Browsing Category

ନ୍ୟୁଜ୍

ଆଜି ରାଜ୍ୟର ୪ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା : ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 

କନକ ବ୍ୟୁରୋ : ଆଜି ମଧ୍ୟ କାଳବୈଶାଖୀ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ବିଶେଷକରି ୪ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡ଼ିକ ହେଲେ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି । ଏହି ସବୁ ଜିଲ୍ଲାରେ ଝଡ଼ପବନ ସହ ଘଡ଼ଘଡ଼ି ଓ ବର୍ଷା ହେବାର ସମ୍ଭାବନା…
Read More...

ସମ୍ବଲପୁର ହିଂସାକାଣ୍ଡ : ସ୍ଥିତି ପରିଖିବେ ବିଜେପି କେନ୍ଦ୍ରୀୟ ଟିମ୍; ଆଜି ହିସାଂକାଣ୍ଡ ଅଞ୍ଚଳ ବୁଲି ଦେଖିବା ପରେ…

କନକ ବ୍ୟୁରୋ : ହନୁମାନ ଜୟନ୍ତୀ ଅବସରରେ ସମ୍ବଲପୁରରେ ହୋଇଥିବା ହିଂସାକାଣ୍ଡର ସ୍ଥିତି ପରଖିବାକୁ ପହଁଚିଛନ୍ତି ରାଜ୍ୟସଭା ସାଂସଦ ବ୍ରିଜ ଲାଲଙ୍କ ନେତୃତ୍ୱରେ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଟିମ୍ । ଆଜି ଏହି ଟିମ୍ ହିଂସାକାଣ୍ଡ ଘଟିଥିବା ଅଞ୍ଚଳ ବୁଲି ଦେଖିବ । ଏହାସହ କାହିଁକି ଏପରି କାଣ୍ଡ…
Read More...

ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ । ନିୟମ କରୁଛନ୍ତି ସରକାର, ହେଲେ ମାନୁନାହାନ୍ତି ଦୋକାନୀ

କନକ ବ୍ୟୁରୋ: ଓଡ଼ିଶାର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମ ଫଳକ ଲେଖିବାକୁ ବାଧ୍ୟ । କିନ୍ତୁ ଆଜି ବି ଅଧିକାଂଶ ଦୋକାନରେ ଇଂରାଜୀରେ ନାମ ଫଳକ ଲେଖାଯାଇଛି । କିଛି ପ୍ରତିଷ୍ଠାନ ଧର୍ମକୁ ଆଖିଠାର ମାରିବା ଭଳି ଛୋଟ ଛୋଟ ଓଡ଼ିଆ ଅକ୍ଷରରେ ଲେଖି କାମ ସାରି ଦେଇଛନ୍ତି । ହେଲେ ବଡ଼…
Read More...

ଅଙ୍ଗନବାଡି କେନ୍ଦ୍ରକୁ ଉନ୍ନୀତ ହେଲେ ୨୮୩୬ ମିନି ଅଙ୍ଗନବାଡି କେନ୍ଦ୍ର । ବାର୍ଷିକ ଅତିରିକ୍ତ ୧୮.୭୫ କୋଟି ଟଙ୍କା ବହନ…

କନକ ବ୍ୟୁରୋ: ରାଜ୍ୟର ୨୮୩୬ ମିନି ଅଙ୍ଗନବାଡିକୁ ଉନ୍ନୀତ କରାଯାଇ ଅଙ୍ଗନବାଡି କେନ୍ଦ୍ରରେ ରାଜ୍ୟ ସରକାର ପରିଣତ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କୀତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ଶିଶୁ ଓ ମହିଳା ମାନଙ୍କ ସ୍ବାସ୍ଥ୍ୟ ଓ ସଚେତନତା ପାଇଁ…
Read More...

ଅପକମିଂ ଫିଲ୍ମ ଦ କେରଳ ଷ୍ଟୋରୀକୁ ନେଇ ରାଜନୀତି: କେରଳର ଭାବମୂର୍ତି ଖରାପ ପାଇଁ ବିଜେପି ଷଡଯନ୍ତ୍ର କରୁଥିବା କହିଲେ…

କନକ ବ୍ୟୁରୋ: ଫିଲ୍ମ କାଶ୍ମୀର ଫାଇଲ୍ସ ପରେ ଏବେ ସେଭଳି ବିବାଦକୁ ଆସିଛି ଫିଲ୍ମ ଦି କେରଲା ଷ୍ଟୋରୀ । ମେ ୫ରେ ରିଲିଜ ହେବାକୁ ଥିବା ଏହି ସିନେମାକୁ ବ୍ୟାନ୍ କରିବାକୁ ଦାବି କରିଛି କଂଗ୍ରେସ । କଂଗ୍ରେସ ନେତା ଶଶୀ ଥରୁରୁ ଓ ମୁଖ୍ୟମନ୍ତ୍ରୀ ପି ବିଜୟନ ଏହାକୁ ବିରୋଧ କରିଥିବା ବେଳେ ଏବେ କେରଳ…
Read More...

