କରୋନା ପ୍ରକୋପ କମିଥିବାରୁ ଆଜିଠୁ ରାଜ୍ୟରେ ଖୋଲିଲା ବୈଷୟିକ ଶିକ୍ଷାନୁଷ୍ଠାନ : କୋଭିଡ଼ କଟକଣା ଭିତରେ ଇଂଜିନିୟରିଂ, ଡ଼ିପ୍ଲୋମା, ଆଇଟିଆଇ ଓ ପଲିଟେକ୍ନିକ କଲେଜରେ ହେବ ଶ୍ରେଣୀ ଗୃହ ଶିକ୍ଷାଦାନ; କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଆସିବାକୁ ଅନୁମତି

26