Daily Archives

April 26, 2024

ମେଡିକାଲରୁ ଡିସଚାର୍ଜ ପରେ ଭୋଟ ଦେଲେ ନାରାୟଣ ମୂର୍ତ୍ତି । ତାଙ୍କ ସହ ମତଦାନ କଲେ ପତ୍ନୀ ସୁଧା ମୂର୍ତ୍ତି ।

କନକ ବ୍ୟୁରୋ: ଶୁକ୍ରବାର ଦ୍ୱିତୀୟ ପର୍ୟ୍ୟାୟ ମତଦାନ ଅବସରରେ ଭୋଟ୍‌ ଦେବାକୁ କେନ୍ଦ୍ରରେ ପହଞ୍ଚିଥିଲେ ଆଇଟି ଇଣ୍ଡଷ୍ଟ୍ରିର ବରିଷ୍ଠ ବ୍ୟକ୍ତିତ୍ୱ ତଥା ଇନ୍‌ଫୋସିସ୍‌ର ପ୍ରତିଷ୍ଠାଟତା ଏନ ଆର ନାରାୟଣ ମୂର୍ତ୍ତି। ତାଙ୍କ ସହିତ ତାଙ୍କ ପତ୍ନୀ ସୁଧା ମୂର୍ତ୍ତି ମଧ୍ୟ ମତଦେବାକୁ ପହଞ୍ଚିଥିଲେ।…

ଉମରକୋଟରେ ଭି.କେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର । କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଟାର୍ଗେଟ, କହିଲେ ବିଏସକେୱାଇ ଓ ମିଶନ…

କନକ ବ୍ୟୁରୋ : ଉମରକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିରୋଧୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଟାର୍ଗେଟ କରିଛନ୍ତି ଭି.କେ ପାଣ୍ଡିଆନ । ଗତ ନିର୍ବାଚନ ସମୟରେ ଜଣେ କେନ୍ଦ୍ରମନ୍ତ୍ରୀ ଆସିଥିଲେ, ବହୁତ ବଡ ବଡ କଥା କହିଥିଲେ । ଗତ ନିର୍ବାଚନରେ ଆପଣଙ୍କ ଆଶୀର୍ବାଦରେ ବିଜେପି…

ଉମରକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି.କେ ପାଣ୍ଡିଆନ । କହିଲେ, ମୁଖ୍ୟମନ୍ତ୍ରୀଙ୍କ ବିଶାଳ ହୃଦୟରେ ଭଲ…

କନକ ବ୍ୟୁରୋ : ଉମରକୋଟରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଭି.କେ ପାଣ୍ଡିଆନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାମକୁ ଆହୁରି ଜୋରଦାର କରିବାକୁ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ଦେବାକୁ ଅପିଲ କରିଛନ୍ତି ପାଣ୍ଡିଆନ । ଏହାସହ ମଞ୍ଚ ଉପରେ ବିରୋଧୀଙ୍କୁ ଟାର୍ଗେଟ…

ଆକ୍ଟିଭ୍ ମୋଡରେ କଂଗ୍ରେସ ପ୍ରାର୍ଥୀ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ସର୍ମଥକଙ୍କ ସହ ପ୍ରଚାର କରିବା ସହ କରୁଛନ୍ତି ଭୋଟ…

କନକବ୍ୟୁରୋ: ବେଗୁନିଆରୁ କଂଗ୍ରେସ ବିଧାନସଭା ଟିକେଟ୍ ପାଇବା ପରେ ଆକ୍ଟିଭ୍ ମୋଡରେ ପୃଥ୍ୱୀବଲ୍ଲଭ ପଟ୍ଟନାୟକ । ଦିନ ରାତି ଏକ କରି ଗାଁ କୁ ଗାଁ ବୁଲି କଂଗ୍ରେସ କର୍ମୀଙ୍କୁ ଏକାଠି କରୁଛନ୍ତି । ସମର୍ଥକଙ୍କୁ ସାଥିରେ ଧରି ପ୍ରଚାର କରୁଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ସହ…

EVMକୁ ସୁପ୍ରିମକୋର୍ଟଙ୍କ କ୍ଲିନଚିଟ୍… ଫେରିବନି ବାଲାଟ୍ ପେପର୍, ଭିଭିପ୍ୟାଟ୍ ନେଇ ସବୁ ଆବେଦନ ଖାରଜ ।

କନକ ବ୍ୟୁରୋ: ଭିଭିପ୍ୟାଟ ଭେରିଫିକେସନ ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଏହାସହ ବାଲାଟ ପେପରରେ ଭୋଟିଂ କରିବାକୁ ନେଇ କରାଯାଇଥିବା ସମସ୍ତ ଆବେଦନକୁ ମଧ୍ୟ ଖାରଜ କରିବା ସହ ଇଭିଏମରେ ସବୁସ୍ଥାନରେ ଭୋଟିଙ୍ଗ କରିବାକୁ କ୍ଲିନଚିଟ ଦେଇଛନ୍ତି ସୁପ୍ରମିକୋର୍ଟ । ଇଭିଏମ୍…

ଓଡ଼ିଶାରେ ୨୮ ବିଧାନସଭା ପାଇଁ ସରିଲା ନାମାଙ୍କନ । ୨୬୬ ପ୍ରାର୍ଥୀ କଲେ ନାମାଙ୍କନପତ୍ର ଦାଖଲ, ମେ’ ୧୩ରେ ହେବ ଭୋଟ ।

କନକ ବ୍ୟୁରୋ : ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନପତ୍ର ଦାଖଲ ଶେଷ ହୋଇଛି । ଶୁକ୍ରବାର ନାମାଙ୍କନପତ୍ର ଯାଞ୍ଚ ହେବାକୁ ଥିବା ବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନାମାଙ୍କନପତ୍ର ଦାଖଲ ବାବଦରେ ସବିଶେଷ ତଥ୍ୟ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ…