ହାଇଦରର ଶୁଦ୍ଧିକ୍ରିୟାରେ ପୁଅକୁ ମିଳିଲାନି ପାରୋଲ : ୪୦ ଦିନିଆ ପାରୋଲ ପାଇଁ କରିଥିଲା ଆବେଦନ; ସ୍ଥାନୀୟ ପ୍ରଶାସନକୁ ରିପୋର୍ଟ ମାଗିଥିଲେ କୋର୍ଟ, ରିପୋର୍ଟ ଅନୁଧ୍ୟାନ ପରେ ପାରୋଲ ଖାରଜ କଲେ ବିଚାରପତି

9