ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରିକୁ ନେଇ ବିବାଦ । ଜାଣିନି ମନ୍ଦିର ପ୍ରଶାସନ, ନିଯୋଗ । ବିବାଦରେ ଯୋଗାଣକାରୀ…

କନକ ବ୍ୟୁରୋ : ମହାପ୍ରଭୁଙ୍କ ମହାପ୍ରସାଦ କଣିକାଏ ପାଇଲେ କୋଟି ପୂଣ୍ୟ ମିଳିଥାଏ। ମହାପ୍ରସାଦ ପାଇବା ପାଇଁ ଶ୍ରୀକ୍ଷେତ୍ରକୁ ଦେଶ ବିଦେଶରୁ ହିନ୍ଦୁ ଧର୍ମାବଲମ୍ବୀ ଭକ୍ତମାନେ ଛୁଟିଆସନ୍ତି । ହେଲେ ମହାପ୍ରଭୁଙ୍କ ଏହି ଦୁର୍ଲଭ ମହାପ୍ରସାଦକୁ ନେଇ କିଛି ଲାଭଖୋର ବ୍ୟକ୍ତି ବା ଅନୁଷ୍ଠାନ ଏକ…

କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ । ଆଜି ସାତପୁରୀ ତାଡ଼ ବିଜେ

କନକ ବ୍ୟୁରୋ : ଭାଦ୍ରବ ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ତଥା ବାଲ୍ୟଲୀଳାର ଅନ୍ତିମ ବେଶ କୃଷ୍ଣ-ବଳରାମ ବେଶରେ ଶ୍ରୀଜିଉ ଦର୍ଶନ ଦେଇଛନ୍ତି । ଏଥି ପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଯାଇଛି । ଗୌଡ଼ବାଡ଼ ସାହି ପକ୍ଷରୁ ଶ୍ରୀକୃଷ୍ଣ ଲୀଳା…

ସେପ୍ଟେମ୍ବର ୧ରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ପ୍ରଥମେ ସ୍କୁଲକୁ ଆସିବେ…

କନକ ବ୍ୟୁରୋ : କରୋନା ମହାମାରୀ କାରଣରୁ ବନ୍ଦ ହୋଇଯାଇଥିବା ସ୍କୁଲ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସେପ୍ଟେମ୍ବର ୧ରୁ ନଭେମ୍ବର ୧୪ ମଧ୍ୟରେ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଯୋଜନା…

ରଖେ ହରି ମାରେ କିଏ ? ଜୀବନମୃତ୍ୟୁର ଘଡିସନ୍ଧିରେ ବିତିଲା ୧୬ ଘଣ୍ଟା । ଛତିଶଗଡ଼ ରତନପୁର ଡ୍ୟାମର ପ୍ରଖର ସୁଅରେ ଫସି…

କନକ ବ୍ୟୁରୋ : ଛତିଶଗଡରେ ଏକ ବିରଳ ଅପରେସନରେ ଜଣେ ମାଛ ଧରାଳୀଙ୍କୁ ଉଦ୍ଧାର କରିଛନ୍ତି ଭାରତୀୟ ବାୟୁସେନାର ଯବାନମାନେ । ପାଣି ବଢିଯିବା କାରଣରୁ ଫସିଯାଇଥିଲେ । ଶେଷରେ ଆକାଶ ମାର୍ଗରୁ ଆସି ଭଗବାନଙ୍କ ଦୂତ ଭଳି ତାଙ୍କୁ ଉଦ୍ଧାର କରିନେଇଥିଲେ ଯବାନ । ମୃତ୍ୟୁ ସହ ୧୬ ଘଂଟା ଧରି ସଂଘର୍ଷ…

ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅଭିଯୋଗ । କୋଭିଡ ନିୟମକୁ…

କନକ ବ୍ୟୁରୋ : ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । କୋଭିଡ କଟକଣାକୁ ବିଜେଡି ନେତା ମାନୁନଥିବା ଅଭିଯୋଗ କରିଛନ୍ତି ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଏକ ଉଦଘାଟନ କାର୍ଯ୍ୟକ୍ରମରେ ବିଜେଡି ନେତା ସଂଜୟ ଦାସବର୍ମା ଓ ସାଂସଦ ପିନାକୀ ମିଶ୍ର କୋଭିଡ ନିୟମକୁ ଉଲ୍ଲଂଘନ…

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟାସ୍ଥିତି । କେନ୍ଦ୍ରାପଡ଼ା, ବାଲେଶ୍ୱରରୁ ଆସିଲା ଜଳ ପ୍ରଳୟର…

କନକ ବ୍ୟୁରୋ : ଲଗାଣ ବର୍ଷାରେ ଦକ୍ଷିଣ ଓଡିଶାରେ ଉବୁଟୁବୁ ଅବସ୍ଥା । ଗୋଦାବରୀରେ ପାଣି ବଢିବା କାରଣରୁ ସାବେରୀ ଓ ସିଲେରୁ ନଦୀ ଫୁଲି ଉଠିଛି ଏବଂ ମାଲକାନଗିରିର ବିଭିନ୍ନ ଗ୍ରାମାଂଚଳ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଏପଟେ ଉପକୂଳ ଅଂଚଳରେ ମଧ୍ୟ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଯାଇଛି । କିଛି…