Browsing Category

ନ୍ୟୁଜ୍

କର୍ଣ୍ଣାଟକବାସୀଙ୍କ ପାଇଁ କଂଗ୍ରେସର ପ୍ରତିଶ୍ରୁତି ବର୍ଷା । ୨ ଶହ ୟୁନିଟ୍ ମାଗଣା ବିଜୁଳି, ଘରର ମହିଳା ମୁଖ୍ୟଙ୍କୁ ୨…

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା କଂଗ୍ରେସ । ମଙ୍ଗଳବାର ଦଳପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ସହିତ ଲୋକମାନଙ୍କୁ ୨ ଶହ ୟୁନିଟ୍ ମାଗଣା ବିଜୁଳି ଏବଂ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଦେବାକୁ…
Read More...

ତିହାର ଜେଲରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆକୁ ଆକ୍ରମଣ : ହସ୍ପିଟାଲରେ ଚିକିତ୍ସାଧୀନ ବେଳେ ଚାଲିଗଲା ଜୀବନ

କନକ ବ୍ୟୁରୋ : ଜେଲ୍ ଭିତରେ ଗ୍ୟାଙ୍ଗୱାର । ତିହାର ଜେଲରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଆଉ ପରେ ହତ୍ୟା । ଏହି ଆକ୍ରମଣରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି । ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିଲ । । ତାକୁ ଚିକିତ୍ସା ପାଇଁ ତୁରନ୍ତ…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜିଲ୍ଲାପାଳ : ବାହାଘରରେ ମନୁଖସି ନାଚିଲେ ଉଭୟ ବର କନ୍ୟା

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜିଲ୍ଲାପାଳ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟରେ ବିବାହ ହୋଇଛି । ଗୁଆହାଟୀର ଏକ ତାରକା ହୋଟେଲରେ ଉଭୟଙ୍କ ମଧ୍ୟରେ ବାହାଘର ଶେଷ ହୋଇଛି । ବର ବେଶରେ ବେଶ୍ ନାଚିଥିଲେ ଜିଲ୍ଲାପାଳ ଚଞ୍ଚଳ ରଣା…
Read More...

ଆମେରିକାର ଦାବି; ଋଷ-ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ହରାଇଲେଣି ୨୦ ହଜାର ଋଷ ସୈନିକ, ୮୦ ହଜାର ଆହତ ।

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ୍ ଭିତରେ ଜାରି ରହିଥିବା ଯୁଦ୍ଧକୁ ନେଇ ବଡ ବୟାନ ଦେଇଛି ଆମେରିକାର । ହ୍ୱାଇଟ୍ ହାଉସ୍ ଦାବି କରିଛି ଯେ, ଗତ ୫ ମାସ ଭିତରେ ଯୁଦ୍ଧରେ ଋଷର ବଡ କ୍ଷତି ଘଟିଛି । ଗତ ୫ ମାସ ଭିତରେ ଋଷର ୨୦ ହଜାରରୁ ଅଧିକ ସୈନିକ ଯୁଦ୍ଧରେ ମୃତ୍ୟୁବରଣ କରିଥିବାବେଳେ, ୮୦ ହଜାର ସୈନିକ…
Read More...

ମେ’ ମାସରେ ଆସିବ କି ବାତ୍ୟା ? ଆକଳନ କରୁଛନ୍ତି ବିଭିନ୍ନ ମଡେଲ; ମେ’ ୫ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ

କନକ ବ୍ୟୁରୋ : ମେ’ ମାସରେ ଆସିବ କି ବାତ୍ୟା ? ବାତ୍ୟା ନେଇ ଆଶଙ୍କା ଘନେଇବାରେ ଲାଗିଛି । ହେଲେ ପୂର୍ବ ଆକଳନରେ କୌଣସି ପରିବର୍ତ୍ତନ କରାଯାଇନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଇଏମଡିର ସୂଚନା ଅନୁସାରେ ମେ’ ୫ ତାରିଖ ଆଡକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଦକ୍ଷିଣ…
Read More...

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଏଣିକି ଜଣେ ବ୍ୟକ୍ତି ନେଇପାରିବେ…

କନକ ବ୍ୟୁରୋ : ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଜଣେ ବ୍ୟକ୍ତି କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଗୋଟିଏ ପ୍ଲଟ ନେଇପାରିବେ ।…
Read More...

