‘ବ୍ରିଜ୍ କୋର୍ସ’ ଦ୍ୱାରା ଭରଣା ହେବ ପାଠପଢ଼ା । କରୋନାରେ ପାଠପଢ଼ାର କ୍ଷତି ଭରଣା ପାଇଁ ଟେଣ୍ଡର ଆହ୍ୱାନ କଲେ ରାଜ୍ୟ…

କନକ ବ୍ୟୁରୋ : ବ୍ରିଜ କୋର୍ସ ଦ୍ୱାରା ପାଠପଢା ଭରଣା କରିବାକୁ ଅଣ୍ଟା ଭିଡିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ୭୦ କୋଟି ଟଙ୍କା ଖର୍ଚ୍ଚରେ ତୃତୀୟରୁ-ନବମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଏହି କୋର୍ସର ଆୟୋଜନ କରାଯାଉଛି । କରୋନା ସମୟରେ ହୋଇଥିବା ପାଠପଢାର ଭରଣା ପାଇଁ ଏହି ଉଦ୍ୟମ…

ସୋନପୁର ଦେଶର ଉତ୍ତପ୍ତ ସହର । ଏପ୍ରିଲ ମାସରେ ଦାଉ ସାଧିଲାଣି ତାତି, ୧୬ ଜିଲ୍ଲାରେ ତାପମାତ୍ରା ୪୦ ଉପରେ ।

କନକ ବ୍ୟୁରୋ : ତାପମାତ୍ରା ବଢ଼ିବାରେ ଲାଗିଛି, ଜଳୁଛି ଓଡିଶା । ସୋନପୁର ହୋଇଛି ଦେଶର ସବୁଠୁ ଉତପ୍ତ ସହର । ୪୪ଦଶମିକ ୨ଡିଗ୍ରୀ ସେଲସିୟସ ତାପମାତ୍ରା ସହ ସୋନପୁର ଦେଶରେ ଆଜି ସବୁଠାରୁ ଉତପ୍ତ ସହର ହୋଇଛି । ରାଜ୍ୟର ୧୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ବଲାଙ୍ଗୀର ୪୨ ଦଶମିକ ୮,…

ରାଜଧାନୀରେ କାୟା ମେଲାଇଲାଣି କୋକେନ୍ । ଦାମୀ ନିଶା ପଛରେ ପାଗଳ ପରି ପଡ଼ିଛନ୍ତି ଯୁବପିଢୀ ।

କନକ ବ୍ୟୁରୋ : କୋକେନ କବଳରେ ରାଜଧାନୀ ଯୁବପୀଢି । ଭୁବନେଶ୍ୱରରେ କୋକେନ ଭଳି ବିଦେଶୀ ନିଶାର ମୋହରେ ପଡିଛନ୍ତି ରାଜଧାନୀର ଯୁବକ । ସାଲିଆ ସାହିରୁ ଏସଟିଏଫ୍ ୨୦୨ ଗ୍ରାମର କୋକେନ ଜବତ କରିବା ସହ ରାଜସ୍ଥାନର ୨ ବେପାରୀଙ୍କୁ ବାନ୍ଧିଛି । କୋକେନ କେଉଁଠୁ ଓଡିଶାକୁ ଆସୁଛି, ରାଜ୍ୟର ଅନ୍ୟ କେଉଁ…

ପାଇଖାନା ପାଇଁ ୫ ଜଣଙ୍କୁ ହତ୍ୟା । ମାହାଙ୍ଗା ଗଣହତ୍ୟା ମାମଲାରେ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ ।

କନକ ବ୍ୟୁରୋ : ମାହାଙ୍ଗା ଗଣହତ୍ୟା ମାମଲା ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଜଣେ ସାନ ଭାଇ କାହିଁକି ଏତେ ବଡ ଜଘନ୍ୟ କାଣ୍ଡ ଘଟାଇଲା ? ଏମିତି କଣ ହେଲା ଯେ ଜଣେ ଭାଇ ଆଉ ଜଣେ ଭାଇ ଓ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ଶେଷ କରିଦେଲା ? ଗଣହତ୍ୟା ପଛର କାରଣ କଣ ? ସମସ୍ତଙ୍କ ମନରେ ଏମିତି…