Browsing Category

ଜୀବନଚର୍ଯ୍ୟା

ଆପଣ ନିଜର ଓଜନ ବଢିବା ନେଇ ଚିନ୍ତିତ କି ? କେମିତି ଏ ସମସ୍ୟାରୁ ମୁକ୍ତି ପାଇବେ ଜାଣନ୍ତୁ ତରିକା

କନକ ବ୍ୟୁରୋ : ଆଜିକାଲି କାର୍ଯ୍ୟବ୍ୟସ୍ତତା ହେତୁ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ କାହା ପାଖରେ ସମୟ ରହୁ ନାହିଁ । ସମସ୍ତେ ଚାହୁଁଛନ୍ତି କେମିତି କମ୍‌ ସମୟ ମଧ୍ୟରେ କାମ ହୋଇଯିବ ଓ ବାକି ସମୟ ମଉଜମସ୍ତିରେ ବିତାଇବୁ । ତେଣୁ କେତେ ଜଲଦି କାମ ସରିବ, ସେହି ବିଷୟରେ ସମସ୍ତଙ୍କର ଧ୍ୟାନ…
Read More...

ମୁହଁରେ ନଡିଆ ତେଲ ଲଗାଇବା ଦ୍ୱାରା ମିଳିଥାଏ ୫ଟି ଫାଇଦା । ଜାଣନ୍ତୁ କିପରି କରିବେ ବ୍ୟବହାର

ଆପଣ ଏଯାବତ୍ ନଡିଆ ଏବଂ ତାର ତେଲର ଅନେକ ଉପକାରୀ ଗୁଣ ସଂପର୍କରେ ଜାଣିଥିବେ ନିଶ୍ଚୟ କିନ୍ତୁ ଆଜି ଆମେ ନଡିଆ ତେଲର ଯେଉଁ ଚମତ୍କାରୀ ଗୁଣ ସଂପର୍କରେ ଜଣାଇବାକୁ ଯାଉଛୁ ତାହା ବୋଧହୁଏ ଆପଣଙ୍କୁ ଜଣା ନଥିବ । ଯାହାର ବ୍ୟବହାର କଲେ ଆପଣ ବଜାରରେ ମିଳୁଥିବା ମହଂଗା ବ୍ୟୁଟି ପ୍ରଡକ୍ଟକୁ ମଧ୍ୟ…
Read More...

ଗର୍ଭାବସ୍ଥାରେ ମା’କୁ ହେଲେ ଜ୍ୱର, ପ୍ରଭାବ ପଡେ ପିଲା ଉପରେ ! ହୃଦୟ ବିକାର ଘଟିପାରେ ଗର୍ଭସ୍ଥ ଶିଶୁର

ୱାଶିଂଟନ : ଗର୍ଭାବସ୍ଥାର ପ୍ରଥମ ୩ରୁ ୮ ସପ୍ତାହରେ ଯଦି ଗର୍ଭବତୀ ମହିଳାଙ୍କୁ ଜ୍ୱର ହୋଇଯାଏ , ଏହା ଦ୍ୱାରା ଶିଶୁକୁ ହୃଦୟ ଓ ଚେହେରାରେ ବିକାର ସମସ୍ୟା ହୋଇପାରେ । ଅନୁସନ୍ଧାନକର୍ତ୍ତା ଅନେକ ଦଶକରୁ ଏହା ଜାଣିଥିଲେ କି ପ୍ରଥମ ୩ମାସରେ ଜ୍ୱର କାରଣରୁ ଶିଶୁକୁ ହୃଦୟ ବିକାର ଓଠ ତଥା ତାଳୁ କଟିବା…
Read More...

ବିଳମ୍ବରେ ଶଯ୍ୟାତ୍ୟାଗ . . . . . . ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ !

ଶୋଇବା କାହାକୁ ବା ଭଲ ନଲାଗେ । ଭଲରେ ଶୋଇବା ଦ୍ୱାରା ମନରେ ପୁର୍ତ୍ତି ଆସିବା ସହ ଦିନ ସାରା କାମ କାମ କରବା ପାଇଁ ଶରୀରକୁ ଶକ୍ତି ମିଳେ । କେବଳ ଏତିକି ନୁହେଁ ଭଲରେ ଶୋଇବା ଦ୍ୱାରା ମଧୁମେହ, ହୃଦରୋଗ , ମୋଟାପଣ ଆଦି ଭୟଙ୍କର ରୋଗରୁ ରକ୍ଷାମିଳେ । ଆମେ ସମସ୍ତେ ଜାଣନ୍ତି କମ ଶୋଇବା ଦ୍ୱାରା…
Read More...

ସାବଧାନ , ବିନା ମୋଜାରେ ଜୋତା ପିନ୍ଧୁଛନ୍ତି କି ? ସଂକ୍ରମଣର ଶିକାର ହୋଇପାରନ୍ତି

ଆଜିକା ସମୟରେ ବିନା ମୋଜାରେ ଜୋତା ପିନ୍ଧିବା ଫ୍ୟାସନ୍ ହୋଇଗଲାଣି । ଏବେ ଯୁବପୀଢ଼ି ବିନା ମୋଜାରେ ହିଁ ଜୋତା ପିନ୍ଧିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ବିନା ମୋଜାରେ ଯୋତା ପିନ୍ଧିବା ଦ୍ୱାରା କେବଳ ପାଦରୁ ଦୁର୍ଗନ୍ଧ ଆସେ ନାହିଁ, ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ । କଲେଜ…
Read More...

