Browsing Category

ନ୍ୟୁଜ୍

ଆଜି ପବିତ୍ର ଇଦ୍ : ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଏକ ବଡ ପର୍ବ

କନକ ବ୍ୟୁରୋ : ଆଜି ପବିତ୍ର ଇଦ୍ । ମୁସଲମାନ ଧର୍ମାବଲମ୍ବୀଙ୍କ ପାଇଁ ଏକ ବଡ ପର୍ବ । ଆଜିର ଇଦ୍ ସହ ଶେଷ ହେବ ଦୀର୍ଘ ଏକ ମାସ ଧରି ଚାଲିଥିବା ବ୍ରତ । ଦିନ ବେଳା ଉପବାସ ରହି ସଂଧ୍ୟାରେ ରୋଜା ପାଳନ କରିଆସୁଥିଲେ । ଏହି ରମଜାନ ମାସକୁ ଇସଲାମରେ ସବୁଠାରୁ ପବିତ୍ର ମାସ ବୋଲି କୁହାଯାଏ । ଏହି…
Read More...

ଶରଧାବାଲିରେ ପହଂଚିଲା ତିନି ରଥ

ପୁରୀ ବ୍ୟୁରୋ ,କନକ ନ୍ୟୁଜ୍ : ଚଳଚଂଚଳ ଶ୍ରୀକ୍ଷେତ୍ର । ଅଧାବଟାରେ ଅଟକି ରହିଥିବା ଶ୍ରୀଜିଉଙ୍କ ରଥ ଆଜି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଂଚିଛି । ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଂଚିବା ପରେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ଓ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପହଂଚିଛି । ଆଜି…
Read More...

ପପୁଙ୍କ କାଷ୍ଟିଂ କାଉଚ୍ ମାମଲା : ପୀଡିତାଙ୍କ ବାପାଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ ଜାରି

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପପୁଙ୍କ କାଷ୍ଟିଂ କାଉଚ ମାମଲା । ପୀଡିତାଙ୍କ ବାପାଙ୍କୁ ନୋଟିସ ଜାରି ହୋଇଛି । ଥାନାରେ ହାଜର ହେବା ପାଇଁ ନିର୍ଦେଶ ଦେଇଛି ମହିଳା ଥାନା । ଆଜି କେହି ଘରେ ନଥିବାରୁ ନୋଟିସ ଦିଆଯାଇପାରିଲା ନାହିଁ  । ତେଣୁ ଆସନ୍ତା କାଲି ନୋଟିସ ଦିଆଯିବ  । ଏହା ସହ ‘ସେ…
Read More...

ଗଡିଲା ତିନିରଥ : ଶ୍ରୀମନ୍ଦିର ଗମ୍ଭିରା ଛାଡି ଶରଧାବାଲିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଚଳଚଂଚଳ  ଶ୍ରୀକ୍ଷେତ୍ର । ବଡଦାଣ୍ଡରେ ଗଡିଛି ତିନି ରଥ । ଶ୍ରୀମନ୍ଦିର ଗମ୍ଭିରା ଛାଡି ଶରଧାବାଲିରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ । ବିଭିନ୍ନ ରିତିନୀତି ପରେ ଧାଡି ପହଣ୍ଡିରେ ରଥକୁ ଆସିଲେ ଚତୁର୍ଧା ମୂର୍ତି । ଗଜପତିଙ୍କ ଛେରାପହଁରା ପରେ ରଥରେ ଲାଗିଲେ…
Read More...

ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା ! ଦେଖନ୍ତୁ କିଛି ଅପୂର୍ବ ମୁହୂର୍ତ

କନକ ବ୍ୟୁରୋ : ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା । ବଡଦାଣ୍ଡରେ ମହାପ୍ରଭୁ । ଶରଧାବାଲି ଅଭିମୁଖେ ଗଡି ଚାଲିଛି କାଳିଆ ଠାକୁରଙ୍କ ରଥ । ସାଙ୍ଗରେ ଭଉଣୀ ସୁଭଦ୍ରା ଓ ବଡଭାଇ ବଳଭଦ୍ର । ଘଂଟ, ମୃଦଙ୍ଗ ଓ ହୁଳହୁଳିରେ ଫାଟି ପଡୁଛି ପରିବେଶ । ସବୁ ଭକ୍ତିମୟ । ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ…
Read More...

‘ସେ ନୁହେଁ ମୋ ଝିଅ’ : ବାପାଙ୍କ କମ୍ପ୍ରୋମାଇଜ୍ ପିଟିସନ ପରେ ମା’ଙ୍କ ଚାଂଚଲ୍ୟକର ବୟାନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଜେଲରେ ଥିବା ପପୁଙ୍କୁ ମିଳିବ କି ବେଲ୍ । ଏହି ଚର୍ଚ୍ଚା ଏବେ ଜୋର୍ ଧରିଛି କାରଣ କେସକୁ ଚପାଇ ଦେବାକୁ ୧୫ ଲକ୍ଷ ଟଙ୍କାର ଡିଲ୍ କରିଥିବା ନେଇ ଅଭିଯୋଗ ଆସିବା ପରେ ମାମଲା ଆହୁରି ଜଟିଳ ହୋଇ ପଡିଛି । ପୀଡିତାଙ୍କ ମା’ କହିଛନ୍ତି ମୋ ଝିଅର ୧୬୪ରେ ବୟାନ…
Read More...

ଗଡିଲା ନନ୍ଦିଘୋଷ ରଥ

ପୁରୀ ବ୍ୟୁରୋ , କନକ ନ୍ୟୁଜ୍ : ନନ୍ଦିଘୋଷରେ ପ୍ରଭୁ ଜଗନ୍ନାଥ । ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଗଡିଲା ପରେ , ଏବେ ନନ୍ଦିଘୋଷ ରଥକୁ ଟାଣୁଛନ୍ତି ଭକ୍ତ । ପ୍ରବଳ ଭକ୍ତି ଓ ଉତ୍ସାହ ଭକ୍ତଙ୍କ ମନରେ । ବଡଦାଣ୍ଡ ଉଠୁଛି ପଡୁଛି ହରିବୋଲ ଓ କରତାଳିରେ ।
Read More...

ଗଡିଲା ଦେବୀ ସୁଭଦ୍ରାଙ୍କ ରଥ

ଗଡିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । କିଛି ସମୟ ପୂର୍ବରୁ ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଥିଲା । ତେବେ ଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ଭିତରେ ଠେଲା ପେଲା ଚାଲିଛି ।
Read More...

ଗଡିଲା ତିନି ଠାକୁରଙ୍କ ରଥ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆରମ୍ଭ ହେଲା ରଥ ଟଣା । ଗଡିଲା ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ସହ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ତେବେ ତିନି ଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ଭିତରେ ଠେଲା ପେଲା ଚାଲିଛି । ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଗଡିଲା…
Read More...

ଶେଷ ହେଲା ତିନି ରଥରେ ଛେରା ପହଁରା ନୀତି

ଶେଷ ହେଲା ତିନି ରଥରେ ଛେରା ପହଁରା ନୀତି । ଛେରା ପହଁରା କଲେ ଗଜପତି ମହାରାଜା । ପ୍ରଥମେ ବଳଭଦ୍ରଙ୍କ ରଥ ଛେରା ପହଁରା କରିଥିଲେ ଗଜପତି, ତା ପରେ ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ରଥ ଏବଂ ଶେଷରେ ଦେବୀ ସୁଭଦ୍ରାଙ୍କ ରଥରେ ଛେରା ପହଁରା କରିଥିଲେ ଗଜପତି ମହାରାଜା । ସେପଟେ ଆରମ୍ଭ ହେଲା ରଥ…
Read More...