Browsing Category

ନ୍ୟୁଜ୍

ବଜେଟରେ ଏମିତି ବି ହୋଇଥିଲା…. ବିବାହିତ, ଅବିବାହିତଙ୍କ ପାଇଁ ଅଲଗା ଟାକ୍ସ ସ୍ଲାବ ଘୋଷଣା କରିଥିଲେ ଅର୍ଥ…

କନକ ବ୍ୟୁରୋ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ତାରିଖରେ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି । ସଂସଦରେ ଅର୍ଥମନ୍ତ୍ରୀ ଆଗାମୀ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ । କରଦାତା ଆଶା କରୁଛନ୍ତି ଯେ ସରକାର ବଜେଟରେ ତାଙ୍କ ପାଇଁ କିଛି ରିହାତି ଘୋଷଣା କରିପାରନ୍ତି ।…
Read More...

ନବ ଦାସଙ୍କ ପୂର୍ବରୁ ବି ଗୁଳିମାଡର ଶିକାର ହୋଇଛନ୍ତି ରାଜନେତା: ଜାଣନ୍ତୁ କାହାକୁ କେଉଁଠି ହୋଇଥିଲା ଗୁଳିମାଡ

କନକ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଶୋକରେ ବୁଡିଛି ପୂରା ରାଜ୍ୟ । ଗତକାଲି ବ୍ରଜରାଜନଗରରେ ପୋଲିସ ଏଏସଆଇ ଗୋପାଳ ଦାସ ମନ୍ତ୍ରୀଙ୍କୁ ଗୁଳିମାଡ କରିଥିଲା । ସେଠାରେ ତାଙ୍କୁ ଗୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଶେଷରେ ମନ୍ତ୍ରୀ ନବ ଦାସଙ୍କ…
Read More...

ମରିବାକୁ ପସନ୍ଦ କରିବି ସିନା, ବିଜେପିକୁ ସମର୍ଥନ ଦେବିନାହିଁ। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବଡ…

କନକ ବ୍ୟୁରୋ: ବିହାରରେ ଶାସନ କରୁଥିବା ଜେଡିୟୁରେ କନ୍ଦଳ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବଡ ଘୋଷଣା କରିଛନ୍ତି । ନୀତୀଶ କହିଛନ୍ତି ମରିବା ଯାଏ କେବେହେଲେ ବିଜେପି ସହ ଆସିବେ ନାହିଁ । ସେ ସ୍ପଷ୍ଟ ଭାବେ କହିଛନ୍ତି ମୋତେ ମୃତ୍ୟୁ ପସନ୍ଦ, କିନ୍ତୁ ବିଜେପି ସାଥିରେ ଯିବି ନାହିଁ ।…
Read More...

ଡାକ୍ତର ଚୋରୀ କରିନେଲେ କିଡନୀ… ମୋ ପିଲାମାନଙ୍କର କଣ ହେବ? ବିହାର ମହିଳା ସୁନୀତାଙ୍କ ସଙ୍ଘର୍ଷର କାହାଣୀ

କନକ ବ୍ୟୁରୋ: ଭରସାର ସହ ଯେଉଁଠି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲି ସେଠାରୁ ଚୋରୀ ହୋଇଗଲା କିଡନୀ । ଯେଉଁ ସ୍ୱାମୀ ସୁଖଦୁଃଖରେ ସାଥିରେ ରହିବାର ଭରସା ଦେଇଥିଲା ମଝି ରାସ୍ତାରେ ଛାଡି ସେ କେଉଁଆଡେ ଚାଲିଗଲା । ପାଖରେ ତିନି ତିନିଟି କଅଁଳ ଛୁଆ କେମିତି ତାଙ୍କୁ ନେଇ ଚଳିବି । ମନରେ ଥିବା…
Read More...

କେମିତି ଅଛନ୍ତି ଜୀବନ ନାୟକ ? ନବ ଦାସଙ୍କ ସହ ସମର୍ଥକଙ୍କ ବେକରେ ଘଷି ହୋଇଯାଇଥିଲା ଗୁଳି

କନକ ବ୍ୟୁରୋ : ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ଗୁଳି କରିବା ବେଳେ ଆହାତ ହୋଇଛନ୍ତି ତାଙ୍କର ଜଣେ ସମର୍ଥକ ଜୀବନ କୁମାର ନାୟକ । କୁହାଯାଉଛି ଏଏସଆଇ ଗୋପାଳ ଦାସ ଗୋଟିଏ ଗୁଳି ନବ ଦାସଙ୍କ ଛାତିକୁ ଲକ୍ଷ୍ୟ କରି ମାରିଥିଲେ । ଅନ୍ୟଏକ ଗୁଳି ଜୀବନଙ୍କ ବେକରେ ଘଷି ହୋଇ ଚାଲିଯାଇଥିଲା । ଆହାତ…
Read More...

