Browsing Category

ନ୍ୟୁଜ୍

ଆଜି ନବ ଦାସଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଅନ୍ତିିମ ସଂସ୍କାର : ସ୍ୱତନ୍ତ୍ର ବିମାନରେ ନିଆଯିବ କର୍ମଭୂମି…

କନକ ବ୍ୟୁରୋ : ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ । ଗତକାଲି ରାତିରେ ପୋଷ୍ଟମର୍ଟମ କରାଯାଇଥିଲା । ଆଉ ପୁରା ପୋଷ୍ଟମର୍ଟମ ପ୍ରକ୍ରିୟାର ଭିଡିଓଗ୍ରାଫି କରାଯାଇଛି । ପୋଷ୍ଟମର୍ଟମ ପରେ ନବ ଦାସଙ୍କ ମରଶରୀରକୁ ବିଧାନସଭା ନିଆଯାଇଥିଲା । ସେଠାରେ ତାଙ୍କ ଅନ୍ତିମଦର୍ଶନ କରିଥିଲେ ନେତା । ବର୍ତମାନ…
Read More...

ଗୋଟିଏ ଗୁଳି ନେଇଗଲା ନବଙ୍କ ଜୀବନ: ଶରୀର ଭେଦ କରି ବାହାରି ଯାଇଥିଲା ଗୁଳି

କନକ ବ୍ୟୁରୋ: ଆଜି ଓଡିଶା ଇତିହାସ ପାଇଁ ଏକ ଅପୂରଣୀୟ କ୍ଷତି ଘଟିଛି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ଶୋକରେ ବୁଡି ରହିଛି ସାରା ଓଡିଶା । ନବ ଦାସଙ୍କ ଦେହରେ ଗୋଟିଏ ଗୁଳି ବାଜିଥିଲା । ଯାହା ତାଙ୍କ ଶରୀର ଭେଦ କରି ବାହାରି ଯାଇଥିଲା । ହାର୍ଟ ଓ ବାମପଟ ଫୁସଫୁସକୁ କ୍ଷତାକ୍ତ…
Read More...

ଛାତିରେ ବାଜିଲା ଗୁଳି, ଚିରନିଦ୍ରାରେ ସ୍ୱାସ୍ଥ୍ୟମନ୍ତ୍ରୀ: ସାରା ଓଡିଶା ସ୍ତବ୍ଧ, ସବୁଠି ଶୋକର ଛାୟା

କନକ ବ୍ୟୁରୋ: ସାରା ରାଜ୍ୟ ସ୍ତବ୍ଧ । କେବଳ ରାଜ୍ୟ ନୁହେଁ, ସାରା ଦେଶରେ ଚାଂଚଲ୍ୟ । ଓଡ଼ିଶାର ରାଜନୀତି ଇତିହାସରେ କେବେ ବି ଏପରି ଘଟଣା ଘଟିନଥିଲା । ଦିନଦ୍ୱିପହରେ ପୋଲିସ ଉପସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିଲା । ଆଉ ଏହି ଗୁଳିମାଡରେ ସେ ସବୁଦିନ ପାଇଁ ଆଜି…
Read More...

ମନ୍ତ୍ରୀ ନବ କିଶୋର ଦାସଙ୍କ ଦେହାନ୍ତରେ ଶୋକପ୍ରକାଶ କଲେ ବିଶିଷ୍ଟ ବ୍ୟକ୍ତି। ପରିବାର ପ୍ରତି ଜଣାଇଲେ ସମବେଦନା।

କନକ ବ୍ୟୁରୋ: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ପ୍ରମୁଖ ବ୍ୟକ୍ତି ବିଶେଷ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଟ୍ୱିଟ କରି ଲେଖିଛନ୍ତି,…
Read More...

ନବ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ। ପରିବାର ପ୍ରତି ଜଣାଇଲେ ସମବେଦନା।

କନକ ବ୍ୟୁରୋ: ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ଶୋକ ବାର୍ତ୍ତାରେ ନବୀନ ଲେଖିଛନ୍ତି, ନବଙ୍କ ଦେହାନ୍ତରେ ମୁଁ ମର୍ମାହତ । ତାଙ୍କର ବିୟୋଗ ରାଜ୍ୟ ତଥା ଦଳ ପାଇଁ ଅପୂରଣୀୟ କ୍ଷତି । ଡାକ୍ତରଙ୍କ ଶତ ଚେଷ୍ଟା ପରେ ମଧ୍ୟ…
Read More...

