ବିପଦ ବଳୟରେ କୋରାପୁଟ ସର୍କଲ ଜେଲ । ସାଂଘାତିକ ହେଉଛି କରୋନା ସଂକ୍ରମଣ । ଅନଶନରେ ବିଚାରାଧୀନ ବନ୍ଦୀ

କନକ ବ୍ୟୁରୋ : ଆଉ ନିୟନ୍ତ୍ରଣରେ ନାହିଁ କରୋନା ସଂକ୍ରମଣ । ବରଂ, ଦିନକୁ ଦିନ କୋରାପୁଟ ସର୍କଲ ଜେଲରେ ମାଡି ଚାଲିଛି ଏହି ଭୁତାଣୁ। ଲଗାତାର ତୃତୀୟ ଦିନ ପାଇଁ ଏଠାରୁ ସଂକ୍ରମିତ ଚିହ୍ନଟ ହୋଇଥିଲାବେଳେ ଏ ଭିତରେ ୩୨ ଜଣ ଅନ୍ତେବାସୀ କରୋନା କବଳରେ ପଡିଥିବା ସରକାରୀ ଭାବେ କୁହାଯାଇଛି। ଏହା…

ଓଡ଼ିଶାକୁ ଅଧିକ ୟୁରିଆ ସାର ଦିଆଯାଉ । କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ କୃଷି ମନ୍ତ୍ରୀ

କନକ ବ୍ୟୁରୋ : ସବୁ ରାଜ୍ୟର କୃଷି ମନ୍ତ୍ରୀମାନଙ୍କର ଏକ ବୈଠକ ଆଜି ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷତା କରି କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ର ମନ୍ତ୍ରୀ ମନସୁଖଭାଇ ମାଣ୍ଡଭିୟ ସାର ଯୋଗାଣର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ । ରାଜ୍ୟ କୃଷି…

ଏଣିକି ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ସେବା । ସବୁ ବିତରକ କମ୍ପାନିଙ୍କ ପାଇଁ ଗୋଟିଏ ପୋର୍ଟାଲ୍‌ । ବିଦ୍ୟୁତ୍‌ ସଂଯୋଗ ଓ…

କନକ ବ୍ୟୁରୋ :  ବିଦ୍ୟୁତ୍‌ ସଂଯୋଗ ଓ ସରବରାହ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ଆଉ ବିଦ୍ୟୁତ୍‌ ଅଫିସ୍‌ ଯିବାକୁ ପଡ଼ିବନି। ଏଣିକି ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଅନ୍‌ଲାଇନ୍‌ ଯୋଗେ ଏହିସବୁ ସେବା ଉପଲବ୍ଧ କରାଯିବା। ଏଥିପାଇଁ ରାଜ୍ୟ ଶକ୍ତି ବିଭାଗ ଏକ ଅନ୍‌ଲାଇନ୍‌ ପୋର୍ଟାଲ୍‌ ପ୍ରସ୍ତୁତ…

ପ୍ରିନ୍ସିଙ୍କ ଡିକ୍ସିନାରୀରେ ନାହିଁ ଅସମ୍ଭବ ଶବ୍ଦ । ସମସ୍ୟା ବହୁଳ ଜୀବନରେ ସ୍ୱପ୍ନ ଓ ସମ୍ଭାବନାର ଚିତ୍ର ଆଙ୍କୁଛନ୍ତି…

କନକ ବ୍ୟୁରୋ : ଜୀବନଟା ସମସ୍ୟା ବହୁଳ । ଅସୁବିଧା କାହା ଜୀବନରେ ନାହିଁ ? ଭଗବାନ୍ ମୋତେ ହାତ ଦେବା ପାଇଁ ଭୁଲି ଗଲେ, କିନ୍ତୁ ମୁଁ ପାଦରେ ଲେଖିବା ଶିଖିଗଲି । ମହାମାରୀ ସମୟରେ ୨୧ ବର୍ଷୀୟ ଭିନ୍ନକ୍ଷମ ଯୁବତୀ ପ୍ରିନ୍ସି ଗୋଗଇଙ୍କ ଯେତେବେଳେ ଏହି କଥା କୁହନ୍ତି, ତାଙ୍କ ଆଖିରେ ଗଭୀର…

କରୋନା ବିରୋଧରେ କେମିତି କାମ କରୁଛି ରୁଷିଆ ଟିକା ? ‘ସ୍ପୁଟନିକ-ଭି’ର ପ୍ରମୋସନାଲ ଭିଜିଓ ଜାରି କଲା ରୁଷିଆ ଡାଇରେକ୍ଟ…

କନକ ବ୍ୟୁରୋ : ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ରୁଷିଆ, ଏହା କିପରି କାମ କରୁଛି ତାର ଏକ ପ୍ରମୋସନାଲ ଭିଡିଓ ଜାରି କରିଛି । ୩୮ ସେକେଣ୍ଡର ଏହି ଭିଡିଓକୁ ଜାରି କରିଛି ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ । ଯିଏ ଏହି ଟିକା ବିକାଶ କରିବା ପାଇଁ ଅନୁଦାନ ଯୋଗାଇ ଦେଇଥିଲା । ଏହି…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଆମେରିକା ରାଷ୍ଟ୍ରପତିଙ୍କ ବିମାନ । ଡୋନାଲ୍ଡ ଟ୍ରମ୍ପଙ୍କ ବିମାନକୁ ଧକ୍କା ଦେଇଥାନ୍ତା…

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିମାନରେ ଧକ୍କା ହୋଇଥାନ୍ତା ଏକ ଡ୍ରୋନ୍ । ରବିବାର ସଂଧ୍ୟାରେ ୱାସିଂଟନ ବିମାନବନ୍ଦରରେ ଟ୍ରମ୍ପଙ୍କ ବିମାନ ଏୟାରଫୋର୍ସ ୱାନ୍, ଅବତରଣ କରିବାର କିଛି ସମୟ ପୂର୍ବରୁ ଏହାର ଅତି ନିକଟ ଦେଇ ଯାଇଥିଲା ଏକ ଡ୍ରୋନ୍ । ତେବେ ଡ୍ରୋନଟି…