Browsing Category

ନ୍ୟୁଜ୍

ସ୍ୱାଧୀନତା ସଂଗ୍ରାମୀ ନିଶାକର ଦାସଙ୍କ ପରଲୋକ : ସର୍ବୋଦୟ ଆନ୍ଦୋଳନରେ ଥିଲେ ସାମିଲ

କନକ ବ୍ୟୁରୋ : ପରଲୋକରେ ସ୍ୱାଧୀନତା ସଂଗ୍ରାମୀ ତଥା ଭୁଦାନ ଆନ୍ଦୋଳନର ଅନ୍ୟତମ ନେତା ନିଶାକର ଦାସ । ଭୋର ୫ଟା ୩୦ ସମୟରେ କୋରାପୁଟର ପାଡୁଆ ସ୍ଥିତ କୁଲାବିର ଆଶ୍ରମରେ ତାଙ୍କ ଦେହାନ୍ତ ହୋଇଛି । ୧୦୨ ବର୍ଷରେ ଆଖି ବୁଜିଛନ୍ତି ସ୍ୱାଧୀନତା ସଂଗ୍ରାମୀ । ଯାଜପୁର ଜିଲ୍ଲାର ସିଂହପୁର ଗାଁରେ ଏକ…
Read More...

ଗୋଟିଏ ଦିନ ୱାର୍ଡରେ : ଲୋକଙ୍କ ସମସ୍ୟା ବୁଝିବା ପାଇଁ ସୁନ୍ଦରପଦାର ଏକ ୱାର୍ଡରେ ପହଞ୍ଚିଲେ ମେୟର ଓ ବିଏମସି କମିଶନର

କନକ ବ୍ୟୁରୋ : ଗୋଟିଏ ଦିନ ୱାର୍ଡରେ । ଲୋକଙ୍କ ସମସ୍ୟା ବୁଝିବା ପାଇଁ ସୁନ୍ଦରପଦାର ଏକ ୱାର୍ଡରେ ପହଞ୍ଚିଲେ ମେୟର ଓ ବିଏମସି କମିଶନର । ଲୋକଙ୍କ ନିକଟକୁ ସମସ୍ୟା ଶୁଣିବାକୁ ପହଞ୍ଚିଲେ ମେୟର । ଲୋକେ ତାଙ୍କ ସମସ୍ୟା ମଧ୍ୟ କହିଥିଲେ । ଡ୍ରେନଠୁ ନେଇ ଓପନ ଜୀମ ପର୍ଯ୍ୟନ୍ତ ସବୁ ସମସ୍ୟା କଥା…
Read More...

ମହାନଦୀ ଜଳ ବିବାଦ ମାମଲା : କୋରବା ଜିଲ୍ଲାରେ କ୍ଷେତ୍ର ପରିଦର୍ଶନ କଲେ ଟ୍ରିବ୍ୟୁନାଲ ସଦସ୍ୟ

କନକ ବ୍ୟୁରୋ : ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ରେ ଟ୍ରିବ୍ୟୁନାଲ ଟିମ୍ । ଟ୍ରିବ୍ୟୁନାଲ ସଦସ୍ୟଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନର ଆଜି ତୃତୀୟ ଦିନ । ଆଜି ଟିମ୍ କୋରବା ଜିଲ୍ଲାରେ ପହଞ୍ଚିଛି । ହସଦେବ ନଦୀ ନିରୀକ୍ଷଣ କରୁଛନ୍ତି ଟିମ୍ । କୋରବା ଜିଲ୍ଲାପାଳ, ଜଳ ସମ୍ପଦ ବିଭାଗର…
Read More...

ଝୋଟ କାରଖାନାରେ ପଡିଲା ତାଲା : ରୋଜଗାର ହରାଇଲେ ୧୫୦୦ ଶ୍ରମିକ

କନକ ବ୍ୟୁରୋ : ରୋଜଗାର ହରାଇଲେ ୧୫୦୦ ଶ୍ରମିକ । କାରଖାନା ବନ୍ଦ ହୋଇଯିବାରୁ ଜୀବିକା ହରାଇଛନ୍ତି ଶ୍ରମିକମାନେ । ଢ଼େଙ୍କାନାଳ ଷ୍ଟେସନ ବଜାର ଅଞ୍ଚଳରେ ଥିବା କଳିଙ୍ଗ ଝୋଟ କାରଖାନାରେ ତାଲ ପଡ଼ିଛି । କାରଖାନାରେ କାମ କରୁଥିବା ୧୫୦୦ କର୍ମଚାରୀ ଚାକିରି ହରାଇଛନ୍ତି । ହଠାତ କମ୍ପାନୀରେ ତାଲା…
Read More...