ପୁଣି ମୁହାଁମୁହିଁ ହେଲେ କୋହଲି-ଗମ୍ଭୀର । ପଡିଆ ମଝିରେ କଥା କଟାକଟି । ଆକ୍ସନ ନେଲା ମ୍ୟାନେଜମେଣ୍ଟ, କଟିଲା ମ୍ୟାଚ୍…

କନକ ବ୍ୟୁରୋ: ଆଇପିଏଲ୍ ପଡିଆ ମଝିରେ ପୁଣି ମୁହାଁମୁହିଁ ହୋଇଛନ୍ତି ଭାରତର ଦୁଇ ଭେଟେରାନ୍ କ୍ରିକେଟ୍ ଖେଳାଳି ବିରାଟ କୋହଲି ଆଉ ଗୌତମ ଗମ୍ଭୀର । ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଆଉ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍ ବେଳେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି । ଯେଉଁଥିରେ କଥା…
Read More...

ଏପ୍ରିଲରେ ଜିଏସଟି ଆଦାୟରେ ସର୍ବାଧିକ ରେକର୍ଡ : ୧.୮୭ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗୃହୀତ

କନକ ବ୍ୟୁରୋ : ଗତ ଏପ୍ରିଲ ମାସରେ ଦେଶରେ ସାମଗ୍ରୀ ଓ ସେବା ଟିକସ ବା ଜିଏସଟି ଆଦାୟରେ ଇତିହାସ ସୃଷ୍ଟି ହୋଇଛି । ଏପ୍ରିଲରେ ଜିଏସଟି ଆଦାୟ ବାର୍ଷିକ ୧୨ ପ୍ରତିଶତ ବୃଦ୍ଧି ପାଇ ୧ ଲକ୍ଷ ୮୭ ହଜାର କୋଟିରେ ପହଞ୍ଚିଛି । ଗତ ବର୍ଷ ଏପ୍ରିଲ ମାସରେ ଜିଏସଟି ଆଦାୟ ୧ ଲକ୍ଷ ୬୮ ହଜାର କୋଟି ରହିଥିଲା ।…
Read More...

ନାକ୍ ଗ୍ରେଡରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ : ‘ଏ ପ୍ଲସ’ରୁ ଏ ତଳକୁ ଖସିଲା ମାନ୍ୟତା

କନକ ବ୍ୟୁରୋ : ନାକ୍ ଗ୍ରେଡରେ ତଳକୁ ଖସିଲା ଉତ୍କଳ ବିଶ୍ୱବିଦ୍ୟାଳୟ ମାନ୍ୟତା । ‘ଏ ପ୍ଲସ’ ମାନ୍ୟତାରୁ ଖସି ‘ଏ’ରେ ପହଞ୍ଚିଛି ଉତ୍କଳ ବିଶ୍ୱବିଦ୍ୟାଳୟ । ୩ ପଏଣ୍ଟ ୧୬ ସ୍କୋର ସହ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଛି ଏ ଗ୍ରେଡ୍ । ୨୦୧୬ରେ ୩ ପଏଣ୍ଟ ୫୩ ସ୍କୋର ସହ ‘ଏ ପ୍ଲସ’ ମାନ୍ୟତା ପାଇଥିଲା…
Read More...

ପୁଣି ସାମ୍ନାକୁ ଆସିଲା କୋହଲି ଓ ଗମ୍ଭୀରଙ୍କ ତିକ୍ତ ସମ୍ପର୍କର ପ୍ରମାଣ : ଆଇପିଏଲ ମ୍ୟାଚ୍ ପରେ ଉଭୟଙ୍କ ମଧ୍ୟରେ…

କନକ ବ୍ୟୁରୋ : ବିରାଟ କୋହଲି ଓ ଗୌତମ ଗମ୍ଭୀର । ଭାରତୀୟ କ୍ରିକେଟର ଦୁଇ ବଡ଼ ନାଁ । ହେଲେ ଏମାନଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ରହିଥିବାର ଚର୍ଚ୍ଚା ହୋଇଥାଏ । ଏହାର ପୁଣି ଏକ ପ୍ରମାଣ ମିଳିଛି । ଆଇପିଏଲ ମ୍ୟାଚ୍ ବେଳେ ବିରାଟ କୋହଲି ଓ ଗୌତମ ଗମ୍ଭୀରଙ୍କ ମଧ୍ୟ ରେ କଥା କଟାକଟି ହେଉଥିବା…
Read More...