ରବିବାର ସୁଦ୍ଧା ବାତ୍ୟାର ରୂପ ନେବ ଆରବ ସାଗରରେ ସୃଷ୍ଟ ଲଘୁଚାପ : ମୁମ୍ବାଇ ଓ ଥାଣେରେ ୟୋଲୋ ୱାର୍ଣ୍ଣିଂ, ଗୁଜୁରାଟ ଓ କେରଳ ପାଇଁ ଅରେଂଜ ଓ ରେଡ ୱାର୍ଣ୍ଣିଂ ଜାରି କଲା ଆଇଏମଡି; ମେ ୧୮ ସୁଦ୍ଧା ଗୁଜୁରାଟରେ ଉପକୂଳ ଛୁଇଁବା ଆଶଙ୍କା, ମୁକାବିଲା ପାଇଁ ଓଡିଶାରୁ ଗୁଜୁରାଟ ଗଲା ଏନଡିଆରଏଫ ଟିମ୍

12