Browsing Category

ନ୍ୟୁଜ୍

ବିଷ ଓଗାଳିଲେ ପାକିସ୍ତାନର ମନ୍ତ୍ରୀ । ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଦେଲେ ଅପମାନସୂଚକ ବୟାନ ।

କନକ ବ୍ୟୁରୋ : ବିଳିବିଳେଇଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ । ମିଳିତ ଜାତିସଂଘରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଆତଙ୍କବାଦର କେନ୍ଦ୍ର ପାକିସ୍ତାନ ବୋଲି କହିଥିଲେ । ଆଉ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟର୍ଗେଟ୍ କରିଛନ୍ତି ଜୟଶଙ୍କରଙ୍କ ପ୍ରତିପକ୍ଷ ।…
Read More...

ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟ ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ସଜବାଜ । 

କନକ ବ୍ୟୁରୋ: ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ଦାଖଲ ହେବ ରିଭ୍ୟୁ ପିଟିସନ । ସୁପ୍ରିମକୋର୍ଟଙ୍କ ରାୟ ପରେ ଏପରି ନିଷ୍ପତି ନେଇଛି ପଶ୍ଚିମ ଓଡ଼ିଶା ବିଭିନ୍ନ ବାର ଆସୋସିଏସନ । ପୂର୍ବରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହେବା ନେଇ ରାଜ୍ୟ ସରକାର କହିଥିଲେ । ସରକାରଙ୍କ ଦ୍ୱାରା…
Read More...

‘ପଠାନ’ର ଗୀତକୁ ନେଇ ରାଗିଲେ ଶକ୍ତିମାନ । ବେଶରମ ଗୀତ ଉପରେ ଉଠାଇଲେ ଆପତ୍ତି । ସେନସର୍ ବୋର୍ଡ ଉପରେ ବର୍ଷିଲେ ମୁକେଶ…

କନକ ବ୍ୟୁରୋ: ବଲିଉଡ୍ ଫିଲ୍ମ ପଠାନର ବେଶରମ ଗୀତ, ଏବେ ସବୁଠି ଚର୍ଚ୍ଚାରେ । ଗେରୁଆ ରଙ୍ଗରେ ଦୀପିକାଙ୍କ ବିକିନି ଲୁକ୍, ଯେତିକି ପ୍ରଂଶସା ସାଉଣ୍ଟିନି ତାଠୁ ଅଧିକ ବିବାଦ ଠିଆ କରିଛି । ଅରେଞ୍ଜ କଲର ଡ୍ରେସରେ ଦୀପିକାଙ୍କ, ଏ ଗେଟଅପକୁ ବିରୋଧ କରାଯାଉଥିବାବେଳେ, ଫିଲ୍ମ ପଠାନକୁ ବୟକଟ କରିବା…
Read More...

ପଠାନ୍ ଫିଲ୍ମର ଗୀତକୁ ନେଇ ବିଶ୍ୱ ହିନ୍ଦୁ ପରିଷଦ ଓ ଆରଏସଏସର ଆପତ୍ତି । କହିଲେ, ହିନ୍ଦୁ ସମାଜ ଏହାକୁ ଗ୍ରହଣ କରିବନି ।

କନକ ବ୍ୟୁରୋ : ଶାହାରୁଖଙ୍କ ଫିଲ୍ମ ପଠାନର ବେସରମ ଗୀତକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ଏହାକୁ ନେଇ ବିବାଦ ଦେଖାଦେଇଛି । ହିନ୍ଦୁ ମହାସଭା ପକ୍ଷରୁ ଏହି ଗୀତକୁ ବିରୋଧ କରାଯାଇଛି । କେବଳ ହିନ୍ଦୁ ମହାସଭା ନୁହେଁ ବରଂ ବୀର ଶିବାଜୀ ସମୂହ ମଧ୍ୟ ଏହି ଗୀତକୁ ନେଇ ଆପତ୍ତି ଉଠାଇଛନ୍ତି । ଆଉ…
Read More...

ଦିଲ୍ଲୀ ଏସିଡ ମାଡ ଘଟଣା: ଫ୍ଲିପକାର୍ଟକୁ ନୋଟିସ୍ ଜାରି କରିଛି ଦିଲ୍ଲୀ ପୋଲିସ୍ ।

କନକ ବ୍ୟୁରୋ: ଦିଲ୍ଲୀ ଏସିଡ ମାଡ ଘଟଣା ଫ୍ଲିପକାର୍ଟକୁ ନୋଟିସ୍ ଜାରି କରିଛି ଦିଲ୍ଲୀ ପୋଲିସ୍ । ତେଜାବ ଫିଙ୍ଗିଥିବା ଦୁଇ ଅଭିଯୁକ୍ତ ଏହି ଅନଲାଇନ୍ ସପିଂ ଆପ୍ରୁ ଏସିଡ କିଣିଥିବାରୁ ଫ୍ଲିପକାର୍ଟକୁ ନୋଟିସ ଜାରି ହୋଇଛି । ବୁଧବାର ଦୁଇ ଅଭିଯୁକ୍ତ ଏକ ବାଇକ୍ରେ ଆସି ଏସିଡ ମାଡ କରି ଫେରାର…
Read More...

