ମେ ୧ ରୁ ମାଗଣା ଟିକା ପାଇଁ ଘୋଷଣା କରିଛନ୍ତି ସରକାର : ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଲେ, ଘରୋଇ ହସ୍ପିଟାଲରେ ପ୍ରଥମ ଡୋଜ୍ ନେଇଥିଲେ ବି ସରକାରୀ ହସ୍ପିଟାଲରେ ମାଗଣାରେ ନେଇପାରିବେ ଦ୍ୱିତୀୟ ଡୋଜ୍

10