ପରୀକ୍ଷାରେ ଫେଲ ହେଲେ, ଆତ୍ମହତ୍ୟା କଲେ: ୪୮ଘଂଟାରେ ୧୦ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

କନକ ବ୍ୟୁରୋ: ଆନ୍ଧ୍ରପ୍ରଦେଶରେ ଦୁଇଦିନ ଭିତରେ ୧୦ଜଣ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଏବେ ପୂରା ରାଜ୍ୟକୁ ଦୋହଲାଇ ଦେଇଛି । ପରୀକ୍ଷାରେ ଫେଲ ହେବା ଯୋଗୁଁ ଏମାନେ ଆତ୍ମହତ୍ୟା କରିଥିବା ଜଣାପଡିଛି । ନିକଟରେ ଦ୍ୱାଦଶ ଶ୍ରେଣୀର ପରିକ୍ଷାଫଳରେ କିଏ ଫେଲ ହୋଇଥିଲେ ତ ପୁଣି କିଏ କମ ମାର୍କ…
Read More...

ଅଭ୍ୟାସଗତ ମଦ୍ୟପ ପୁଲିସବାବୁଙ୍କ ପାଇଁ ଆସାମ ସରକାରଙ୍କ କଡ଼ା ଆଭିମୁଖ୍ୟ: ୩୦୦ଶହ ପୁଲିସ କର୍ମଚାରୀଙ୍କୁ ଦିଆଯିବ…

କନକ ବ୍ୟୁରୋ: ଅଭ୍ୟାସଗତ ମଦ୍ୟପ ପୁଲିସ ଅଧିକାରଙ୍କ ପାଇଁ ଆସାମ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।ଯଦି ପୁଲିସବାବୁ ନିଜର ଏହି ବଦଅଭ୍ୟାସ ନଛାଡିବେ ତେବେ ସେମାନଙ୍କୁ ଦିଆଯିବ ସ୍ୱେଚ୍ଛାକୃତ ଅବସର । ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ନିର୍ଦ୍ଦେଶ ଜାରି କରିଛନ୍ତି ।…
Read More...

ବିଶ୍ୱ ପାଇଁ ବଡ ବିପଦ ଆଣିପାରେ ସୁଦାନ: ଗୃହଯୁଦ୍ଧ ପାଇଁ ବ୍ୟାପିପାରେ ମହାମାରୀ, ସର୍ତକ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ…

କନକ ବ୍ୟୁରୋ: ଅସ୍ତ୍ରବିରତି ପରେ ପୁଣି ଥରେ ଆରମ୍ଭ ହୋଇଯାଇଛି ସୁଦାନରେ ଗୃହଯୁଦ୍ଧ । ସେନା ଓ ଅର୍ଦ୍ଧସାମରିକ ବଳ ମଧ୍ୟରେ ଆଣବିକ ଅସ୍ତ୍ରର ପ୍ରୟୋଗ ଓ ଗୁଳିମାଡ ଜାରି ରହିଛି । ଏଥିରେ ୫୦୦ରୁ ଅଧିକ ଲୋକେ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଆହତ ହେଲେଣି । ସେପଟେ ଏହାରି ଭିତରେ ଚିନ୍ତାଜନକ…
Read More...

ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ବଡ ଖବର: ୟୁକ୍ରେନ ଉପରେ ଘନ ଘନ ମିସାଇଲ ଓ ରକେଟ ମାଡ କରୁଛି କ୍ରେମଲିନ

କନକ ବ୍ୟୁରୋ: ଥମିବାର ନାଁ ନେଉନି ରୁଷ-ୟୁକ୍ରେନ ଯୁଦ୍ଧ । ସୋମବାର ରୁଷ ପକ୍ଷରୁ ୟୁକ୍ରେନ ଉପରେ ହୋଇଛି ବଡ ଧରଣର ମିସାଇଲ ଆକ୍ରମଣ । ୟୁକ୍ରେନ ସୀମାନ୍ତରେ ଥିବା ବ୍ରିୟନକ୍ସ୍ସ ଅଂଚଳରେ ଏକ ମାଲବାହୀ ଟ୍ରେନ ଉପରେ ହୋଇଛି ମିଜାଇଲ ଆକ୍ରମଣ । ଏଥିସହ ମେକାଲାଇବ ସହରରେ ଥିବା ବଡ ବଡ ଅଟ୍ଟାଳିକା…
Read More...

କର୍ଣ୍ଣାଟକ ନିର୍ବାଚନ ପାଇଁ କଂଗ୍ରେସର ନୂଆ ଅଭିଯାନ କ୍ରାଏ ପିଏମ: କ୍ୟୁଆର କୋର୍ଡରେ ମୋଦୀଙ୍କ କାନ୍ଦୁଥିବା ଫଟୋ ଟୁଇଟ…

କନକ ବ୍ୟୁରୋ: କର୍ଣ୍ଣାଟକରେ କଂଗ୍ରେସ ଆରମ୍ଭ କରିଛି ‘କ୍ରାଏପିଏମ’ କ୍ୟାମ୍ପେନ । କଂଗ୍ରେସ ନିଜ ଅଫିସିଆଲ ଟୁଇଟ ପେଜରେ କିଛି ଫଟୋ ପୋଷ୍ଟ କରି ବିଜେପିକୁ ଟାର୍ଗେଟ କରିଛି । ପ୍ରଧାନମନ୍ତ୍ରୀ ମୋଦି କାନ୍ଦୁଥିବା ଫଟୋକୁ କ୍ୟୁାଆର କୋର୍ଡ ସହ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏହି ଫଟୋ ବେଶ…
Read More...