Browsing Category

ଜୀବନଚର୍ଯ୍ୟା

ପ୍ରାକୃତିକ ଉପାୟରେ ସୁନ୍ଦର ତ୍ୱଚା ଚାହାଁନ୍ତି କି ! ଜାଣନ୍ତୁ କ’ଣ କରିବେ

ସୁନ୍ଦର ତ୍ୱଚା ପାଇବା ପାଇଁ ସମସ୍ତେ ଚାହାଁନ୍ତି । କିନ୍ତୁ ଏଇ ସୁନ୍ଦରତା ଯଦି ପ୍ରାକୃତିକ ଉପାୟରେ ମିଳେ ତାହେଲେ ଆହୁରି ଭଲ । ନିତିଦିନିଆ ଜୀବନରେ ମହିଳାମାନେ ତ୍ୱଚା ସମ୍ବନ୍ଧୀୟ ଅସୁବିଧା ଯୋଗୁଁ ସବୁବେଳେ ଚିନ୍ତାରେ ଥାଆନ୍ତି । ଯେପରିକି ରାତିରେ ଅନିଦ୍ରା ରହିଲେ ଆଖି ତଳେ କଳା ପଡିଯାଏ…
Read More...

ସାବଧାନ ! ଖାଇବା ପରେ କରନ୍ତୁ ନାହିଁ ଏହି ୫ଟି ଭୁଲ୍

ସାଧାରଣତଃ ଆମେ ଆମର ବ୍ୟସ୍ତବହୁଳ ଜୀବନରେ ଖାଇବା ପରେ ପରେ ଏପରି କିଛି କାର୍ଯ୍ୟକୁ କରି ବସିଥାଉ, ଯାହାକି ଆମ ଶରୀର ପାଇଁ କାଳ ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଖାଇବା ପରେ କେଉଁ କେଉଁ କାର୍ଯ୍ୟ କରିବାଟା ଅନୁଚିତ ଅଟେ, ସେହି ବିଷୟରେ ଜଣାଇବୁ । ଆସନ୍ତୁ ଜାଣିବା ଖାଇବା ପରେ କେଉଁସବୁ…
Read More...

ମସ୍ତିଷ୍କକୁ ଅଧିକ ସକ୍ରିୟ କରିବାକୁ ଚାହୁଁଛନ୍ତି କି ? ଏହି ଅଭ୍ୟାସ ଗୁଡିକୁ ପରିତ୍ୟାଗ କରନ୍ତୁ

ଶରୀରର ସମସ୍ତ କ୍ରିୟାର ସଂଚାଳନ ମସ୍ତିଷ୍କ ଦ୍ୱାରା ହୋଇଥାଏ । ନିଶ୍ୱାସ ନେବା ହେଉ, ମାଂସପେଶୀକୁ କଣ୍ଟ୍ରୋଲ କରିବା ହେଉ , ଚିନ୍ତନ ଓ ବୁଝିବା , ସ୍ମୃତିଶକ୍ତି ହର୍ମୋନ୍ସର ନିୟନ୍ତ୍ରଣ ଆଦି ସବୁ କାର୍ଯ୍ୟକୁ ସଂଚାଳନ ମସ୍ତିଷ୍କ କରିଥାଏ । ଏଥିପାଇଁ ଆମର ଭୋଜନର ଅଧିକାଂଶ ଭାଗ ମସ୍ତିଷ୍କର…
Read More...

ଅନେକ ଗମ୍ଭୀର ସମସ୍ୟାରୁ ମୁକ୍ତି ଦିଏ ଶିଶୁ ଗଛ ପତ୍ର ! ଜାଣନ୍ତୁ ଏହାର ଔଷଧୀୟ ଗୁଣ ବିଷୟରେ . . .

ଶିଶୁ ଗଛର ଘର ତିଆରି କରିବାରେ କିମ୍ବା ଘରର ଆସବାବପତ୍ର ତିଆରିରେ ବହୁଳ ବ୍ୟବହାର ହୁଏ । ଏହା ବ୍ୟତୀତ ଶିଶୁ ଗଛରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ସାରା ଭାରତରେ ଶିଶୁ ଗଛ ଦେଖିବା ପାଇଁ ମିଳେ । ଏହା ଏକ ସାଧାରଣ ଗଛ ହେଲେ ମଧ୍ୟ ଏଥିରେ ଅନେକ ଉପକାରୀ ଓ ଔଷଧୀୟ ଗୁଣ ରହିଛି । ଶିଶୁ ଗଛର…
Read More...

ଜୀବନରେ ସଫଳତା ଚାହୁଁଛନ୍ତି କି ? ତେବେ ତୁରନ୍ତ ବଦଳାନ୍ତୁ ଏହି ୪ଟି ଅଭ୍ୟାସ

କେବେ କେବେ ଆମକୁ ଲାଗିଥାଏ କି,ଆମ ଜୀବନଟି ଯେମିତି ଏଠାରେ ହିଁ ରହିଯାଇଛି। ଯେଉଁ କାରଣକୁ ନେଇ ଆମେ ବହୁତ ଚିନ୍ତିତ ହେବାକୁ ଲାଗିଥାଉ। ଆଉ ଏହି କାରଣକୁ ନେଇ ଆମକୁ କିଛି ବି ହେଲେ ଭଲ ଲାଗିନଥାଏ । ତେଣୁ ଆପଣ ଆପଣଙ୍କ ଜୀବନକୁ ଏପରି ଯିବାକୁ ଦିଅନ୍ତୁ ନାହିଁ,ବରଂ ଆପଣ ଆପଣଙ୍କ ଜୀବନରେ ଏମିତି…
Read More...

