Browsing Category

ନ୍ୟୁଜ୍

ଆରଡିସି ସ୍ତରରେ ଅଦଳବଦଳ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ।

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭାସ୍କରଜ୍ୟୋତି ଶର୍ମା ହେଲେ ଉତରାଂଚଳ ଆରଡିସି । ଦକ୍ଷିଣାଚଂଳ ଆରଡିସି ଥିଲେ ଭାସ୍କରଜ୍ୟୋତି । କେନ୍ଦ୍ରାଂଚଳ ଆରଡିସି ଏ.ବି. ଓତାଙ୍କୁ ଦକ୍ଷିଣାଚଂଳର ଅତିରିକ୍ତ ଦାୟିତ୍ୱ ।
Read More...

ତାରା ଦତ ଇନ୍ଦୁଲତା ମାମଲାରେ ପୂର୍ଣ୍ଣଚ୍ଚେଦ୍ ଟାଣିଲେ ମହିଳା କମିଶନ : ମାନବାଧିକାର କମିଶନ ଯିବେ ଇନ୍ଦୁଲତା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହିଳା କମିଶନରେ ଥିବା ମାମଲାରୁ ବରିଷ୍ଠ ଆଇଏଏସ ତାରା ଦତଙ୍କୁ ସାମୟିକ ଆଶ୍ୱସ୍ତି । କାରଣ ତାରା ଦତ- ଇନ୍ଦୁଲତା ବିବାଦ ମାମଲା ବନ୍ଦ କରିଛନ୍ତି ମହିଳା କମିଶନ । ଏନେଇ ଇନ୍ଦୁଲତାଙ୍କୁ ଚିଠି ଲେଖି ଜଣାଇଛନ୍ତି କମିଶନ । ମହିଳା କମିଶନଙ୍କ ଚିଠି ପରେ କଣ…
Read More...

ଖୋର୍ଦ୍ଧାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ସ୍କର୍ପିଓ ଓ ଟ୍ରକ ମୁହାଁମୁହିଁ ଧକ୍କା, ୩ ମୃତ, ୬ ଆହତ

ଖୋର୍ଦ୍ଧା : ଖୋର୍ଦ୍ଧା ବଡପୋଖରୀଆ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି । ସ୍କର୍ପିଓ ଓ ଟ୍ରକ ମଧ୍ୟରେ ମୁହାମୁହିଁ ଧକ୍କା ହେବା ଫଳରେ ଏହି ଦୁଘର୍ଟଣା ଘଟିଛି । ଆହତଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଛି ।
Read More...

ନନ୍ଦନକାନନରେ ସବୁଠାରୁ ବୟସ୍କ ବାଘୁଣୀର ମୃତ୍ୟୁ : ୨୧ ବର୍ଷରେ ଆଖି ବୁଜିଲା ସୁଷମା

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନନ୍ଦନକାନନରେ ସବୁଠୁ ବୟସ୍କ ବାଘୁଣୀ ସୁଷମାର ମୃତ୍ୟୁ ହୋଇଛି । ୨୧ ବର୍ଷରେ ଆଖିବୁଜିଲା ମହାବଳ ବାଘ ସୁଷମା । ୩ ବର୍ଷ ଧରି ଅସୁସ୍ଥ ଥିବାରୁ ନନ୍ଦନକାନନରେ ତାର ଚିକିତ୍ସା ଚାଲିଥିଲା । ୧୯୯୫ ମସିହା ଡିସେମ୍ବର ୨୯ରେ ସାଧାରଣ ରଙ୍ଗର ବାଘ ଦେବାଶିଷ ଓ ଧଳା…
Read More...

କେନ୍ଦୁଝର ବଡବିଲରେ ବଢିଲା ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା : ୪୯ ଜଣଙ୍କ ରକ୍ତନମୁନାରେ ପଜିଟିଭ ଚିିହ୍ନଟ

କେନ୍ଦୁଝର : କେନ୍ଦୁଝର ବଡବିଲରେ ବ୍ୟାପୁଛି ଡେଙ୍ଗୁ ରୋଗ । ୪୯ ଜଣ ଡେଙ୍ଗୁ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ୨୫୩ ରକ୍ତ ନମୂନାରୁ ୩୦ ଜଣଙ୍କ ପଜିଟିଭ ଆସିଥିବା ଜଣାପଡିଛି । ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ୪ ଜଣିଆ ଡାକ୍ତରୀ ଦଳ ଯାଇ ବଡବିଲରେ ପହଚିଂଛନ୍ତି । ବଡବିଲର ଶ୍ରୀରାମ…
Read More...

