ଖୋର୍ଦ୍ଧା ଓ କଟକରେ କାହିଁକି କମୁନି କରୋନା : ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେ ଅଧିକ ଲୋକ ଯାତାୟତ କରୁଥିବାରୁ ଅଧିକ ରହୁଛି ସଂକ୍ରମଣ; ରାଜଧାନୀ ଦିଲ୍ଲୀରେ କେବେଠୁ କମିଲାଣି ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଶୂନ, ଲକଡାଉନକୁ ଆଧାର ନକରି କରୋନା ନିୟନ୍ତ୍ରଣ ପାଇଁ ଠୋସ ପଦକ୍ଷେପ ନେବାକୁ ଦାବି

7