ଓଡ଼ିଶା ସରକାରଙ୍କୁ ସୁରଟରୁ ଅପିଲ କଲେ ପ୍ରବାସୀ ଓଡ଼ିଆ : ନୋଡାଲ ଅଫିସର ନିଯୁକ୍ତି କରିବାକୁ କଲେ ଅନୁରୋଧ; ସଂକ୍ରମଣ ବଢ଼ି ଚାଲିଥିବାରୁ ଚିକିତ୍ସା ସୁବିଧାରୁ ବଂଚିତ ପ୍ରବାସୀ ଶ୍ରମିକ, ଗଲାଣି ୨୦ଜଣଙ୍କ ଜୀବନ

10