ଜାନୁଆରୀ ୬ରେ ହେବ ଦିଲ୍ଲୀ ମେୟର ପାଇଁ ନିର୍ବାଚନ । ଏମସିଡି କମିଶନ ମେୟର ନିର୍ବାଚନ ପାଇଁ ଉପରାଜ୍ୟପାଳଙ୍କୁ ପଠାଇଥିବା…

କନକ ବ୍ୟୁରୋ: ଆସନ୍ତା ଜାନୁୟାରୀ ୬ରେ ହେବ ଦିଲ୍ଲୀ ମେୟର ପାଇଁ ନିର୍ବାଚନ । ବହୁ କଳ୍ପନାଜଳ୍ପନା ପରେ ଏନେଇ ତାରିଖ ସ୍ଥିର କରାଯାଇଛି । ଏମସିଡି କମିଶନ ମେୟର ନିର୍ବାଚନ ନେଇ ଉପରାଜ୍ୟପାଳ ବିନୟ ସକସେନା ପଠାଯାଇଥିବା ପ୍ରସ୍ତାବକୁ ସେ ମଞ୍ଜୁରି ଦେଇଛନ୍ତି । ଗତ ଡିସେମ୍ବର ୪ରେ ଦିଲ୍ଲୀ…
Read More...

ଦୁଇଟି ସେସନରେ ହେବ ଜେଇଇ ମେନ୍ ପରୀକ୍ଷା । ଜାନୁଆରୀ ତୃତୀୟ ସପ୍ତାହରେ ୱେବସାଇଟ୍ରେ ମିଳିବ ଆଡମିଟ୍ କାର୍ଡ । ଜାଣନ୍ତୁ…

କନକ ବ୍ୟୁରୋ: ଦୁଇଟି ସେସନରେ ହେବ ଜେଇଇ ମେନ୍ । ଜାନୁଆରୀ ୨୪ରୁ ୩୧ ଓ ଏପ୍ରିଲ ୬ରୁ ୧୨ ମଧ୍ୟରେ ପରୀକ୍ଷା । କେବଳ ଅନଲାଇନରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ଜାନୁଆରୀରେ ହେବାକୁ ଥିବା ପରୀକ୍ଷା ଲାଗି ଫର୍ମ ପୂରଣ ଆରମ୍ଭ ହୋଇଛି । ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ତୃତୀୟ ସପ୍ତାହରେ…
Read More...

ବାରିପଦା ୧୮ ନମ୍ବର ଏନଏଚରେ ଓଲଟିଲା ଯାତ୍ରୀବାହୀ ବସ୍ । ୩୦ ଆହତ, ୧୦ ଗୁରୁତର

କନକ ବ୍ୟୁରୋ: ବାରିପଦା ୧୮ ନମ୍ବର ଏନଏଚ୍ କୁଳିଅଣାଠାରେ ଓଲଟିଲା ଯାତ୍ରୀବାହୀ ବସ୍ । ୩୦ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ବସଟି କରଞ୍ଜିଆରୁ ବାରିପଦା ଅଭିମୁଖେ ଯାଉଥିବାବେଳେ ଏଭଳି ଅଘଟଣ ଘଟିଛି । ଗୁରୁତରଙ୍କୁ ବାରିପଦା…
Read More...

ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସକୁ ସଫଳତା । ଜଙ୍ଗଲରୁ ମିଳିଥିବା ହାତ ଶ୍ରଦ୍ଧାଙ୍କର ବୋଲି ସୂଚନା

କନକ ବ୍ୟୁରୋ: ଦିଲ୍ଲୀ ଶ୍ରଦ୍ଧା ୱାଲକର ହତ୍ୟା ମାମଲାରେ ଦିଲ୍ଲୀ ପୁଲିସକୁ ମିଳିଛି ବଡ଼ ସଫଳତା । ମେହେରୁଲି ଜଙ୍ଗଲରୁ ଉଦ୍ଧାର ହୋଇଥିବା କିଛି ହାଡ ଶ୍ରଦ୍ଧାଙ୍କ ବାପାଙ୍କ ଡିଏନଏ ସହ ମେଳ ଖାଉଛି । ତେଣୁ ଏହି ହାଡ ଶ୍ରଦ୍ଧାଙ୍କର ବୋଲି ପ୍ରମାଣିତ ହୋଇଛି । ଶ୍ରଦ୍ଧା ହତ୍ୟା ଘଟଣାରେ ଦିଲ୍ଲୀ…
Read More...

ଆଜିଠୁ ଫେରିବ ଶୀତ । ୩ରୁ ୪ ଡିଗ୍ରୀ ଯାଏ ପାରଦ ଖସିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ

କନକ ବ୍ୟୁରୋ: ଆଜିଠୁ ରାଜ୍ୟରେ ବଢ଼ିପାରେ ଶୀତ  । ଆସନ୍ତା ୩ ଦିନ ଯାଏ ରାତି ତାପମାତ୍ରା ଧୀରେ ଧୀରେ ଖସିବ । ୩ରୁ ୪ ଡିଗ୍ରୀ ଯାଏ ପାରଦ ଖସିବା ସହ ଅଧିକ ଶୀତ ଅନୁଭୂତ ହୋଇପାରେ । ଏନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି…
Read More...