Browsing Category

ନ୍ୟୁଜ୍

ରାଜସ୍ଥାନ ସରକାରଙ୍କ ବଡ ଘୋଷଣା, କରୋନାରେ ପିତାମାତାଙ୍କ ହରାଇଥିବା ପିଲାଙ୍କୁ ମିଳିବ ସରକାରୀ ଚାକିରୀ

କନକ ବ୍ୟୁରୋ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ସେ ଅନେକଗୁଡିଏ ଲୋକହିତକର ଯୋଜନା ଘୋଷଣା କରିବା ସହ କରୋନାରେ ନିଜର ପିତାମାତାଙ୍କୁ ହରାଇ ଅନାଥ ହୋଇଥିବା ପିଲାଙ୍କ ପାଇଁ ଏକ ଭଲ ଘୋଷଣା କରିଛନ୍ତି । ସେ କହିଛନ୍ତି କି…
Read More...

ଚାଷୀଙ୍କୁ ୨୦୦୦ ୟୁନିଟ ଯାଏଁ ମାଗଣା ବିଜୁଳି, ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର: ରାଜସ୍ଥାନ ବଜେଟରେ ଗେହଲଟଙ୍କ ବଡ ଘୋଷଣା

କନକ ବ୍ୟୁରୋ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ବିଧାନସଭାରେ ତୃତୀୟ କାର୍ଯ୍ୟକାଳର ଶେଷ ବଜେଟ୍ ଉପସ୍ଥାପନା କରିଛନ୍ତି । ଏହି ଅବସରରେ ସେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ତେବେ ଗେହଲଟ୍ ପ୍ରଥମ ୮ ମିନିଟ ଯାଏଁ ଗତ ବର୍ଷର ପୁରୁଣା ବଜେଟ୍ ପଢିବା ପରେ ବିଧାନସଭାରେ ହଟ୍ଟଗୋଳ…
Read More...

ସାର, ଆପଣ କେତେ ଥର ଭଲ ପାଇଛନ୍ତି? ରାଜ୍ୟସଭା ସଭାପତିଙ୍କୁ ପ୍ରଶ୍ନ କଲେ ଏହି ସାଂସଦ…

କନକ ବ୍ୟୁରୋ: କଡା ଶବ୍ଦର ବ୍ୟବହାର... ସାଂସଦଙ୍କ ମଧ୍ୟରେ ବିବାଦ ଦେଶର ସଂସଦରେ ଅନେକ ସମୟରେ ଏଭଳି ଚିତ୍ର ଦେଖିବାକୁ ମିଳିଥାଏ । ଅନେକ ଥର କଥା ମାରପିଟ ଯାଏ ମଧ୍ୟ ଆସିଯାଏ । ତେବେ ଭାଲେଣ୍ଟାଇନ ସପ୍ତାହ କାରଣରୁ ସଂସଦରେ ମାହୋଲ ମଧ୍ୟ ଟିକେ ଅଲଗା ରହିଛି । ଲୋକତନ୍ତ୍ରର ମନ୍ଦିରରେ ପାଣିପାଗ…
Read More...

ସମ୍ବଲପୁର କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣା :  ୨୯ ଜଣ ଓକିଲଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଲେ ହାଇକୋର୍ଟ

କନକ ବ୍ୟୁରୋ : ସମ୍ବଲପୁରରେ ଭଙ୍ଗାରୁଜ ଘଟଣାରେ ସମସ୍ତ ଆଇନଜୀବୀଙ୍କୁ ମିଳିଲା ଜାମିନ୍ । ୨୯ ଜଣ ଆଇନଜୀବୀଙ୍କୁ ସର୍ତ୍ତମୂଳକ ଜାମିନ୍ ଦେଲେ ହାଇକୋର୍ଟ । । ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସମ୍ବଲପୁର କୋର୍ଟ ପରିସର ଘଟଣାରେ ଗରିଫ ଆଇନଜୀବୀଙ୍କ ୨୦ଟି ନିୟମିତ ଆବେଦନର  ଶୁଣାଣି…
Read More...

ଭାରତରେ ବିବିସିକୁ ବ୍ୟାନ କରିବାକୁ ହିନ୍ଦୁସେନାର ଆବେଦନ,ସୁପ୍ରିମକୋର୍ଟରେ ଖାରଜ

କନକ ବ୍ୟୁରୋ : ଗୁଜରାଟ ଦଙ୍ଗା ଉପରେ ବିବିସି ତରଫରୁ ପ୍ରସ୍ତୁତ କରାଯାଇଥିବା ଡକ୍ୟୁମେଣ୍ଟାରୀ ସହ ଭାରତରେ ବିବିସିର କାର୍ଯ୍ୟକ୍ରମକୁ ବନ୍ଦ କରିବା ନେଇ ହିନ୍ଦୁସେନା ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ ତରଫରୁ କୁହାଯାଇଛି କି ଏହି ଆବେଦନ ଭୁଲ ଓ ଏହା…
Read More...

