ଭୁବନେଶ୍ୱର : କଳିଙ୍ଗ ଷ୍ଟୁଡିଓ ଛକ ନିକଟ ମଦ ଦୋକାନ ଉପରକୁ ୩ଟି ବୋମା ଫିଙ୍ଗି ଦୁର୍ବୃତ୍ତ ଫେରାର

23

କନକ ବ୍ୟୁରୋ : ଭୁବନେଶ୍ୱର କଳିଙ୍ଗ ଷ୍ଟୁଡିଓ ଛକ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନ ଉପରେ ବୋମାମାଡ । ଗତକାଲି ବିଳମ୍ବିତ ରାତିରେ ଏହି ବୋମାମାଡ ହୋଇଛି । ଦୁର୍ବୃତ୍ତ ମାନେ ଏକ ଧଳା କାରରେ ଆସି ମଦଦୋକାନ ସାcÜû ରାସ୍ତାରେ ରହି ୩ଟି ବୋମା ଫୋପାଡି ଖଣ୍ଡଗିରି ଆଡକୁ ପଳାଇଥିଲେ । ଘଟଣା ସ୍ଥଳରେ ପିସିଆର ପହଁଚି ଅନୁସନ୍ଧାନ ଜାରି ରଖିଛି ।