ ନିର୍ଣ୍ଣାୟକ ହେବ ଆଗାମୀ ଲଢେଇ

କନକ ବ୍ୟୁରୋ: ନୂଆ ବର୍ଷ ପାଇଁ ନବୀନ ନିବାସରେ ଦେଖିବାକୁ ମିଳିଛି ନେତାଙ୍କ ଭିଡ । ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବିଜେଡିର ନେତା ଓ ମନ୍ତ୍ରୀ । ମନ୍ତ୍ରୀ ସମୀର ଦାସ, ଅତନୁ ସବ୍ୟସାଚୀ ନାୟକ, ପ୍ରମିଲା ମଲ୍ଲିକ୍, ଦେବୀ ମିଶ୍ର…
Read More...

ମହଙ୍ଗା ପଡିଲା ଦୁର୍ଘଟଣା ଘଟାଇବା: ବସକୁ ଜାଳିଦେଲେ ଉତ୍ୟକ୍ତ ଲୋକେ

କନକ ବ୍ୟୁରୋ: ମହଙ୍ଗା ପଡିଲା ଦୁର୍ଘଟଣା ଘଟାଇବା । ବସକୁ ଜାଳିଦେଲେ ଉତ୍ୟକ୍ତ ଲୋକେ । ବାରିପଦା ଟାଉନ ଥାନା ଅନ୍ତର୍ଗତ ଟେଲକୋ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁର୍ଘଟଣା ଘଟାଇଥିବା ରଞ୍ଜିତା ନାମକ ଏକ ଘରୋଇ ବସକୁ ଲୋକେ ଜାଳି ଦେଇଛନ୍ତି । ସୂଚନା ମୁତାବକ ବସଟି ଦୃତ ଗତିରେ ଆସୁଥିବା…
Read More...

ବାର୍ଷିକ ଜିଏସଟି ଆଦାୟ କ୍ଷେତ୍ରରେ ଭଲ ପ୍ରଦର୍ଶନ, ଜାଣନ୍ତୁ ଡିସେମ୍ବର ମାସରେ କେତେ ହୋଇଛି ଆଦାୟ ?

କନକ ବ୍ୟୁରୋ : ରବିବାର ଦିନ ଡିସେମ୍ବର ମାସର ଜିଏସଟି ଆଦାୟର ରିପୋର୍ଟ ଆସିଛି । ଲଗାତର ଭାବେ ୧୦ମାସ ଧରି ଜିଏସଟି ଆଦାୟ ୧.୪ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି । ୨୦୨୧ ଡିସେମ୍ବର ମାସରେ ମଧ୍ୟ ୧,୪୯,୫୦୭ କୋଟି ଟଙ୍କା ଜିଏସଟି ଆଦାୟ କରାଯାଇ ରେକର୍ଡ କରିଥିଲା । ଏହି କ୍ରମରେ ଯଦି ଦେଖିବା…
Read More...

୧୬ ମାସ ମଧ୍ୟରେ ଦେଶରେ ସର୍ବାଧିକ ବେରୋଜଗାରୀ ହାର, ନଭେମ୍ବରରେ ୮ ପ୍ରତିଶତ ତ ଡିସେମ୍ବରରେ୮.୩ ପ୍ରତିଶତ

କନକ ବ୍ୟୁରୋ : ଦେଶରେ ବେରୋଜଗାରୀ ହାର ଲଗାତର ଭାବେ ବୃଦ୍ଧିପାଇବାରେ ଲାଗିଛି । ଭାରତରେ ଡିସେମ୍ବର ମାସରେ ବେରୋଜଗାରୀ ହାର ୮.୩ ପ୍ରତଶତରେ ପହଂଚିଛି । ଏହା ଗତ ୧୬ ମାସ ମଧ୍ୟରେ ସର୍ବାଧିକ ବେରୋଜଗାରୀ ହାର ବୋଲି କୁହାଯାଉଛି । ଏହି ରିପୋର୍ଟି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମୀ ତରଫରୁ…
Read More...

ନିମାପଡାରେ ଚାଞ୍ଚଲ୍ୟ, ମା’କୁ ମାରି ପୋଡି ଦେଲା ପୁଅ । ଗୋପୀନାଥପୁର ଗାଁରୁ ଅର୍ଦ୍ଧଦଗ୍ଧ ମହିଳାଙ୍କ ମୃତ ଦେହ ଉଦ୍ଧାର

କନକ ବ୍ୟୁରୋ: ଆପଣମାନେ ଦିନକ ତଳେ ଦେଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରାବେନଙ୍କ ମୃତ୍ୟୁ ପରେ ସେ କେମିତି ସ୍ତବ୍ଧ ହୋଇଯାଇଥିଲେ । ସାରା ଦେଶରେ ମୋଦୀ ଓ ତାଙ୍କ ମା’ଙ୍କ ପୁରୁଣା ସ୍ମୃତିକୁ ନେଇ ଚର୍ଚ୍ଚା ହୋଇଥିଲା । ଆଉ କୁହାଯାଉଥିଲା ମା’-ପୁଅଙ୍କ ସମ୍ପର୍କ କେମିତି ହେବା…
Read More...