ମାଆଙ୍କୁ ମନେ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ : ବାପା ମାଆଙ୍କ ଫଟୋ ପୂଜା କରିବା ପରିବର୍ତ୍ତେ ତାଙ୍କର ଯତ୍ନ…

କନକ ବ୍ୟୁରୋ : ଉତ୍କଳ ମଣ୍ଡପରେ ଭାଷଣ ଦେବା ସମୟରେ ମାଆଙ୍କୁ ମନେପକାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗାନ୍ଧୀଜୀ ଏବଂ ଛତ୍ରପତି ଶିବାଜୀଙ୍କ ଉଦାହରଣ ଦେଇ ରାଷ୍ଟ୍ରପତି କହିଛନ୍ତି ମାତୃକରୁଣା ଜଣେ ବ୍ୟକ୍ତିଙ୍କୁ ଅସାଧାରଣ ପ୍ରତିଭାର ଅଧିକାରୀ କରାଏ । ପିତାମାତା, ଗୁରୁଜନଙ୍କ ସେବା ହିଁ…
Read More...

ଭାରତରେ ରହିଛି ଏଭଳି ଏକ ରାଜ୍ୟ, ଯେଉଁଠି ଯେତେ ରୋଜଗାର କଲେ ବି ଦେବାକୁ ପଡେନାହିଁ ଆୟକର

କନକ ବ୍ୟୁରୋ : ଚଳିତ ବଜେଟ ପରେ ଆୟକରକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । କେନ୍ଦ୍ର ସରକାର ୭ଲକ୍ଷ ବାର୍ଷିକ ରୋଜଗାର ପର୍ଯ୍ୟନ୍ତ ଆୟକରକୁ ଛାଡ କରିଛନ୍ତି । ଏହା ଉପରେ ରୋଜଗାର କରୁଥିବା ଲୋକଙ୍କୁ ବିଭିନ୍ନ ସ୍ଲାବରେ ଆୟକର ଦେବାକୁ ପଡିବ । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ବି…
Read More...

ନବ ଦାସଙ୍କୁ ଗୁଳି କରି ହତ୍ୟା ଘଟଣା : କାହିଁକି ଏପରି ଜଘନ୍ୟକାଣ୍ଡ ଘଟାଇଲେ ଲୋକଙ୍କୁ ଜଣାଇବାକୁ ଚାହୁଁଛନ୍ତି ଗୋପାଳ

କନକ ବ୍ୟୁରୋ : ମଝି ଆକାଶରେ ଉଡୁଥିବା ବେଳେ ମନର କଥା କହିଲେ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରିଥିବା ଅଭିଯୁକ୍ତ ଗୋପାଳ ଦାସ । ସେ କାହିଁକି ଗୁଳି ମାରିଲେ ପ୍ରେସ କନଫରେନସ କରି କହିବାକୁ ଚାହୁଁଥିବା ସୂଚନା ରହିଛି । ବିମାନରେ ଗୋପାଳ ଚଢିବା ପୂର୍ବରୁ ଯେପରି ମନ ଖୋଲି ହସିଥିଲେ ତାହା ବେଶ…
Read More...

ଏଲଆଇସିର ବଡ ଘୋଷଣା, ଆଦାନୀ ଗ୍ରୁପରୁ ପ୍ରତ୍ୟାହାର କରିବନାହିଁ ନିବେଶ

କନକ ବ୍ୟୁରୋ : ହିଣ୍ଡେନବର୍ଗର ରିପୋର୍ଟ ଆସିବା ପରେ ଆଦାନୀ ଗ୍ରୁପରେ ଭାରତୀୟ ଜୀବନ ବୀମା ନିଗମ ନିବେଶ କରିଥିବା ଅର୍ଥକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ଏହାକୁ ନେଇ ଏଲଆଇସି ତରଫରୁ ପ୍ରଥମଥର ପାଇଁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଲଆଇସି ତରଫରୁ ଘୋଷଣା କରାଯାଇଛି କି, ଆଦାନୀ ଗ୍ରୁପରେ…
Read More...

୧୩ ଘଣ୍ଟା ବିଳମ୍ବ ହେଲା ଏୟାର ଇଣ୍ଡିଆ ବିମାନ । ବିମାନ ବନ୍ଦରରେ ରାତି ବିତାଇଲେ ଯାତ୍ରୀ

କନକ ବ୍ୟୁରୋ: ଟ୍ରେନ ବିଳମ୍ବ ହେବା ସାଧାରଣ କଥା । ତେବେ ଯେତେବେଳେ ଆପଣଙ୍କ ଫ୍ଲାଇଟ ବିଲମ୍ବ ହେବ ତାହା ଆପଣଙ୍କୁ ଚିନ୍ତାରେ ପକାଇଦେବ । ବିମାନ ଗୋଟିଏ କି ଦୁଇ ଘଣ୍ଟା ନୁହେଁ ପୂରା ୧୩ ଘଣ୍ଟା ବିଳମ୍ବ ହୋଇଥିଲା । ଶୁକ୍ରବାର ମୁମ୍ବାଇ ବିମାନବନ୍ଦରରେ କିଛି ଏଭଳି ଘଟଣା ସାମ୍ନାକୁ ଆସିଥିଲା ।…
Read More...