ଆଖି ତଳର କଳାଦାଗକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଉପାୟ

ଅନେକ ଲୋକ ସେମାନଙ୍କର ଆଖି ତଳର କଳାଦାଗକୁ ନେଇ ଖୁବ୍ ଚିନ୍ତିତ ହୋଇଥାନ୍ତି । ଏହା ଚେହେରାକୁ ଅସୁନ୍ଦରର କରିଥାଏ । କେହି କେହି ଅଭ୍ୟାସ ନଥିଲେ ବି ଏହି କଳାଦାଗକୁ ଅନ୍ୟ ନଜରରୁ ଲୁଚାଇବା ପାଇଁ ଚଷମା ବ୍ୟବହାର କରିଥାନ୍ତି । ଆଉ କିଛି ଲୋକ ମଧ୍ୟ ଅନେକ ଉପାୟ ଅନଲମ୍ବନ କରିଥାନ୍ତି । ହେଲେ…
Read More...

ଶୀତଦିନରେ କରନ୍ତୁ କମଳାର ବ୍ୟବହାର ! ହୁଅନ୍ତୁ ସୁସ୍ଥବାନ

ଫଳ ଖାଇବା ଶରୀର ପକ୍ଷରେ ବହୁତ ଉପକାରୀ । ବିଭିନ୍ନପ୍ରକାର ଫଳର ଭିନ୍ନ ଭିନ୍ନ ପ୍ରକାରର ଉପକାରୀତା ଗୁଣ ରହିଥାଏ । ସେମିତି ଏକ ଫଳ ହେଲା କମଳା । କମଳାକୁ ବିଶେଷ କରି ଶୀତଦିନେ ବ୍ୟବହାର କରିବା ଦ୍ୱାରା କିଛି ନିର୍ଦ୍ଧିଷ୍ଟ ଫଳ ମିଳିଥାଏ । ଖଟାଫଳ ମାନଙ୍କ ମଧ୍ୟରେ କମଳା ବହୁତ ଉପକାରୀ ।…
Read More...

ଶୀତ ଦିନରେ ମୁହଁର ଯତ୍ନ ନେବା କିପରି ! କିଛି ଘରୋଇ ଟିପ୍ସ

ଶୀତ ଦିନରେ ମୁହଁର ଯତ୍ନ କିପରି ଭଲ ଭାବରେ ନିଆଯାଇପାରିବ ତାକୁ ନେଇ ମହିଳାମାନେ ବିଶେଷ ଚିନ୍ତିତ ହୋଇଥାନ୍ତି । ମହିଳାଙ୍କ ଇଚ୍ଛା ରହିଥାଏ ଯେ ଶୀତ ଦିନେ ମହିଳା ମାନଙ୍କ ତ୍ୱଚା କିପରି କୋମଳ ଓ ମୁଲାୟମ ରହିବ । ଆମମାନଙ୍କ ଧାରଣା ରହିଛି ଯେ କେବଳ ପାର୍ଲର ଗଲେ ହିଁ ତ୍ୱଚାର ଉପଯୁକ୍ତ ଯତ୍ନ…
Read More...

ସ୍ୱାସ୍ଥ୍ୟ ପାଇଁ ସେପେଟା ! ଅନେକ ବଡ଼ ବଡ଼ ସମସ୍ୟାରୁ ଆରାମ ଦେଇଥାଏ ଏହି ଛୋଟ ଫଳ

ସେପେଟା କେବଳ ଖାଇବାକୁ ଭଲ ଲାଗିନଥାଏ ବରଂ ଏହାର ଅନେକ ଔଷଧୀୟ ଗୁଣ ମଧ୍ୟ ଅଛି । ଯାହା ଆମ ସ୍ୱାସ୍ଥ୍ୟପାଇଁ ଖୁବ୍ ଲାଭଦାୟକ ହେବା ସହ ଛୋଟ ଛୋଟ ରୋଗ ଠାରୁ ଦୂରେଇ ରଖେ । ଏବେ ନଜର ପକାନ୍ତୁ ସେପେଟାର ଔଷଧୀୟ ଗୁଣ ଉପରେ । • ସେପେଟାରେ ଭିଟାମିନ୍ ଏ ଏବଂ ସି ଭରପୁର ଥାଏ । ଯାହା ଆଖିକୁ ସୁସ୍ଥ…
Read More...

ବାଡ଼ିରେ ଥିବା ଗଛଲତାର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ . . . . .

ଆମ ବାଡ଼ିରେ ଏମିତି ଅନେକ ଅଜଣା ଗଛଲତା ଥାଏ ଯାହା ବିଷୟରେ ଆମେ ବେଶୀ କିଛି ଜାଣିନଥାଉ । କିନ୍ତୁ ବାଡ଼ିରେ ଥିବା ଗଛଲତାରେ ଥାଏ ଅନେକ ଔଷଧୀୟ ଗୁଣ । ଆମ ବାଡିବଗିଚା ଓ ହାତପାଆନ୍ତାରେ ଥିବା ଅନେକ ବୃକ୍ଷଳତାର ଔଷଧୀୟ ଗୁଣ ରହିଛି । ସେ ସମ୍ପର୍କରେ ଜାଣି ତାକୁ ଆମେ ନିତିଦନିଆ ଜୀବନରେ ବ୍ୟବହାର…
Read More...