Daily Archives

April 29, 2024

ଠକେଇର ନୂଆ ତରିକା ଚେକ୍ କ୍ଲୋନିଂ । ଚେକ୍ ନକଲ କରି ୯ କୋଟିରୁ ଅଧିକ ଟଙ୍କା ଚଳୁ । ମଧ୍ୟପ୍ରଦେଶରୁ ଅଭିଯୁକ୍ତ ଗିରଫ କଲା…

କନକ ବ୍ୟୁରୋ: କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଗିରଫ ହୋଇଛନ୍ତି ଅଭିଯୁକ୍ତ । ବାରିପଦାରେ ଥିବା ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଆକାଉଣ୍ଟରୁ ୯ କୋଟି ୫୬ ଲକ୍ଷ ୭୬ ହଜାର ୬୦୦ ଟଙ୍କା ଚଳୁ କରି ଓଡିଶାରୁ ଫେରାର ହୋଇଯାଇଥିଲେ ଏହି ବ୍ୟକ୍ତି । ଆଉ ଟଙ୍କା ଚଳୁ ପରେ ମଧ୍ୟପ୍ରଦେଶର ମାଓ…

ଭାଇରାଲ ହେଉଛି ଅମିତ ଶାହାଙ୍କ ଫେକ୍ ଭିଡିଓ । ରେବନ୍ଥ ରେଡ୍ଡୀଙ୍କୁ ନୋଟିସ୍ ପଠାଇଲା ଦିଲ୍ଲୀ ପୋଲିସ୍ ।

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ଏକ ନକଲି ଭିଡିଓ ଭାଇରାଲ ହେଉଥିବା ନେଇ ଥାନାରେ ମାମଲା । ଆରକ୍ଷଣକୁ ନେଇ ଅମିତ ଶାହା ବିବାଦୀୟ ବୟାନ ରଖିଥିବା ଏହି ଭିଡିଓ ନକଲି ବୋଲି କହି ମାମଲା ଦାୟର ହୋଇଛି । ମାମଲାର ତଦନ୍ତ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କୁ…

ବିଗିଡ଼ିଯିବ କି ସମ୍ବଲପୁର ସମୀକରଣ ? ନୂଆ ଟିକେଟ ସହ ପୁରୁଣା ମୈଦାନରେ ନଗେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: କଂଗ୍ରେସ ଦଳ, ସମ୍ବଲପୁର ଆସନ ପାଇଁ ପ୍ରାର୍ଥୀ ବଦଳାଇବା ସହ ସମ୍ମାନର ଆସନ ଥିବା ଏହି ଲୋକସଭା ଲଢ଼େଇରେ ଆଉ ଜଣେ ବଡ଼ ଚେହେରାଙ୍କ ଏଂଣ୍ଟ୍ରି ହୋଇଛି । ଧର୍ମେନ୍ଦ୍ର ବନାମ ପ୍ରଣବ ମୁକାବିଲାକୁ ନେଇ ସମ୍ବଲପୁୁର ଯେତିକି ଚର୍ଚ୍ଚା ସୃଷ୍ଟି କରିଥିଲା, ସେଇ ରାଜନୈତିକ ଉଷ୍ମତାକୁ ଆହୁରି…

ଆଜି ବି କଳବଲ କଲା ତାତି । ୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର । ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି…

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆଜି ବାରିପଦା ରାଜ୍ୟର ଉତ୍ତପ୍ତ ସହର ହୋଇଛି । ବାରିପଦାରେ ୪୪.୮ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଅନୁଗୁଳରେ ୪୪.୩ ଡିଗ୍ରୀ, ବୌଦ୍ଧରେ ୪୪.୧ ଡିଗ୍ରୀ, ତାଳଚେର ଓ ଭବାନୀପାଟଣାରେ ୪୪ ଡିଗ୍ରୀ ତାପମାତ୍ରା ରେକର୍ଡ…

ପାଖେଇ ଆସୁଛି ନିର୍ବାଚନ, ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ଗାଁ ଗାଁ ବୁଲୁଛନ୍ତି ମନ୍ତ୍ରୀ, ସନ୍ଧ୍ୟାରୁ ରାତି ଯାଏଁ…

କନକ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ, ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ୩ ଦଳର ପ୍ରାର୍ଥୀ ଏବେ ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର କଟକ ଚଣ୍ଡୀଙ୍କ ଦର୍ଶନ କରିବା ପରେ ପ୍ରଚାରରେ ଲାଗିପଡ଼ିଛନ୍ତି । ସେହିପରି ଟିଟିଲାଗଡ ବିଧାନସଭା ବିଜେଡି ପ୍ରାର୍ଥୀ…

ନାମାଙ୍କନ ବେଳେ ଶକ୍ତି ପ୍ରଦର୍ଶନ । ପଟୁଆରରେ ଆସି ପ୍ରାର୍ଥୀପତ୍ର ଦାଖଲ କଲେ ପ୍ରାର୍ଥୀ । ଜାଣନ୍ତୁ, ଆଜି କିଏ କିଏ…

କନକ ବ୍ୟୁରୋ: ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଭରିଛନ୍ତି ନେତା । ପ୍ରବଳ ଖରା ସତ୍ତେ୍ୱ ଦଳ ବଳ ନେଇ, ଯାଇ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପ୍ରାର୍ଥୀ । ପୂର୍ବ ଓଡିଶାରୁ ପଶ୍ଚିମ ଓଡିଶା, ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ଖବର ।…