ବିଜେଡିକୁ ଦେବେଶ ଆଚାର୍ଯ୍ୟ ଅଡୁଆ : କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ବିଧାୟକଙ୍କ ସହ ୧୪ ଜଣଙ୍କ ନାଁରେ…

ବରଗଡ : ବରଗଡରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡି ଭଙ୍ଗାରୁଜା ଘଟଣାରେ ୧୪ ଜଣଙ୍କ ନାଁରେ କେସ ଡାଏରୀ ଦାଖଲ କରିଛି ପୁଲିସ । ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କ ସହ ୧୪ ଜଣଙ୍କ ନାଁରେ ପୁଲିସ କୋର୍ଟରେ କେସ ଡାଏରୀ ଦାଖଲ କରିଥିବା ସୂଚନା ମିଳିଛି । ଦେବେଶଙ୍କ ଭାଇ ସମ୍ବିତ ଆଚାର୍ଯ୍ୟ, ନଗରପାଳ…
Read More...

ଅଧାରେ ତଦନ୍ତ : କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଂଗାରୁଜା ଘଟଣାର ତଦନ୍ତ କରୁଥିବା ଉତରାଂଚଳ ଆରିଡିସିଙ୍କୁ ବଦଳ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଦଳିଲେ କମିଶନର, ଅଧାରେ ତଦନ୍ତ । ବରଗଡରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଭଂଗାରୁଜା ଘଟଣାର ତଦନ୍ତ କରୁଥିବା ଉତରାଂଚଳ ଆରଡିସିଙ୍କୁ ବଦଳି କରାଯାଇଛି । ଆରଡିସି ଏନବିଏସ୍ ରାଜପୁତଙ୍କୁ ସେଟଲମେଂଟ କମିଶନର ଭାବେ ବଦଳି କରାଯାଇଛି । ତେବେ ଏଠି ପ୍ରଶ୍ନ…
Read More...

ଆଇଏଏସ୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଦଳିଲେ ଉତରାଂଚଳ ଆରଡିସି କମିସନର । ଏନ.ବି.ଏସ ରାଜପୁତଙ୍କୁ ଭୁବନ୍ଦୋବସ୍ତ କମସନର ଦାୟିତ୍ୱ ଦିଆଯାଇଛି । ସେହିପରି ରବୀନ୍ଦ୍ର ପ୍ରତାପ ସିଂଙ୍କୁ ଓଡିଶା ଔଷଧ ନିଗମର ଏମଡି କରାଯାଇଥିବା ବେଳେ ପରମେଶ୍ୱର. ବି ହେଲେ ଯୁଗ୍ମ ସଚିବ, ଗୃହ ଓ ନଗର ଉନ୍ନୟନ ।…
Read More...

ପପୁଙ୍କ ପାଇଁ ପରୀକ୍ଷା ! ଜେଲରୁ ଫେରିଲା ପରେ ରହିବ ବି ଲୋକପ୍ରିୟତା ?

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହାସ୍ୟ ଅଭିନେତା ପପୁ ପମ୍ ପମ୍ ଏବେ ଜେଲରେ । ଆସନ୍ତା ୪ ତାରିଖରେ ହେବ ଜାମିନ ଆବେଦନ ଉପରେ ଶୁଣାଣୀ । ସେପଟେ ପପୁଙ୍କୁ ନେଇ ଫିଲ୍ମ ତିଆରି କରୁଥିବା ପ୍ରଯୋଜକ ଏବେ ଚିନ୍ତାରେ । କାରଣ ଜେଲରୁ ବାହାରିବା ପରେ ପପୁଙ୍କ କ୍ରେଜ୍ ରହିବ କି ନାହିଁ ତାହା ଏବେଠୁ…
Read More...

ରାଜଧାନୀରେ ଅଲୌକିକ ଘଟଣା : ମାଆର ହତ୍ୟା ଉଦ୍ୟମକୁ ପରିହାସ କଲା ସଦ୍ୟଜାତ ଶିଶୁ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜଧାନୀରେ ଅଲୌକିକ ଘଟଣା । ଜନ୍ମର ମାତ୍ର କିଛି ଘଂଟା ଭିତରେ ମା’ର ହତ୍ୟା ଉଦ୍ୟମକୁ ପରିହାସ କରିଛି ଶିଶୁ । ରାଜଧାନୀର ଏକ ବସ୍ତିରେ ଘଟିଥିବା ଏହି ଘଟଣା ଯେତିକି ଆଶ୍ଚର୍ୟ୍ୟଜନକ , ତାଠାରୁ ଅଧିକ ଅଲୌକିକ ମଧ୍ୟ । କାରଣ ୨୦ ଫୁଟ୍ ଗଭୀର ପରିତ୍ୟକ୍ତ କୂଅ…
Read More...