ରାଜ୍ୟ ରାଜନୀତିର ଟାଣୁଆ ନେତା ଥିଲେ ନବ ଦାସ: କଂଗ୍ରେସରୁ ବିଜେଡି ଏମିତି ଥିଲା ରାଜନୈତିକ ପତିଆରା…

କନକ ବ୍ୟୁରୋ: କେତେବେଳେ ପ୍ରତିପତି ତ କେତେବେଳେ ପତିଆରା... ଆଉ କେତେବେଳେ ଶନିଙ୍କୁ ସୁନା କଳସ ଦାନ କରି ଚର୍ଚ୍ଚାରେ ରହୁଥିବା ଝାରସୁଗୁଡା ବିଧାୟକ ଆଉ ନାହାନ୍ତି । ପୋଲିସ ଏଏସଆଇ ଗୋପାଳ ଦାସଙ୍କ ଗୁଳିମାଡରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ବ୍ରଜରାଜନଗରର…
Read More...

ଆପୋଲୋରେ ଆଖିବୁଝିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ମେଡିକାଲ ପକ୍ଷରୁ ଦିଆଗଲା ସୂଚନା ।

କନକ ବ୍ୟୁରୋ: ପରଲୋକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ । ଏନେଇ ଆପୋଲୋ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି । ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ, ମନ୍ତ୍ରୀଙ୍କୁ ଗୁଳିମାଡ ହେବା ପରେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡା ଦେବାଶିଷ ନାୟକଙ୍କ…
Read More...

ଚାଲିଗଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ: ପୋଲିସ ଏଏସଆଇ ଗୋପାଳ ନବଙ୍କ ଛାତିକୁ କରିଥିଲା ଗୁଳି

କନକ ବ୍ୟୁରୋ: ଦୀର୍ଘ ଘଣ୍ଟାର ସଂଘର୍ଷ ପରେ ଶେଷରେ ହାରିଯାଇଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଆଜି ବ୍ରଜରାଜନଗରରେ ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଉଥିବା ବେଳେ ବାଟରେ କର୍ମୀମାନ ତାଙ୍କୁ ସ୍ୱାଗତ କରିଥିଲେ । ଆଉ ଭିଡର ସୁଯୋଗ ନେଇ ପୋଲିସ ଏଏସଆଇ ଗୋପାଳ ମନ୍ତ୍ରୀଙ୍କୁ ଗୁଳିମାଡ…
Read More...

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କାହିଁକି ଗୁଳି କଲେ ଏଏସଆଇ? ଗୋପାଳକୃଷ୍ଣଙ୍କ ଗୁଳି କରିବା ପଛର କାରଣ କ’ଣ?

କନକ ବ୍ୟୁରୋ: ବ୍ରଜରାଜନଗର ଗାନ୍ଧୀ ଛକରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ସେହି ଗାନ୍ଧୀ ଛକ ପୋଲିସ ଆଉଟପୋଷ୍ଟରେ ମୁତୟନ ଏଏସଆଇ ଗୋପାଳକୃଷ୍ଣ ଦାସ ଗୁଳି କରିବା କରିଛନ୍ତି । ଗୋଟିଏ ଗୁଳି ନବ ଦାସଙ୍କ ଛାତିକୁ ଓ ଅନ୍ୟ ଗୋଟିଏ ଗୁଳି ଜଣେ ବିଜେଡି କର୍ମୀଙ୍କ ଉପରକୁ ଚଳାଇଥିଲେ ଗୋପାଳ । ପରେ…
Read More...

ନବ ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ପାଇଁ ଡାକ୍ତରଖାନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପୁଅକୁ ଦେଲେ…

କନକ ବ୍ୟୁରୋ: ଗୁରୁତର ଆହତ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆପୋଲୋ ହସପିଟାଲରେ ଭର୍ତି ହେବା ପୂର୍ବରୁ ହସପିଟାଲରେ ପହଁଚି ସାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଙ୍ଗରେ ଥିଲେ ଫାଇଭ୍-ଟି ସଚିବ ଭିକେ ପାଣ୍ଡିଆନ୍ । ଡାକ୍ତରୀ ଟିମ୍ ନବ ଦାସଙ୍କୁ ଓଟିକୁ ନେଉଥିବା ବେଳେ ଉପସ୍ଥିତ ଥିଲେ…
Read More...