କର୍ଣ୍ଣାଟକବାସୀଙ୍କ ପାଇଁ କଂଗ୍ରେସର ପ୍ରତିଶ୍ରୁତି ବର୍ଷା । ୨ ଶହ ୟୁନିଟ୍ ମାଗଣା ବିଜୁଳି, ଘରର ମହିଳା ମୁଖ୍ୟଙ୍କୁ ୨…

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କଲା କଂଗ୍ରେସ । ମଙ୍ଗଳବାର ଦଳପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ସହିତ ଲୋକମାନଙ୍କୁ ୨ ଶହ ୟୁନିଟ୍ ମାଗଣା ବିଜୁଳି ଏବଂ ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ ମାସିକ ୨ ହଜାର ଟଙ୍କା ଲେଖାଏଁ ଦେବାକୁ…
Read More...

ତିହାର ଜେଲରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆକୁ ଆକ୍ରମଣ : ହସ୍ପିଟାଲରେ ଚିକିତ୍ସାଧୀନ ବେଳେ ଚାଲିଗଲା ଜୀବନ

କନକ ବ୍ୟୁରୋ : ଜେଲ୍ ଭିତରେ ଗ୍ୟାଙ୍ଗୱାର । ତିହାର ଜେଲରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଆଉ ପରେ ହତ୍ୟା । ଏହି ଆକ୍ରମଣରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି । ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିଲ । । ତାକୁ ଚିକିତ୍ସା ପାଇଁ ତୁରନ୍ତ…
Read More...

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜିଲ୍ଲାପାଳ : ବାହାଘରରେ ମନୁଖସି ନାଚିଲେ ଉଭୟ ବର କନ୍ୟା

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଜିଲ୍ଲାପାଳ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ମଧ୍ୟରେ ବିବାହ ହୋଇଛି । ଗୁଆହାଟୀର ଏକ ତାରକା ହୋଟେଲରେ ଉଭୟଙ୍କ ମଧ୍ୟରେ ବାହାଘର ଶେଷ ହୋଇଛି । ବର ବେଶରେ ବେଶ୍ ନାଚିଥିଲେ ଜିଲ୍ଲାପାଳ ଚଞ୍ଚଳ ରଣା…
Read More...

ଆମେରିକାର ଦାବି; ଋଷ-ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ହରାଇଲେଣି ୨୦ ହଜାର ଋଷ ସୈନିକ, ୮୦ ହଜାର ଆହତ ।

କନକ ବ୍ୟୁରୋ: ଋଷ ଓ ୟୁକ୍ରେନ୍ ଭିତରେ ଜାରି ରହିଥିବା ଯୁଦ୍ଧକୁ ନେଇ ବଡ ବୟାନ ଦେଇଛି ଆମେରିକାର । ହ୍ୱାଇଟ୍ ହାଉସ୍ ଦାବି କରିଛି ଯେ, ଗତ ୫ ମାସ ଭିତରେ ଯୁଦ୍ଧରେ ଋଷର ବଡ କ୍ଷତି ଘଟିଛି । ଗତ ୫ ମାସ ଭିତରେ ଋଷର ୨୦ ହଜାରରୁ ଅଧିକ ସୈନିକ ଯୁଦ୍ଧରେ ମୃତ୍ୟୁବରଣ କରିଥିବାବେଳେ, ୮୦ ହଜାର ସୈନିକ…
Read More...

ମେ’ ମାସରେ ଆସିବ କି ବାତ୍ୟା ? ଆକଳନ କରୁଛନ୍ତି ବିଭିନ୍ନ ମଡେଲ; ମେ’ ୫ ବେଳକୁ ସୃଷ୍ଟି ହୋଇପାରେ ଲଘୁଚାପ

କନକ ବ୍ୟୁରୋ : ମେ’ ମାସରେ ଆସିବ କି ବାତ୍ୟା ? ବାତ୍ୟା ନେଇ ଆଶଙ୍କା ଘନେଇବାରେ ଲାଗିଛି । ହେଲେ ପୂର୍ବ ଆକଳନରେ କୌଣସି ପରିବର୍ତ୍ତନ କରାଯାଇନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଇଏମଡିର ସୂଚନା ଅନୁସାରେ ମେ’ ୫ ତାରିଖ ଆଡକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଦକ୍ଷିଣ…
Read More...

ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ : ଏଣିକି ଜଣେ ବ୍ୟକ୍ତି ନେଇପାରିବେ…

କନକ ବ୍ୟୁରୋ : ଇଚ୍ଛାଧୀନ କୋଟାରେ ସରକାରୀ ଜାଗା ନେବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଏକାଧିକ ପ୍ଲଟ ନେବା ଉପରେ ରୋକ୍ ଲଗାଇଛନ୍ତି ହାଇକୋର୍ଟ । ଜଣେ ବ୍ୟକ୍ତି କୌଣସି ଉନ୍ନୟନ କର୍ତ୍ତୃପକ୍ଷଙ୍କଠାରୁ ଗୋଟିଏ ପ୍ଲଟ ନେଇପାରିବେ ।…
Read More...