Browsing Category

ନ୍ୟୁଜ୍

ବଲାଙ୍ଗୀରରେ ରହିଛି କି ସୁନାଖଣି? ନଳକୂଅରୁ ହଳଦିଆ ରଙ୍ଗର ଧାତୁ କଣିକା ବାହାରିବା ପରେ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ବଲାଙ୍ଗୀରରେ ଅଛି କି ସୁନାଖଣି ? ଖପ୍ରାଖୋଲ ଥାନା ଅନ୍ତର୍ଗତ ଏକ ଗାଁର ନଳକୂଅରୁ ହଳଦିଆ ରଙ୍ଗର ଧାତୁ କଣିକା ମିଳିବା ପରେ ସୁନା ବାହାରିବା ନେଇ ସନ୍ଦେହ ପ୍ରକାଶ ପାଇଛି । ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲେ ଅଧିକାରୀ । ଆଉ ଏହାର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ଖଣି…
Read More...

ରାଜଧାନୀ ଦିଲ୍ଲୀରେ ପ୍ରଦର୍ଶିତ ହେଲା ବହୁଚର୍ଚ୍ଚିତ ନାଟକ ‘ଆହେ ନୀଳଶଇଳ’ । ମହାପ୍ରଭୁଙ୍କ କାହାଣୀ ଦେଖିଲେ ଦିଲ୍ଲୀବାସୀ…

କନକ ବ୍ୟୁରୋ: ଓଡିଶା ମଞ୍ଚ ଜଗତରେ ଚହଳ ପକାଇଥିବା ବହୁଚର୍ଚ୍ଚିତ ନାଟକ ଆହେ ନୀଳଶଇଳ ପ୍ରଥମଥର ପାଇଁ ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦର୍ଶିତ ହୋଇଛି । ରେଡିଓ ଚକଲେଟ୍ ପ୍ରଡକ୍ସନ ଦ୍ୱାରା ପ୍ରାୟୋଜିତ ଏହି ନାଟକକୁ ନୂଆଦିଲ୍ଲୀ ଓଡିଆ ସମାଜ ପକ୍ଷରୁ ଆୟୋଜିତ ଓଡିଶା ପର୍ବ-୨୦୨୩ ଅବସରରେ ପରିବେଷଣ…
Read More...

ନକଲି ସାର୍ଟିଫିକେଟ ଦେଇ ଅସଲି ଚାକିରି । ଧରାପଡ଼ିଲା ଜାଲିଆତି, ନକଲି ସାର୍ଟିଫିକେଟ ରାକେଟ୍ ଉପରେ ଚଡ଼କ

କନକ ବ୍ୟୁରୋ: ନକଲି ସାର୍ଟିଫିକେଟ୍ ଦେଇ ଅସଲି ଚାକିରି କରିଛନ୍ତି ଯୁବକ । ବଲାଙ୍ଗୀର ଡାକମଣ୍ଡଳ ଅଧୀନରେ ଚାକିରି କରିଥିବା ଏଭଳି ୫ ଜଣଙ୍କ ମୁଣ୍ଡରେ ଏବେ ଝୁଲୁଛି ଖଣ୍ଡା । ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ କିଛି ପୋଷ୍ଟ ଅଫିସ ଆସୁନଥିବା ବେଳେ ଆଉ କିଛି ଫେରାର୍ ହୋଇଯାଇଛନ୍ତି । ବଲାଙ୍ଗୀର…
Read More...

ରାଜଧାନୀରେ ଗର୍ଜିଲା ଜନଜାତି ସୁରକ୍ଷା ମଞ୍ଚ । ପ୍ରକୃତ ଜନଜାତିଙ୍କୁ ଚିହ୍ନଟ କରି ସଂରକ୍ଷଣ ସୁବିଧା ଦେବା ପାଇଁ ତେଜିଲା…

କନକ ବ୍ୟୁରୋ: ଆଜି ରାଜଧାନୀ ଭୁବନେଶ୍ୱରରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଆଦିବାସୀ । ପ୍ରକୃତ ଜନଜାତିଙ୍କୁ ସୁବିଧା-ସୁଯୋଗ ଯୋଗାଇ ଦେବା ପାଇଁ ଗର୍ଜିଛି ଜନଜାତି ସୁରକ୍ଷା ମଞ୍ଚ । ସେହିପରି ନିଜ ସ୍ୱାର୍ଥ ପାଇଁ ଧର୍ମ ପରିବର୍ତ୍ତନ କରୁଥିବା ଜନଜାତି ଲୋକଙ୍କୁ ସଂରକ୍ଷଣ ଓ ସୁବିଧା ନଦେବା ପାଇଁ…
Read More...

ମାଡ଼ିଆସୁଛି ମହାନଦୀ ମହାସଙ୍କଟ । ଶୁଖିଯାଉଛି ଓଡ଼ିଶାର ଜୀବନ ରେଖା । ଟ୍ରିବ୍ୟୁନାଲକୁ ବୟକଟ କରିବା ପାଇଁ ବିଜୟ…

କନକ ବ୍ୟୁରୋ: ମାଡ଼ି ଆସୁଛି ମହାନଦୀ ମହାସଙ୍କଟ । ମହାନଦୀ ପ୍ରସଙ୍ଗ ଉଠାଇ ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ଟ୍ରିବ୍ୟୁନାଲକୁ ଅପେକ୍ଷା ନକରି ଟ୍ରିବ୍ୟୁନାଲକୁ ବୟକଟ୍ କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଜୟ ମହାପାତ୍ର । ରାଜ୍ୟ ସରକାର ଯୁଦ୍ଧକାଳୀନ…
Read More...

