ବାଲୁଗାଁରେ ବସ୍-ଟ୍ରାକ୍ଟର ମୁହାଁମୁହିଁ ! ୨ଜଣ ମୃତ, ୪୦ ଜଣ ଆହତ ,ଗୁରୁତରଙ୍କୁ ବ୍ରହ୍ମପୁର ଓ ଭୁବନେଶ୍ୱରକୁ ସ୍ଥାନାନ୍ତର

32

କନକ ବ୍ୟୁରୋ : ବାଲୁଗାଁରେ ସଡ଼କ ଦୁର୍ଘଟଣା । ବସ୍ ଟ୍ରାକ୍ଟର ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହେବା ସହ ୪୦ ଜଣ ଆହତ ହୋଇଛନ୍ତିି । ଏକ ଘରୋଇ ବସ ବ୍ରହ୍ମପୁରରୁ ରାଉରକେଲା ଯାଉଥିବା ବେଳେ ବାଲୁଗାଁରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗତକାଲି ରାତିରେ ଏକ ଟ୍ରାକ୍ଟର ସହ ମୁହାଁମୁହିଁ ହେବା ଫଳରେ ଏହି ଦୁର୍ଘଟଣା ହୋଇଛି ।
ଦୁର୍ଘଟଣାରେ ଆହତଙ୍କୁ ବାଲୁଗାଁ ହସ୍ପିଟାଲରେ ଭðò କରାଯାଇଛି । ଗୁରୁତର ଆହତ ମାନଙ୍କୁ ବ୍ରହ୍ମପୁର ଓ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।