Browsing Category

ନ୍ୟୁଜ୍

୬ ଦିନ ଧରି ଜଳୁଛି ଖୋର୍ଦ୍ଧା ବଙ୍କାଡ଼ ସରଂକ୍ଷିତ ଜଙ୍ଗଲ । ଗଛପତ୍ର ପୋଡିଯିବା ସହ ଅନେକ ଜୀବଜନ୍ତୁଙ୍କ ଗଲାଣି ଜୀବନ

କନକ ବ୍ୟୁରୋ: ଜଳୁଛି ଜଙ୍ଗଲ । ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ନୀଳାଦ୍ରିପ୍ରସାଦ ପଞ୍ଚାୟତର ବଙ୍କାଡ଼ ସରଂକ୍ଷିତ ଜଙ୍ଗଲ ଜଳୁଛି । ଗତ ୬ ଦିନ ହେଲା ଏହି ଜଙ୍ଗଲ ଜଳୁଥିଲେ ବି ନିଆଁ ଲଭାଇବା ସମ୍ଭବ ହେଉନାହିଁ । ଫଳରେ ବହୁ ଗଛପତ୍ର ପୋଡିଯିବା ସହିତ ଅନେକ ଜୀବଜନ୍ତୁ ନିଆଁ ଆଁରେ ପୋଡି ହୋଇ ପ୍ରାଣ…
Read More...

ସାଇବର ଠକେଇର ଶିକାର ହେଲେ ନବ ଦାସଙ୍କ ଝିଅ ଦୀପାଲି । ଅଇଁଠାପାଲି ଥାନାରେ ଏତଲା

କନକ ବ୍ୟୁରୋ: ସାଇବର ଠକେଇର ଶିକାର ଦୀପାଲି ଦାସ । ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ହେଉଛନ୍ତି ଦୀପାଲି ଦାସ । ମାର୍ଚ୍ଚ ୬ରେ ସେ ସାଇବର ଠକେଇର ଶିକାର ହୋଇଥିବା ଜଣାପଡିଛି । ଏ ନେଇ ସେ ସମ୍ବଲପୁୁର ଅଇଁଠାପଲି ଥାନାରେ ଏତଲା ଦେଇଛନ୍ତି । ଯେଉଁଥିରେ ସେ କହିଛନ୍ତି, ତାଙ୍କ ପାଖକୁ ଏକ ଅଜଣା…
Read More...

ଜାମିନ୍ ଶୁଣାଣି ପୂର୍ବରୁ ମନୀଷ ସିସୋଦିଆଙ୍କୁ ଗିରଫ କଲା ଇଡି । ସେପଟେ ଆଜି ସିବିଆଇ ମାମଲାରେ ଜାମିନ ଆବେଦନର ଶୁଣାଣି

କନକ ବ୍ୟୁରୋ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିିଆ ଇଡି ଦ୍ୱାରା ଗିରଫ ହୋଇଛନ୍ତି । ସିବିଆଇ ଦ୍ୱାରା ଗିରଫ ହୋଇ ତିହାର ଜେଲରେ ଥିବା ସିସୋଦିଆ ଦ୍ୱିତୀୟ ଥର ପାଇଁ ଗିରଫ ହୋଇଛନ୍ତି । ଗୁରୁବାର ଅବକାରୀ ଦୁର୍ନୀତି ମାମଲାରେ ହୋଇଥିବା ଅନିୟମିତତା ଅଭିଯୋଗରେ ମନି ଲଣ୍ଡରିଂ…
Read More...

ଆଜିଠୁ ରାଉରକେଲାରେ ଆରମ୍ଭ ହେଉଛି ହକି ପ୍ରୋ ଲିଗ୍ ମ୍ୟାଚ୍ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ , ପ୍ରଥମ ମ୍ୟାଚରେ ଭାରତ…

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ଏଫ୍ଆଇଏଚ୍ ହକି ପ୍ରୋ-ଲିଗ୍ । ରାଉରକେଲା ବିର୍ଷା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ ଅନ୍ତର୍ଜାତୀୟ ମ୍ୟାଚ । ଭାରତ ଏବଂ ଜର୍ମାନୀ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ । ଆଉ ଏହି ପ୍ରୋ-ଲିଗ ମ୍ୟାଚର ଉଦଘାଟନ କରିବା ସହିତ ମୁଖ୍ୟ ଅତିଥିଭାବେ ନବୀନ ପଟ୍ଟନାୟକ…
Read More...

