Browsing Category

ନ୍ୟୁଜ୍

ବିଶ୍ୱ ଧନୀ ତାଲିକା : ୭ ନମ୍ବରକୁ ଖସିଲେ ଭାରତର ସବୁଠୁ ଧନୀ ଗୌତମ ଅଦାନୀ : ୨ଦିନରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କା…

କନକ ବ୍ୟୁରୋ : ଦୁଇ ଦିନରେ ୪ ଲକ୍ଷ ୧୭ ହଜାର କୋଟି ଟଙ୍କାର କ୍ଷତି ସହିଲେ ଭାରତର ସବୁଠୁ ଧନୀ ଗୌତମ ଅଦାନୀ । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ପ୍ରକାଶ ପାଇବା ପରେ ଅଦାନୀ ଗ୍ରୁପ୍ ଅଧିନରେ ଥିବା କମ୍ପାନୀଗୁଡିକର ସେୟାର ମୂଲ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି । ତାଙ୍କର…
Read More...

ମହଙ୍ଗା ହେଉଛି ଅଟା ଦର : ୧୨ମାସରେ ବଢ଼ିଲାଣି ୪୦%; କିଲୋ ପିଛା ୪୦ରୁ ୪୫ଟଙ୍କାରେ ପହଞ୍ଚିଲା ପ୍ୟାକେଟ ଅଟା ଦାମ

କନକ ବ୍ୟୁରୋ : ମହଙ୍ଗ ହେଉଛି ଅଟା । ବର୍ଷକରେ ୪୦% ମହଙ୍ଗା ହୋଇଛି ଅଟା । ନିକଟରେ ପାକିସ୍ତାନରେ ଅଟାଦର ଅହେତୁକ ବୃଦ୍ଧି ପାଇବା ଓ ଅଟା ପାଇଁ କିପରି ଲୋକେ ଡହଳ ବିକଳ ହେଉଥିଲେ, ସେପରି ଦୃଶ୍ୟ ସାମ୍ନାକୁ ଆସିଥିଲା । ଏବେ ଭାରତରେ ମଧ୍ୟ ଅଟାଦର ବଢ଼ିବାରେ ଲାଗିଛି । ଖୋଲା ଅଟା କିଲୋପ୍ରତି ୩୮ରୁ…
Read More...

ସୁଖୋଇ-୩୦ ଓ ମିରାଜ୍-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ : ଗ୍ୱାଲିଅର ଏୟାରବେସରୁ ଉଡାଣ ଭରିଥିଲା ୨ଟି ବିମାନ

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବଡ ବିମାନ ଦୁର୍ଘଟଣା । ବାୟୁସେନାର ଦୁଇଟି ବଡ ବିମାନ ଦୁର୍ଘଟଣାଗ୍ରସ୍ତ । ସୁଖୋଇ-୩୦ ଓ ମିରାଜ୍-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ୱାଲିଅର ଏୟାରବେସରୁ ଦୁଇଟି ବିମାନ ଉଡାଣ ଭରିଥିଲା । #WATCH | Wreckage seen. A Sukhoi-30 and Mirage…
Read More...

ବେକରେ ରଶି ଲଗାଇ ଦମ୍ପତିଙ୍କ ଆତ୍ମହତ୍ୟା : ଘଟଣାସ୍ଥଳରେ ଭଟଲି ପୋଲିସର ତଦନ୍ତ ଜାରି

କନକ ବ୍ୟୁରୋ : ବରଗଡ ଭଟଲି ବ୍ଲକ ଭଟି ଗାଁରେ ସ୍ୱାମୀ, ସ୍ତ୍ରୀଙ୍କ ଆତ୍ମହତ୍ୟା । ଶବ ଜବତ କରି ଘଟଣାସ୍ଥଳରେ ଭଟଲି ପୋଲିସର ତଦନ୍ତ ଜାରି । ମୃତକ ସ୍ୱାମୀ ରଘୁ ଭୁଏ ୫୧ବର୍ଷ, ପତ୍ନୀ ପ୍ରତିଷ୍ଠା ଭୁଏ ୪୭ବର୍ଷ ।  କିଛି ଦିନ ପୂର୍ବରୁ ତା ୨ ଡିସେମ୍ବର ୨୦୨୨ ତାଙ୍କର ଏକ ମାତ୍ର ଝିଅକୁ ହତ୍ୟା…
Read More...

