ଲାଲଗଡ଼ରେ ମୁଖ୍ୟ ଶାସନ ସଚିବ । ଗାଁ କୁ ଗାଁ ବୁଲି ଶୁଣିଲେ ଲୋକଙ୍କ ଅଭିଯୋଗ, ବିଭିନ୍ନ ପ୍ରକଳ୍ପର ସମୀକ୍ଷା ।

କନକ ବ୍ୟୁରୋ : ସ୍ୱାଭିମାନ ଅଞ୍ଚଳରେ ଲୋକଙ୍କ ସମସ୍ୟା ଓ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନର ସମୀକ୍ଷା । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଲୋକଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି । ଭିତିଭୂମି ଠାରୁ ଆରମ୍ଭ କରି ପାନୀୟ ଜଳ ଯାଏଁ ଥିବା ସମସ୍ୟାର ସମାଧାନ ପାଇଁ ଦେଇଛନ୍ତି ପ୍ରତିଶ୍ରୁତି ।…

ଫ୍ରି ଫାୟାର ଗେମ୍ ପାଇଁ ସାଙ୍ଗ ହୋଇଗଲେ ଶତ୍ରୁ । ନାବାଳକକୁ ନିର୍ମମ ଭାବେ ହତ୍ୟା କଲେ ଦୁଇ ସାଙ୍ଗ ।

କନକ ବ୍ୟୁରୋ : ମୋବାଇଲ ଗେମ ଫ୍ରି-ଫାୟାର ନିଶା କେତେ ଯେ ସାଂଘାତିକ । ତାହାର ଦୁଃଖଦ ପରିଣତି ଦେଖିବାକୁ ମିଳିଛି କୋରାପୁଟରେ । ଫ୍ରି-ଫାୟାର ଗେମ ଖେଳିବା ପାଇଁ ମୋବାଇଲ ନଦେବାରୁ ଜଣେ ୧୨ ବର୍ଷୀୟ ନାବାଳକକୁ ତାର ଦୁଇ ସାଙ୍ଗ ନିର୍ମମ ଭାବେ ହତ୍ୟା କରିଛନ୍ତି । ପ୍ରଥମେ ମୁଣ୍ଡକୁ ପଥରରେ ଛେଚି,…

ମାନସ ହତ୍ୟାକାଣ୍ଡର ପ୍ରମାଣ ଲୁଚାଇବାକୁ ଦୃଶ୍ୟମ ଚଳଚିତ୍ର ଭଳି ଯୋଜନା କରିଥିଲା ଶର୍ମିଷ୍ଠା । ଗୋଟିଏ ଜାଗାରେ ମର୍ଡର,…

କନକ ବ୍ୟୁରୋ : ହତ୍ୟା ପରେ ଶବ ଓ ପ୍ରମାଣ ନଷ୍ଟ ପାଇଁ ଫିଲ୍ମ ରାସ୍ତା ଆପଣାଇଥିଲା ଶର୍ମିଷ୍ଠା । ବହୁ ଚର୍ଚ୍ଚିତ ଫିଲ୍ମ ଦୃଶ୍ୟମରେ ଯେଉଁଭଳି ତରିକା ଆପଣାଇ ନିଜ ପରିବାରକୁ ବଞ୍ଚାଇଥିଲେ ମୁଖ୍ୟ ଚରିତ୍ରରେ ଥିବା ଅଜୟ ଦେବଗନ, ଠିକ ସେହିଭଳି ରାସ୍ତାକୁ ଆପଣାଇଥିଲେ ଶର୍ମିଷ୍ଠା । ଏଠି କାହାକୁ…

ଭୁବନେଶ୍ୱରରେ କୋକେନ ଜବତ ପରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଟାର୍ଗେଟରେ ଥିଲେ ହକି ବିଶ୍ୱକପ୍ ପାଇଁ ଆସିବାକୁ…

କନକ ବ୍ୟୁରୋ : ରାଜଧାନୀରେ କୋକେନ କାରବାର ଧରାପଡିବା ପରେ ତନାଘନା ଚଲାଇଛି ଏସଟିଏଫ୍ । ଆଉ ତଦନ୍ତରୁ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ବେଶ ଚିନ୍ତାଜନକ । ଏହାର ଚେର ଦକ୍ଷିଣ ଆଫ୍ରିକାରୁ ଦିଲ୍ଲୀ ଦେଇ ଭୁବନେଶ୍ୱର ଯାଏଁ ଲମ୍ବିଛି । ତଦନ୍ତକରୁଥିବା ଅଧିକାରୀ କହୁଛନ୍ତି, ଆଗକୁ ରାଜଧାନୀରେ…