ଆଜିଠୁ ପୁଣିଥରେ ବିଧାନସଭା ଅଧିବେଶନ ଆରମ୍ଭ: ପୁଣିଥରେ ନବ ଦାସ ହତ୍ୟା ପ୍ରସଙ୍ଗ, ଦରଦାମ ବୃଦ୍ଧି, ବିଦ୍ୟୁତ କାଟ…

କନକ ବ୍ୟୁରୋ: ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନ । ପୁଣିଥରେ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ ସରକାରକୁ ଘେରିପାରନ୍ତି ବିରୋଧୀ । ଦରଦାମ ବୃଦ୍ଧି, ବିଦ୍ୟୁତ କାଟ ପ୍ରସଙ୍ଗ ଉଠାଇ ସରକାରଙ୍କ ଉତ୍ତର ଲୋଡିବ ବୋଲି କହିଛି କଂଗ୍ରେସ । କଂଗ୍ରେସ ବିଧାୟକ ଦଳର ନେତା କହିଛନ୍ତି. ରାଜ୍ୟର…
Read More...

ଆଜିଠୁ ମାଟ୍ରିକ ପରୀକ୍ଷା । ୩ ହଜାର ୨୧୮ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ଜଣ…

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ପ୍ରଥମ ଦିନରେ ପରୀକ୍ଷାର୍ଥୀ ମାତୃଭାଷା ସାହିତ୍ୟ ପରୀକ୍ଷା ଦେବେ । ପ୍ରଥମ ଦିନ ସମସ୍ତ ପରୀକ୍ଷାର୍ଥୀ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇ ସକାଳ ୧୦ ଟାରେ ଶେଷ ହେବ । ମୋଟ୍ ୫ ଲକ୍ଷ…
Read More...

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେ କବିତାଙ୍କ ନାଁ । ପଢନ୍ତୁ, କଣ କହିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଝିଅ ।

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି ବା ବିଆରଏସ ନେତା ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତାଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ହାଜର ହେବା ପାଇଁ ସମନ ପଠାଇଛି । ସେପଟେ କବିତା…
Read More...

ଏଣିକି ଭିକ ମାଗିଲେ ହେବ ଜେଲ୍ । ମାର୍ଚ୍ଚ ୯ ତାରିଖରୁ ଲାଗୁ ହେବ ନିୟମ । ଜାଣନ୍ତୁ, କେଉଁଠି ଜାରି ହେଲା ଏମିତି…

କନକ ବ୍ୟୁରୋ: ଏଣିକି ଭିକ ମାଗିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ସହରର ମୁଖ୍ୟ ରାସ୍ତାରେ ହେଉ କିମ୍ବା ଗଳିକନ୍ଦିରେ ମଧ୍ୟ ଭିକ ମାଗିଲେ ହେବ ଜେଲ । ତେବେ ଏପରି ନିୟମ ଏବେ ମହାରାଷ୍ଟ୍ରର ବିଭିନ୍ନ ସହରରେ ମାର୍ଚ୍ଚ ୯ରୁ ୩୦ ଏପ୍ର୍ରିଲ ଯାଏଁ ଲାଗୁ ହେବ । ଭାରତର ଅଲଗା ଅଲଗା ସହରରେ ଜି-୨୦…
Read More...

ମନୀଷ ସିସୋଦିଆଙ୍କୁ ନେଇ ଥମୁନି ବିବାଦ । ଜେଲ୍ ଭିତରେ ଥିବାବେଳେ, ଟ୍ୱିଟ୍ ବଢାଇଲା ଚର୍ଚ୍ଚା ।

କନକ ବ୍ୟୁରୋ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଆପ୍ ନେତା ମନିଷ ସିସୋଦିଆଙ୍କୁ ନେଇ ଥମୁନି ରାଜନୈତିକ ବିବାଦ । ମନିଷ ସିସୋଦିଆ ଗିରଫ ହେବା ପରେ ଆମ ଆଦମି ପାର୍ଟି ଓ ବିଜେପି ପରସ୍ପର ଉପରେ ସଙ୍ଗୀନ ଅଭିଯୋଗ ଆଣିବାରେ ଲାଗିଛନ୍ତି । ତେବେ ବିଜେପି ପୁଣି ଥରେ ମନିଷ…
Read More...

ବିଶ୍ୱ କିଡନୀ ଦିବସରେ ଉଦବେଗ: କିଡନୀ ରୋଗରେ ଆକ୍ରାନ୍ତ ଗୋଟିଏ ଗାଁ!

କନକ ବ୍ୟୁରୋ: ନୁଆଁଣିଆ ଭଙ୍ଗା ଚାଳଛପର ଘରେ ରହୁଥିବା ଏହି ଲୋକଙ୍କୁ ଦେଖନ୍ତୁ । ଅବୁଝା କାଗଜପତ୍ର ଭିତରୁ ମେଡିକାଲ ରିପୋର୍ଟକୁ ଖୋଜୁଥିବା ଏହି ମହିଳାଙ୍କ ଉପରେ ନଜର ପକାନ୍ତୁ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଦୁଷିତ ପାଣି ଓ ଅପରିସ୍କାର ପରିବେଶ ଯୋଗୁଁ କିଡ୍ନୀ ରୋଗରେ ଆକ୍ରନ୍ତ ଗୋଟିଏ ଗାଁ ।…
Read More...