ହିନ୍ଦୋଳ ରେଞ୍ଜ କୁନୁଆ ଗାଁରେ ହାତୀ ଆତଙ୍କ : ଘର ଭାଙ୍ଗିଲା,ଟେକି ନେଲା ଭାତ ହାଣ୍ଡି

କନକ ବ୍ୟୁରୋ : ଢ଼େଙ୍କାନାଳ ହିନ୍ଦୋଳ ରେଞ୍ଜ କୁନୁଆ ଗାଁରେ ହାତୀ ଆତଙ୍କ । ଘର ଭାଙ୍ଗି ହାଣ୍ଡିରୁ ଭାତ ଖାଇବାର ଦୃଶ୍ୟ ସାମ୍ନାକୁ ଆସିଛି । କୁନୁଆ ଗାଁର ଜଣେ ବ୍ୟକ୍ତିଙ୍କ ରୋଷେଇ ଘର ଫାଙ୍କରେ ଶୁଣ୍ଢ ପୂରେଇ ହାଣ୍ଡିରୁ ଭାତ ଖାଉଥିବାର ଦେଖିବାକୁ ମିଳିଛି । ଚାଳ ଛପର ଘର ଭାଙ୍ଗିବା ସହ ରୋଷେଇ…
Read More...

ଅଟୋ-ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା : ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ; ୪ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ…

କନକ ବ୍ୟୁରୋ : ଉକୁଚାବେଡା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଅଟୋ ସହ ପିକଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା ହୋଇଛି । ଘଟଣାସ୍ଥଳରେ ୪ଜଣଙ୍କପ ମୃତ୍ୟୁ ହୋଇଛି । ସେହିପରି ୪ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କ ଚିକିତ୍ସା ଚାଲିଛି ।…
Read More...

ମର୍ଣ୍ଣିଂୱାକ ବେଳେ ଅଘଟଣ : ଟ୍ରେନ ଧକ୍କାରେ ପୂର୍ବତନ ସାଂସଦଙ୍କ ପୁଅ ମୃତ

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଫଟକରେ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ । ମର୍ଣ୍ଣିଙ୍ଗ ୱାକରେ ଗଲାବେଳେ ଡୁଙ୍ଗୁରିପାଲି ଫାଟକରେ ଟ୍ରେନ ଧକ୍କା ଦେଇଥିବା ସୁଚନା । ମୃତ ବ୍ୟକ୍ତି ହେଲେ ପୁର୍ବତନ ବଲାଙ୍ଗୀର ସାଂସଦ ବାଲଗୋପାଳ ମିଶ୍ରଙ୍କ ସାନ ପୁଅ ଅବିନାଶ…
Read More...

ଗୋଟିଏ ଅଟୋରେ ୧୮ଜଣ ଯିବା ହେଲା କାଳ : ଭାରସାମ୍ୟ ହରାଇ ଓଲଟିଲା ଗାଡି; ଜଣେ ମୃତ

କନକ ବ୍ୟୁରୋ : ରାୟଗଡ଼ାରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଘଟଣାସ୍ଥଳରେ ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି । ୧୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଏହି ଅଟୋରେ ୧୮ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ୧୬ଜଣ ମହିଳା ଶ୍ରମିକ ଥିବା ବେଳେ ୨ଜଣ ପୁରୁଷ ଶ୍ରମିକ ଥିଲେ । ଶ୍ରମିକ ମାନେ…
Read More...

ଚିଲିକାରେ ବୁଲୁଛି କୁମ୍ଭୀର : ମତ୍ସ୍ୟଜୀବୀଙ୍କ ମଧ୍ୟରେ ପଶିଲା ଛାନିଆ; ସୋସିଆଲ ମିଡ଼ିଆରେ ଭିଡିଓ ଭାଇରାଲ

କନକ ବ୍ୟୁରୋ : ଚିଲିକାରେ ବୁୁଲୁଛି କୁମ୍ଭୀର । ଫଳରେ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଛାନିଆ ପଶିଛି । କୃଷ୍ଣପ୍ରସାଦ ବ୍ଲକ ସାତପଡ଼ାରେ କୁମ୍ଭୀର ଦେଖିବାକୁ ମିିଳିଛି । ଶୁକ୍ରବାର ଖରାବେଳ ସମୟରେ ଜହ୍ନିପଦାରୁ ସାତପଡା ଅଭିମୁଖେ ଏକ ଘରୋଇ ଡଙ୍ଗା ବାହାରିଥିଲା । ଏହି ସମୟରେ ଯାତ୍ରୀମାନେ ଚିଲିକାର…
Read More...

ଇସ୍ରାଏଲର ଜେରୁସେଲମ ସାଇନାଗୋଗ୍ୟୁ ସହରରେ ଗୁଳିକାଣ୍ଡ : ଆଖିବୁଜା ଗୁଳିମାଡ଼ରେ ୭ଜଣଙ୍କ ମୃତ୍ୟୁ, ୧୦ ଗୁରୁତର…

କନକ ବ୍ୟୁରୋ : ଇସ୍ରାଏଲ ରାଜଧାନୀ ଜେରୁସେଲମର ସାଇନାଗୋଗ୍ୟୁ ସହରରେ ଗୁଳିକାଣ୍ଡ । ଆତତାୟୀର ଆଖିବୁଜା ଗୁଳିମାଡ଼ରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ୧୦ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେପଟେ…
Read More...