ଏପ୍ରିଲରେ ଜାପାନ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡିଶାରେ ପୁଞ୍ଜିନିବେଶ ପାଇଁ ଶିଳ୍ପପତିଙ୍କ ସହ କରିବେ…

କନକ ବ୍ୟୁରୋ: ଆସନ୍ତା ମାସ ପ୍ରଥମ ସପ୍ତାହରେ ଜାପାନ ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ମହତ୍ୱାକାଂକ୍ଷୀ ପରିକଳ୍ପନା ମେକ୍ ଇନ୍ ଓଡ଼ିଶାକୁ ଆହୁରି ବ୍ୟାପକ କରିବା ଏବଂ ପୁଞ୍ଜି ନିବେଶକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଜାପାନ ଯାଉଥିବା ସୂଚନା…
Read More...

ଇନ୍ଦିରାଙ୍କ ସଫଳତା ଦୋହରାଇବେ କି ରାହୁଲ? ସାଂସଦ ପଦ ରଦ୍ଦ ପରେ ବଢିଲା ଚର୍ଚ୍ଚା ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନେଇ ଦଣ୍ଡବିଧାନ ହେବା ଓ ତା ପରେ ତାଙ୍କର ଲୋକସଭା ସଭ୍ୟ ପଦ ଯିବା ପରେ ଜୋର ଧରିଛି ଆକ୍ଷେପ ପ୍ରତିଆକ୍ଷେପ । ଶାସକ ବିଜେପି ଓ କଂଗ୍ରେସ ନେତାମାନଙ୍କ ମଧ୍ୟରେ ଜାରି ରହିଛି ବୟାନବାଜି । ଆଉ ଚର୍ଚ୍ଚାକୁ ଫେରିଛି ପୂର୍ବରୁ ବିଜେପି ନେତା ଓ ରାହୁଲ…
Read More...

ରାହୁଲଙ୍କ ରଣହୁଙ୍କାର । କହିଲେ, ସାଂସଦ ନଥିଲେ ବି କରିବେ ସଂଘର୍ଷ । ଅଭ୍ୟାସଗତ ମିଛୁଆ କହି ବିଜେପିର ପାଲଟା ଆକ୍ରମଣ

କନକ ବ୍ୟୁରୋ: ଲୋକସଭା ସଭ୍ୟ ପଦ ଯିବା ପରେ ରାହୁଲ ଗାନ୍ଧୀଙ୍କ ରଣହୁଙ୍କାର । ସାମ୍ବାଦିକ ସମ୍ମିଳନୀ କରି ସାଂଘାତିକ୍ ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ । କହିଛନ୍ତି, ଲୋକସଭା ସଦସ୍ୟତା ରଦ୍ଦ ପଛରେ ରହିଛି ଷଡଯନ୍ତ୍ର । ଗଣତନ୍ତ୍ର ଉପରେ ଆକ୍ରମଣ ହୋଇଛି । ଗଣତନ୍ତ୍ର ପାଇଁ ସେ ଲଢେଇ କରୁଛନ୍ତି…
Read More...

ଖରା ଆରମ୍ଭରୁ ଉତ୍କଟ ହେଲାଣି ଜଳକଷ୍ଟ । କୋଣାର୍କରେ ପାଣି ପାଇଁ ପର୍ଯ୍ୟଟକ ଅସନ୍ତୋଷ । ପିପିଲି ଓ କୋରାପୁଟରେ ମଧ୍ୟ…

କନକ ବ୍ୟୁରୋ: କୋଣାର୍କ ସୂର୍ଯ୍ୟମନ୍ଦିରରେ ପାଣି ପାଇଁ ଠେଲାପେଲା । ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ । ଆଜି ପ୍ରଚଣ୍ଡ ଖରା ଓ ଗୁଳୁଗୁଳି ଲାଗି ରହିଥିବାବେଳେ ପର୍ଯ୍ୟଟକ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦେଶ ବିଦେଶରୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବାବେଳେ…
Read More...

ଜୀବନ ବିତାଉଛନ୍ତି ବୃଦ୍ଧା ଦମ୍ପତ୍ତି । ବୟସର ଅପରାହ୍ନରେ କିଏ ହେବ ସାହା?

କନକ ବ୍ୟୁରୋ: ବୃଦ୍ଧା ଦମ୍ପତ୍ତିଙ୍କୁ କିଏ ହେବ ସାହାରା? ପୁଅ ଝିଅ ଚାଲିଯିବା ପରେ ଏବେ ବେସାହାରା ଜୀବନ ବିତାଉଛନ୍ତି ବୃଦ୍ଧା ଦମ୍ପତ୍ତି । ଅନୁଗୁଳର ଏହି ବୃଦ୍ଧ ଦମ୍ପତି ୩୦ ବର୍ଷ ହେଲା ପଲିଥିନ୍ ତଳେ ଜୀବନ କାଟୁଥିବା ବେଳେ ବାର୍ଦ୍ଧକ୍ୟଜନିତ ଯନ୍ତ୍ରଣା ତାଙ୍କୁ କଲବଲ କରୁଛି । ତା ସାଙ୍ଗକୁ…
Read More...