ଶୋଇବା ବେଳେ ଘୁଙ୍ଗୁଡି ଆସୁଛି କି ? ଆପଣାନ୍ତୁ କିଛି ସରଳ ଉପାୟ, ଦୂର ହେବ ଘୁଙ୍ଗୁଡି ସମସ୍ୟା

ଶୋଇବା ବେଳେ ଅନେକ ଲୋକ ଘୁଙ୍ଗୁଡି ମାରିଥାନ୍ତି । ଏହା କିଛି ଲୋକଙ୍କର ଅଭ୍ୟାସରେ ମଧ୍ୟ ପରିଣତ ହୋଇଛି । ଘୁଙ୍ଗୁଡି ସମସ୍ୟା ପାଇଁ ଅନେକ ସମୟରେ ଅନ୍ୟମାନଙ୍କ ଆଗରେ ଲଜ୍ଜିତ ହେବାକୁ ପଡିଥାଏ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ସରଳ ଉପାୟ ରହିଛି । ଯାହା କେବଳ ଶୋଇବା ପୂର୍ବରୁ ହିଁ…
Read More...

ତେଲ ନ ପଡିଥିଲେ ସାଲାଡ ଖାଇବା ବୃଥା ! ଗବେଷଣାରୁ ମିଳିଲା ନୂଆ ତଥ୍ୟ

ସୁସ୍ଥ ଶରୀର ପାଇଁ ପ୍ରାତଃଭୋଜନରେ ପ୍ରାୟ ସମସ୍ତ ଲୋକ ସାଲାଡ ଖାଇଥାନ୍ତି । ତେଲ ଜାତୀୟ ଖାଦ୍ୟ ଅପେକ୍ଷା ସାଲାଡକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ବିଭିନ୍ନ ସତେଜ ଫଳକୁ ନେଇ ପ୍ରସ୍ତୁତ ହୋଇଥିବା ସାଲାଡ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ । କିନ୍ତୁ ଏକ ଗବେଷଣାରୁ ଜଣାଯାଇଛି ଯେ, ପରିବା…
Read More...

ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର

କନକ ବ୍ୟୁରୋ : ଅନେକ ଲୋକ ଏବେ ଉଚ୍ଚ ରକ୍ତଚାପ ରୋଗରେ ପୀଡ଼ିତ । ଏମାନଙ୍କ ମଧ୍ୟରୁ କେତେକ ଛୋଟ ଛୋଟ କଥାରେ ରାଗି ଯାଆନ୍ତି, ଆଉ କେତେକଙ୍କର ମୁଣ୍ଡ ବ୍ୟଥା ହୁଏ ବା ମୁଣ୍ଡ ଚକ୍କର କାଟେ । ଏଥିରୁ ରକ୍ଷା ପାଇବା ଲାଗି ସେମାନେ ଡାକ୍ତରଙ୍କ ସହାୟତା ଲୋଡିଥାନ୍ତି । କେହି କେହି ଏକ ପେନ୍‌ କିଲର୍‌…
Read More...

ତେଜପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ ! ଅନେକ ରୋଗରୁ ତୁରନ୍ତ ଦିଏ ମୁକ୍ତି

ତେଜପତ୍ରକୁ ମସଲା ଭାବରେ ବ୍ୟବହାର କରାଯାଏ । ତେଜ ପତ୍ରରେ ପ୍ରତୁର ପରିମାଣର କପର୍, ପଟାସିୟମ୍ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଆଇରନ୍ ଅଛି । ଲୋକମାନେ ତେଜପତ୍ରକୁ ଯଦିଓ ମସଲା ଭାବରେ ବ୍ୟବହାର କରନ୍ତି କିନ୍ତୁ ଏଥିରେ ରହିଛି ଅଗଣିତ ଔଷଧୀୟ ଗୁଣ । ଯାହା ବିଷୟରେ ଖୁବ୍ କମ୍…
Read More...

ରକ୍ତହୀନତାରୁ ରକ୍ଷା ପାଇବାର ଉପାୟ . . . . . . 

ପୋଷଣ ହେତୁ ବା ଖାଦ୍ୟସାର ଅଭାବରୁ ହେଉଥିବା ରକ୍ତହୀନତା ଏକ ସାଧାରଣକଥା ।  ରକ୍ତହୀନତା ବିଶ୍ଵର ଏକ ବୃହତ ଜନସ୍ୱାସ୍ଥ୍ୟ ସମସ୍ୟା । ରକ୍ତହୀନତା ଯୋଗୁଁ ଶାରୀରିକ ଏବଂ ମାନସିକ ଦକ୍ଷତା ହ୍ରାସ ପାଇଥାଏ । ଲୋହିତ ରକ୍ତକଣିକାରେ ଥିବା ଲାଲ ଅଂଶକୁ ହିମୋଗ୍ଲୋବିନ କୁହାଯାଏ, ଯାହାକି ମୁଖ୍ୟତଃ…
Read More...