୨ ଦିନରେ ଆଦାନୀ ଯେତିକି ଧନ ହରାଇଲେ, ସେତିକିରେ ୮ ମାସ ଚଳିଯାଇଥାନ୍ତା ପାକିସ୍ତାନ

କନକ ବ୍ୟୁରୋ: ମାତ୍ର ୨ ଦିନରେ ବିଶ୍ୱର ୩ ନମ୍ବର ଧନୀ ବ୍ୟକ୍ତି ହରାଇଛନ୍ତି ବିପୁଳ ସମ୍ପତ୍ତି, ଯାହା ତାଙ୍କ ପୁରା ନେଟଓର୍ଥର ୫ ପ୍ରତିଶତ । ଫଳରେ ବିଶ୍ୱର ଟପ୍ ୧୦ ଧନୀ ତାଲିକାରୁ ତୃତୀୟରୁ ୭ମ ସ୍ଥାନକୁ ଖସିଆସିଛନ୍ତି ଆଦାନୀ । ୨୦୨୨ରେ ଦୁନିଆଁର ବଡ ବଡ ଧନୀଙ୍କ ଭିତରେ ସବୁଠୁ ଅଧିକ…
Read More...

ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ : ଟ୍ରାଫିକ୍ କ୍ଲିୟରାନ୍ସ ଡ୍ୟୁଟି ଛାଡ଼ି ମନ୍ତ୍ରୀଙ୍କୁ…

କନକ ବ୍ୟୁରୋ : ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ଟ୍ରାଫିକ୍ କ୍ଲିୟରାନ୍ସ ଡ୍ୟୁଟି ଛାଡ଼ି ମନ୍ତ୍ରୀଙ୍କୁ ଏଏସଆଇ ଗୁଳିମାଡ଼ କରିଛନ୍ତି । ମନ୍ତ୍ରୀ ପହଞ୍ଚିବା ପରେ ଡ୍ୟୁଟି ଛାଡି ନବ ଦାସଙ୍କ ପାଖକୁ ଯାଇଥିଲେ । ଦିନ ୧୨ଟା ୧୫ରେ ଗୋପାଳ ମନ୍ତ୍ରୀଙ୍କୁ ଗୁଳିମାଡ କରିଥିଲେ…
Read More...

ନିରଞ୍ଜନ ପୂଜାରୀ ହେଲେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ନବ ଦାସଙ୍କ ଦେହାନ୍ତ ପରେ ନିରଞ୍ଜନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ…

କନକ ବ୍ୟୁରୋ : ନିରଞ୍ଜନ ପୂଜାରୀ ହେଲେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ନବ ଦାସଙ୍କ ଦେହାନ୍ତ ପରେ ଦିଆଗଲା ଅତିରିକ୍ତ ଦାୟିତ୍ୱ, ରାଜ୍ୟପାଳଙ୍କ ସୁପାରିଶ ପରେ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଅର୍ଥମନ୍ତ୍ରୀ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ ନିରଞ୍ଜନ । ଗତକାଲି…
Read More...

ନବ ଦାସଙ୍କୁ ଗୁଳିମାଡ ଘଟଣା : ଗୋପାଳଙ୍କୁ କ୍ରାଇମବ୍ରାଞ୍ଚର ରାତି ଅଧିଆ ଜେରା, ପଚରାଗଲା ୫୦ରୁ ଅଧିକ ପ୍ରଶ୍ନ

କନକ ବ୍ୟୁରୋ : ନବ ଦାସଙ୍କୁ ଗୁଳିମାଡ ଘଟଣାର କାରଣ ଖାଜୁଛନ୍ତି କ୍ରାଇମବ୍ରାଞ୍ଚ । ଗତକାଲି ରାତିରେ ପାଖାପାଖି ୨ ଘଣ୍ଟା ଏଏସ୍ଆଇ ଗୋପାଳକୃଷ୍ଣ ଦାସଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ସୁନ୍ଦରଗଡ ରିଜର୍ଭ ଅଫିସରେ ପଚରାଉଚରା କରାଯାଇଛି । କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ୍ ପଚରାଉଚରା…
Read More...

ସବୁଦିନ ପାଇଁ ଆରପରିକୁ ଚାଲିଯାଉଛନ୍ତି ପ୍ରାଣପ୍ରୀୟ ମଣିଷ! ଧର୍ମପତ୍ନୀଙ୍କ ବିକଳ କାନ୍ଦରେ ଭିଜିଲା ସମସ୍ତଙ୍କ ଆଖି

କନକ ବ୍ୟୁରୋ: କାହିଁକି ଶୋଇଛ! ଉଠ ଉଠ! ତୁମକୁ ଛାଡି ମୁଁ କେମିତି ରହିବି । ମୋତେ ଛାଡିକି କୁଆଡେ ଯାଉଛ । ଉଠ! ତୁମ ବିନା ମୁଁ ପାଗଳ ହୋଇଯିବି । ମୋତେ ଛାଡିକି ଯାଅନି । ଏ ହେଉଛି ନବ ଦସଙ୍କ ପତ୍ନୀଙ୍କ ବୁକୁଫଟା କାନ୍ଦ । ରାଜ୍ୟ ରାଜନୀତିର ଜଣେ ତୁଙ୍ଗ ନେତାଙ୍କୁ ହରାଇ ଆଜି ସମସ୍ତେ ସ୍ତବ୍ଧ…
Read More...